IPLରୁ ଏମଏସ ଧୋନିଙ୍କ ଅବସର ଘୋଷଣା: ୨୦୨୭ ପାଇଁ ଚେନ୍ନାଇ ସୁପରକିଙ୍ଗ୍ସର ମେଣ୍ଟର ଦାୟିତ୍ବରେ ରହିବେ
ନୂଆଦିଲ୍ଲୀ: IPLରୁ ଅବସର ଘୋଷଣା କଲେ ମହେନ୍ଦ୍ର ସିଂ ଧୋନି । ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ଏମଏସ ଧୋନି ଇଣ୍ଡିଆନ ପ୍ରିମିୟର ଲିଗ (IPL) ରୁ ଅବସର ଘୋଷଣା କରିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ସାରା ବିଶ୍ୱର କ୍ରିକେଟ…