Browsing Tag

Dasamantapur Police

ତରକାରିକୁ ନେଇ କଳହ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ !

କୋରାପୁଟ: କୋରାପୁଟ ଜିଲ୍ଲାରେ ପାରିବାରିକ କଳହରୁ ଏକ ଅତ୍ୟନ୍ତ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ତରକାରିକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଶେଷରେ ରକ୍ତାକ୍ତ ରୂପ ନେଇଛି। ଉତ୍ତ୍ୟକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ…