Browsing Tag

Garba Event

ସମ୍ପ୍ରଦାୟରୁ ବାହାରି ସହରବ୍ୟାପୀ ଉତ୍ସବ: ଓଡ଼ିଶାରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରୁଛି ‘ଦାଣ୍ଡିଆ’

ଭୁବନେଶ୍ୱର: ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଦାଣ୍ଡିଆ ନାଇଟ୍ ମୁଖ୍ୟତଃ କେବଳ ଗୋଟିଏ ସମ୍ପ୍ରଦାୟର ଉତ୍ସବ ଥିଲା। ଏହି ସମୟରେ କେବଳ ଗୁଜରାଟୀ ପରିବାର ଗୁଡ଼ିକ ଏକାଠି ହୋଇ ସେମାନଙ୍କର ସାଂସ୍କୃତିକ ତଥା ଭକ୍ତିଭାବରେ ପରିପୂର୍ଣ୍ଣ ଏହି ପରମ୍ପରାକୁ ପାଳନ କରୁଥିଲେ। କିନ୍ତୁ ଆଜି ସମୟ…