Browsing Tag

Digapahandi

ପ୍ରେମିକାଙ୍କ ସହ ରିଲ୍ସ ବନାଇବା ବେଳେ ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ

ଗଞ୍ଜାମ: ରିଲ୍ସ ନେଲା ଜୀବନ । ରିଲ୍ସ ବନାଇବା ବେଳେ ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ପ୍ରସିଦ୍ଧ ବାଙ୍କେଶ୍ୱରୀ ପୀଠ ଘାଟିରେ ଘଟିଛି ଏପରି ଅଭାବନୀୟ ଘଟଣା । ନିଜ ବାନ୍ଧବୀଙ୍କ ସହ ସୋସିଆଲ ମିଡିଆ ପାଇଁ ରିଲ୍ସ (Reels) ତିଆରି କରୁଥିବା ବେଳେ ପାହାଡ଼ରୁ…