କେନ୍ଦ୍ରାପଡ଼ାରେ ଲୋମଟାଙ୍କୁରା ଘଟଣା: ଲୁଣା ନଦୀ ପଠାରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । କୁଦାନଗରୀ ଥାନା ଅନ୍ତର୍ଗତ ମହାରକୁଳ ନିକଟସ୍ଥ ଲୁଣା ନଦୀ ବନ୍ଧରୁ ଶୁକ୍ରବାର ସକାଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ତଥା ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଏବଂ ଆତଙ୍କ…