Browsing Tag

IMD Update

ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ’: ପ୍ରବଳ ବର୍ଷା ସହ ୯୦ କି.ମି ବେଗରେ ବହିଲା ପବନ

ଭୁବନେଶ୍ୱର: ଶୁକ୍ରବାର ସକାଳେ ସାମୁଦ୍ରିକ ବାତ୍ୟା ‘ଅକଭାନ’ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୨୦ ତାରିଖ ସକାଳ ୭:୩୦ ରୁ ୮:୩୦ ମଧ୍ୟରେ ଗୋପାଳପୁର ନିକଟରେ ଏହି ବାତ୍ୟା…

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା ! ୬ ଘଣ୍ଟାରେ ଅବପାତ ଓ ୨୪ ଘଣ୍ଟାରେ ନେଇପାରେ ସାମୁଦ୍ରିକ ଝଡ଼ର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଅଧିକ ଘନୀଭୂତ ହେବାରେ ଲାଗିଛି, ଯାହା ଫଳରେ ଏକ ବାତ୍ୟାର ଆଶଙ୍କା ଘନେଇବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସଦ୍ୟତମ ସୂଚନା ଅନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି…