Browsing Tag

Atmanirbharta

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: କୋରାପୁଟ ସୁନାବେଡ଼ା ସ୍ଥିତ HAL କାରଖାନା ପରିଦର୍ଶନ…

ଭୁବନେଶ୍ୱର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) କାରଖାନା ପରିଦର୍ଶନ କରିବେ ଏବଂ ଏହାର କାର୍ଯ୍ୟକଳାପର ସମୀକ୍ଷା କରିବେ। ଏହି…