Browsing Tag

Manabasa Gurubara

ଆଜି ମାର୍ଗଶିର ମାସର ପ୍ରଥମ ଗୁରୁବାର: ଓଡ଼ିଶାର ଘରେ ଘରେ ପାଳିତ ହେଉଛି ପାରମ୍ପରିକ ‘ମାଣବସା ଗୁରୁବାର’

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ସଂସ୍କୃତିରେ ମାର୍ଗଶିର ମାସର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ପବିତ୍ର କାର୍ତ୍ତିକ ମାସର ସମାପ୍ତି ପରେ ଆରମ୍ଭ ହୋଇଛି ମାର୍ଗଶିର ମାସ। ଆଜି ଏହି ମାସର ପ୍ରଥମ ଗୁରୁବାର। ଏହି ଅବସରରେ ରାଜ୍ୟର ପୁରପଲ୍ଲୀରେ ମା’ ଲକ୍ଷ୍ମୀଙ୍କ ଆରାଧନା ପାଇଁ ମାଣବସା ଗୁରୁବାର…