ନୂଆ ଭୂମିକାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଦିଲ୍ଲୀ ରାମଲୀଳାରେ ସାଜିଲେ ‘ନିଷାଦରାଜ ଗୁହ’
ଭୁବନେଶ୍ୱର: ନୂଆ ଅବତାରରେ ନଜର ଆସିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ମୈଦାନରେ ଆୟୋଜିତ ପ୍ରସିଦ୍ଧ ଲବକୁଶ ରାମଲୀଳାରେ ସେ ଅଭିନେତା ସାଜିଛନ୍ତି। ବୁଧବାର ଦିନ ମଞ୍ଚସ୍ଥ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ଓରାମ ରାମାୟଣର ଏକ ପ୍ରମୁଖ…