ବିହାରରେ ବଡ଼ ଅଘଟଣ: ବୈଶାଳୀରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୩ ଶିଶୁଙ୍କ ପ୍ରାଣହାନି
ବିହାର: ବିହାରର ବୈଶାଳୀ ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ରାଘୋପୁର ଥାନା ଅନ୍ତର୍ଗତ ରାମପୁର ଶ୍ୟାମଚାନ୍ଦ ଗାଁ ନିକଟ ଗଙ୍ଗା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯିବାରୁ ଅତିକମରେ ୧୩ ଜଣ ଶିଶୁଙ୍କର ପ୍ରାଣହାନି ଘଟିଛି। ନିଖୋଜ ଥିବା ଅନ୍ୟ ଯାତ୍ରୀମାନଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଜାରି…