Browsing Tag

Anla Navami

ପବିତ୍ର ଅଁଳା ନବମୀ ଅବସରରେ ଉତ୍ସବମୁଖର ସାକ୍ଷୀଗୋପାଳ: ମା’ ରାଧାଙ୍କ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ: ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସତ୍ୟବାଦୀସ୍ଥିତ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ମହାସମାରୋହରେ ପାଳିତ ହେଉଛି। ବର୍ଷକରେ ମାତ୍ର ଥରୁଟିଏ ମିଳୁଥିବା ମା’ ରାଧାଙ୍କ ପାଦ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମନ୍ଦିର ପରିସର ଓ ଆଖପାଖ…