ମହାସପ୍ତମୀ ପୂଜା: ଆଜିଠାରୁ ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଅସୁର ବିନାଶର ମହାସଂଗ୍ରାମ
ଶାରଦୀୟ ଦୁର୍ଗାପୂଜାରେ ମହାସପ୍ତମୀ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଶ୍ୱିନ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ପାଳିତ ହେଉଥିବା ଏହି ଦିନଠାରୁ ଦୁର୍ଗାପୂଜାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଶେଷ ପର୍ଯ୍ୟାୟ ଆରମ୍ଭ ହୋଇଥାଏ। ଆଜିଠାରୁ ମା' ଦୁର୍ଗାଙ୍କର ମହାପୂଜା ଆରମ୍ଭ ହୁଏ। ବିଶ୍ୱାସ…