ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ବଡ଼ ପଦକ୍ଷେପ: ନଭେମ୍ବର ୧ରୁ ବାହାର ରାଜ୍ୟର ପୁରୁଣା ଗାଡ଼ି ପ୍ରବେଶ ଉପରେ କଟକଣା
ନୂଆଦିଲ୍ଲୀ: ନଭେମ୍ବର ୧ ତାରିଖରୁ ଦିଲ୍ଲୀ-ଏନସିଆର (Delhi-NCR) ଅଞ୍ଚଳରେ ଯାତାୟାତ କରୁଥିବା ଦୈନନ୍ଦିନ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରେ ପଞ୍ଜୀକୃତ ହୋଇଥିବା ପୁରୁଣା ପେଟ୍ରୋଲ ଏବଂ ଡିଜେଲ…