Browsing Category

ସଫଳ କାହାଣୀ

ପ୍ରେରଣାର ଉତ୍ସ ଜେଜେମା; କେବଳ ଦେଶ ନୁହେଁ, ବିଦେଶରେ ବି ଚାଲିଛି ବ୍ୟବସାୟ

ଜେଜେମା କାହାଣୀ ଶୁଣିଥିବେ, ଜେଜେମା ନୁକ୍‌ସା ବା ଘରୋଇ ପଦ୍ଧତି ବିଷୟରେ ଶୁଣିଥିବେ। କିନ୍ତୁ ଜେଜେମାଙ୍କ ବ୍ୟବସାୟ ବିଷୟରେ ଶୁଣିଛନ୍ତି କି ? ଆଜ୍ଞା ହଁ, ଯେଉଁ ବୟସରେ ମଣିଷ ଅନ୍ୟ ଉପରେ ନିର୍ଭର ହୁଏ, ସେହି ବୟସରେ ଏହି ଜେଜେମା ଜଣଙ୍କ ଷ୍ଟାର୍ଟଅପ୍ ଅନଲାଇନ୍ ବ୍ୟବସାୟ ଚଳାଉଛନ୍ତି। ଆମେ…

ଭାରୀ ଅଳଙ୍କାର, ପୋଟଳି ବ୍ୟାଗ୍, ଗାଢ ଲିପଷ୍ଟିକ୍… ଏଭରଗ୍ରୀନ୍ ବିୟୁଟି ରେଖା

ଯେବେ ବି ସୌନ୍ଦର୍ଯ୍ୟ, ଫ୍ୟାଶନ୍ ଏବଂ ଷ୍ଟାଇଲ୍ ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ବଲିଉଡ ଅଭିନେତ୍ରୀ ରେଖା ନିଶ୍ଚିତ ଭାବରେ ମନକୁ ଆସନ୍ତି। ବୟସର ଛାପ ଏବେ ବି ଛୁଇଁ ପାରିନି ତାଙ୍କୁ । କୁହାଯାଏ ସେ ସବୁଦିନିଆ ସୁନ୍ଦରୀ ରହିବାର ବରପ୍ରାପ୍ତ କରିଛନ୍ତି। ବଲିଉଡର ଏଭରଗ୍ରୀନ୍ ବିୟୁଟି ରେଖା…

ଭାରତର ପ୍ରଥମ ଶିକ୍ଷୟିତ୍ରୀ :  କାହାଣୀ, ଯାହା ହୃଦୟସ୍ପର୍ଶୀ

ଶିକ୍ଷା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣୁ। ସମାଜରେ ବିକାଶ ଏବଂ ସଚେତନତା ପାଇଁ ଶିକ୍ଷା ହେଉଛି ଏକମାତ୍ର ଚାବି । ତେବେ ଶିକ୍ଷାଲାଭ ପାଇଁ ଆମକୁ ଶିକ୍ଷକ,  ଶିକ୍ଷୟିତ୍ରୀ ବା ଗୁରୁଙ୍କ ଆବଶ୍ୟକ ପଡେ। ତାହା କେବଳ ଗୋଟିଏ ଦିନ ପାଇଁ ନୁହେଁ ବରଂ ବର୍ଷ ବର୍ଷ , ସାରା…

ଭାଇ ନୁହେଁ, ଭଉଣୀଙ୍କୁ ରାକ୍ଷୀ ବାନ୍ଧନ୍ତି ବଲିଉଡ୍‌ର ଏହି ସୁନ୍ଦରୀ

ରାକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ପର୍ବ । ଏହି ପର୍ବରେ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘ ଜୀବନ କାମନା କରନ୍ତି। ସେହିପରି ଭାଇମାନେ ମଧ୍ୟ ଉପହାର ଦେଇ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରନ୍ତି। ଏହାକୁ ବଲିଉଡ୍,…

ଇତିହାସ ରଚିଲେ ଓଡିଆ ଆଦିବାସୀ ମହିଳା

ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ତଥା ଓଡିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଜିତାପଟ ହାସଲ କରିଛନ୍ତି। ସେ ୬୪ ପ୍ରତିଶତ ଭୋଟରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ପରାସ୍ତ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବକୁ ସାର ଦେଶ…

ନାରୀ-ଶକ୍ତି: କୋର୍ଟ କଚେରୀକୁ ଭୟ କରୁଥିବା ଆଦିବାସୀ, ଦେଶର ସର୍ବୋଚ୍ଚ ପଦବୀର ଅଧିକାରିଣୀ !

ଦିନ ଥିଲା.. ଆଦିବାସୀ ଲୋକ ଥି​‌ଲେ ଦୁର୍ବଳ, ଅବହେଳିତ। ଶିକ୍ଷିତ ଓ ଆଧୁନିକ ଲୋକଙ୍କ ଦ୍ବାରା ଠକାମିର ଶିକାର ହେଉଥିଲେ। କିଏ ସେମାନଙ୍କ ଠାରୁ ଜମି ଲୁଟି ନେଉଥିଲା ତ ଅନ୍ୟ କେହି ଜଙ୍ଗଲ, କେହିକେହି ସେମାନଙ୍କ ଝିଅ ବୋହୂଙ୍କୁ ଦୁର୍ବ୍ୟବହାର ମଧ୍ୟ କରୁଥିଲେ। କେବେକେବେ ଆଦିବାସୀ ସମ୍ପ୍ରଦାୟ…

ଅଭିନେତ୍ରୀ ହୋଇନଥିଲେ, ‘ଗୃହିଣୀ’ ହୋଇଥାନ୍ତି – ସୋନାଲି

ମାୟାନଗରୀରେ ସଫଳତା ଯେତିକି ଦୂର, ସଂଘର୍ଷ ମଧ୍ୟ ସେତିକି କଷ୍ଟସାଧ୍ୟ। ନିତି ଏଠାକୁ ଲୋକେ ଧାଇଁ ଆସନ୍ତି ସଫଳତା ହାସଲ ଲକ୍ଷ୍ୟରେ। କେହି କେହି ସଫଳତାର ମଜା ନିଅନ୍ତି, ତ ଅନ୍ୟ କେହି ଲୁଚି ଯାଆନ୍ତି ଆଢୁଆଳରେ। ନନ୍ଦିତା ଦାସ, ସୋନା ମହାପାତ୍ର, ଋତୁରାଜ ମହାନ୍ତି ମୟାନଗରୀରେ ସଫଳତାର ଶୀର୍ଷରେ…

କଳିଯୁଗର ସାବିତ୍ରୀ : ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ୬୦ ବର୍ଷ ବୟସରେ ଚାଲିଲେ ୬୦ କିମି

ଯେପରି ସାବିତ୍ରୀ ସ୍ୱାମୀ ସତ୍ୟବାନଙ୍କ ଜୀବନକୁ ଯମରାଜ ଠାରୁ ଫେରାଇ ଆଣିଥିଲେ, ସେହିପରି ମହାରାଷ୍ଟ୍ରର ଲତା ଖେର ମଧ୍ୟ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ୬୦ ବର୍ଷ ବୟସରେ ୬ କିମି ଚାଲିବା କଷ୍ଟକର ହୋଇପଡେ, ଲତା ଖେର ସାଢି ଓ ଚପଲରେ ୬୦ କିମି ର…

‘ଛାଡପତ୍ର’ – ଏକ ନୂଆ ଜୀବନର ଆରମ୍ଭ

"ଛାଡପତ୍ର" ଏହି ଶବ୍ଦଟିକୁ ସମାଜରେ ସହଜରେ ଗ୍ରହଣ କରାଯାଏନାହିଁ। ଏହା ପୁରାପୂରି ଭାବେ ପାରିବାରିକ ବିବାଦ ହୋଇଥିଲେ ମଧ୍ୟ ଏହା ସମାଜରେ ଏକ ଆଲୋଡନ ସୃଷ୍ଟି କରେ। କିନ୍ତୁ ଆଜିର ଶିକ୍ଷିତ ସମାଜରେ ଏହି ଶବ୍ଦଟି ଅତି ସାଧାରଣ ହୋଇଯାଇଛି ବୋଲି କିଛି ଭୁଲ ହେବ ନାହିଁ। ସେଲିବ୍ରେଟିମାନଙ୍କ

ମୋୖସୁମୀ ଙ୍କ ଚକୋ ଗ୍ୟାଲେରିଆ…

ଚକଲେଟ୍ ଖାଇବା ଏବଂ ଖୁଆଇବା କାହାକୁ ବା ପସନ୍ଦ ନଥାଏ।ଆମ ଭିତରେ ଅନେକ ନିଜ ପସନ୍ଦ ର କାମ ନକରି ଅନ୍ୟ ପେସା ଆପଣେଇ ଥାଉ।କିନ୍ତୁ ଏମିତି ଏକ ମହିଳା ଉଦ୍ୟୋଗି ମୌସୁମୀ ସଂଜୟ ପଟ୍ଟନାୟକ ଯିଏ ନିଜ ପସନ୍ଦ କୁ ଆପଣେଇ ନିଜ ଇଛା ମୁତାବକ ଏକ ପେସା ଗ୍ରହଣ କରିଛନ୍ତି। ନିଜ ହାତ ତିଆରି