ସମୁଦ୍ରରେ ଆହୁରି ଭୟଙ୍କର ହେଉଛି ବାତ୍ୟା ‘ଅର୍ଣ୍ଣବ’: ଘଣ୍ଟାପ୍ରତି ପବନର ବେଗ ୧୮୦ କି.ମି ଛୁଇଁବା…
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆହୁରି ଭୟଙ୍କର ରୂପ ଧାରଣ କରିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମୁଦ୍ର ମଧ୍ୟରେ ଏହାର ତୀବ୍ରତା ବୃଦ୍ଧି ପାଉଥିବା ବେଳେ ପବନର ବେଗ…