ଓଡ଼ିଶାର ୩ଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ: ଖୁବଶୀଘ୍ର ମୟୂରଭଞ୍ଜ ବ୍ଲକର ହେବ ନିଲାମ
ଭୁବନେଶ୍ୱର: ଓଡ଼ିଶାର ତିନୋଟି ଜିଲ୍ଲାରେ ସୁନା ଖଣି ଥିବା ଚିହ୍ନଟ ହୋଇଛି। ଏନେଇ ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଭୂତାତ୍ତ୍ୱିକ…