Browsing Tag

Bigg Boss 20

ବିଗ୍ ବସ୍ ମଞ୍ଚରେ ଓଡ଼ିଆ ଝିଅ କାନନ ଟାଣ୍ଡି: ସଲମାନ ଖାନଙ୍କ ସହ ଡିକୋଡ୍ କଲେ ପ୍ରତିଯୋଗୀଙ୍କ ବଡି ଲାଙ୍ଗୁଏଜ୍

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ଏକ ଛୋଟ ସହରରୁ ବାହାରି ଜାତୀୟ ଟେଲିଭିଜନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କାନନ ଟାଣ୍ଡି। ଓଡ଼ିଶାର ଏହି ଦକ୍ଷ ବଡି ଲାଙ୍ଗୁଏଜ୍ ଏକ୍ସପର୍ଟ ତଥା ମାଇକ୍ରୋ-ଏକ୍ସପ୍ରେସନ ରିଡର ନିକଟରେ ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍ ୨୦' ର 'ୱିକେଣ୍ଡ କା…