ତିରୁମାଲାରେ ଭକ୍ତିର ପରାକାଷ୍ଠା: ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱରଙ୍କୁ ୧୨୧ କେଜି ସୁନା ଅଳଙ୍କାର ଦାନ କଲେ ଦମ୍ପତ୍ତି
ଆନ୍ଧ୍ରପ୍ରଦେଶ: ତିରୁପତି ମନ୍ଦିରକୁ ୨୦୬ କୋଟିର ସୁନା ଦାନ ଦେଲେ ଦମ୍ପତ୍ତି । ଆନ୍ଧ୍ରପ୍ରଦେଶର ବିଶ୍ୱପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ଠାରେ ରପରି ଏକ ଅଭୂତପୂର୍ବ ଦାନ ସାମ୍ନାକୁ ଆସିଛି। ଚେନ୍ନାଇର ଦମ୍ପତ୍ତି ପ୍ରଭୁ ଭେଙ୍କଟେଶ୍ୱରଙ୍କ ଉଦ୍ଦେଶ୍ୟରେ ୧୨୧ କେଜି ଓଜନର ସୁନା…