Browsing Tag

Cyclone Akvan

ବଦଳିଲା ବାତ୍ୟା ‘ଅକୱାନ’ର ଗତିପଥ : ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା 'ଅକୱାନ' । ଭୀଷଣ ବାତ୍ୟା ରୂପ ନେଇ ଉପକୂଳକୁ ମାଡି ଆସୁଛି ବାତ୍ୟା ଅକୱାନ' । ଘଣ୍ଟାକୁ ୭କିମି ବେଗରେ ଆଗକୁ ବଢୁଛି ବାତ୍ୟା ଅକୱାନ । ଆନ୍ଧ୍ରପ୍ରଦେଶର ନରସାପୁର ଓ ପୁରୀ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ନେଇ ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗର…