Browsing Category
ବିଶେଷ
ଭିନ୍ନ ଜଣେ ବ୍ୟକ୍ତି; ଛଅ ଥର ମରି ବି ଜୀବିତ, କଫିନ୍ରୁ ଉଠି ପଡ଼ିଥିଲେ
ଜୀବନ ଓ ମୃତ୍ୟୁ ଚିରନ୍ତନ ସତ୍ୟ । ପୃଥିବୀରେ ଯିଏ ଜନ୍ମ ନିଏ ତା’ର ମୃତ୍ୟୁ ନିଶ୍ଚିତ । ଅବଶ୍ୟ ମୃତ୍ୟୁ ପରେ କ’ଣ ହୁଏ ତାହା କେହି ଜାଣନ୍ତି ନାହିଁ। ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ କିଛି ଜଣ ମୃତ୍ୟୁର ଅଳ୍ପ ସମୟ ମଧ୍ୟରେ ଜୀବନ୍ତ ଫେରି ଆସି ସେମାନେ ମୃତ୍ୟୁ ପରର ଦୁନିଆକୁ…
କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ଗୁରୁତ୍ୱ କାହିଁକି ? ଜାଣନ୍ତୁ କଣ କହୁଛି ପୁରାଣ
କାଲିଠୁ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ମାସ। ସନାତନ ଧର୍ମରେ କାର୍ତ୍ତିକ ମାସକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଏହି ମାସ ସାରା ଭଗବାନ ବିଷ୍ଣୁଙ୍କ ପୂଜା କଲେ ବିଶେଷ ଫଳ ମିଳିଥାଏ। ଶାସ୍ତ୍ରରେ ଲେଖା ଅଛି ଯେ କାର୍ତ୍ତିକ ମାସରେ ତୁଳସୀ ପୂଜା କରିବା ଦ୍ୱାରା କେବଳ ପାପ କ୍ଷୟ ହୁଏ…
ଜିଭରେ ଘା’ ହୋଇପାରେ କର୍କଟର ଲକ୍ଷଣ, ଏହି ୫ ଲକ୍ଷଣ ଦେଖିଲେ ତୁରନ୍ତ କରନ୍ତୁ ପରୀକ୍ଷା
ଜିଭରେ ଘା’କୁ ପ୍ରାୟତଃ ସାମାନ୍ୟ ଭାବରେ ସମସ୍ତେ ଅଣଦେଖା କରନ୍ତି। କିନ୍ତୁ ଯଦି ଏହି ଘା’ଗୁଡ଼ିକ ଦୀର୍ଘ ସମୟ ଧରି ଭଲ ନହୁଏ କିମ୍ବା ବାରମ୍ବାର ହୁଏ, ତେବେ ଏହା ଜିଭ କର୍କଟ(Tongue Cancer)ରୋଗର ଲକ୍ଷଣ ହୋଇପାରେ।
ଏହାର ଅଧିକାଂଶ ମାମଲା ପୁରୁଷମାନଙ୍କଠାରେ ଦେଖାଯାଏ, ବିଶେଷକରି…
ଦଶହରା/ ବିଜୟାଦଶମୀରେ କାହିଁକି କରାଯାଏ ଶସ୍ତ୍ର ପୂଜା? କ’ଣ ରହିଛି ଏହାର ମାନ୍ୟତା?
ହିନ୍ଦୁ ଧର୍ମର ପଞ୍ଚାଙ୍ଗ ଅନୁଯାୟୀ, ଆଶ୍ୱିନ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ଦଶହରା ପାଳନ କରାଯାଏ ଯାହାକୁ ବିଜୟାଦଶମୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ରାବଣ ପୋଡି ଏବଂ ଶସ୍ତ୍ର ପୂଜା ମଧ୍ୟ କରାଯାଏ । ଦଶହରା ଦିନ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଲଙ୍କା ଉପରେ ବିଜୟ ହାସଲ…
ଜନ୍ମବାରରୁ ଜାଣିହେବ ସେହି ବ୍ୟକ୍ତିଙ୍କର ବ୍ୟକ୍ତିତ୍ବ ଓ ସ୍ବଭାବ କେମିତି…..
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜାତକ, ରାଶି, ଜନ୍ମତିଥିରୁ ଯେଭଳି ଜଣକ ବ୍ୟକ୍ତିତ୍ବ ଓ ସ୍ବଭାବ ସମ୍ପର୍କରେ ଜାଣି ହୁଏ। ଠିକ୍ ସେହିପରି ଜନ୍ମବାରରୁ ଜଣଙ୍କ ସ୍ବଭାବ ଓ ବ୍ୟବହାର ବାବଦରେ ଜାଣିବା ସମ୍ଭବ। ଏହି କ୍ରମରେ କେଉଁ ବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ସ୍ବଭାବ କିଭଳି ହୋଇଥାଏ, ସେ…
ଆପଣ ଜାଣନ୍ତି କି ନବରାତ୍ରୀ ପୂଜାରେ ମା’ ଦୁର୍ଗାଙ୍କ କେଉଁ ନଅଟି ସ୍ବରୂପକୁ ପୂଜା କରାଯାଏ……
ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗଜ୍ଜନନୀ ମା’ ଦୂର୍ଗା। ଗତକାଲିଠୁ ଅର୍ଥାତ ୨୨ ସେପ୍ଟେମ୍ବର ସୋମବାର ଠାରୁ ମା’ଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି। ଏଥିପାଇଁ ସାରା ଦେଶର ପ୍ରସିଦ୍ଧ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା…
ଘରର ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ନବରାତ୍ରୀରେ ଆପଣାନ୍ତୁ ଏହିସବୁ ବାସ୍ତୁ ଉପାୟ…
ଚାଲିଛି ଶାରଦୀୟ ନବରାତ୍ରୀ। ସମ୍ପୂର୍ଣ୍ଣ ରୀତିନୀତିର ସହ କରାଯାଉଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା। ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଦେବୀ ପୀଠ। ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଜଗତଜନନୀ ମା’ ଦୁର୍ଗେ। ନବରାତ୍ରୀ ପାଳନ ପାଇଁ କିଛି ବିଶେଷ ନିୟମ ରହିଛି। ତେବେ ନବରାତ୍ରୀରେ ଏମିତି…
ବିଶ୍ବକର୍ମାଙ୍କ ବିସ୍ମୟ ସୃଷ୍ଟି : ସତ୍ୟଯୁଗରୁ କଳିଯୁଗ- ରାବଣର ପୁଷ୍ପକ ବିମାନରୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ…
ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପ୍ରାଚୀନ ଗ୍ରନ୍ଥ, ପୁରାଣ, ଉପନିଷଦ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ବକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ। ବିଶ୍ବକର୍ମା ଅନ୍ୟ ଅର୍ଥରେ ବିଶ୍ବର ସୃଷ୍ଟିକର୍ତ୍ତା। ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ବକର୍ମାଙ୍କ ଜନ୍ମ ବୋଲି ପୁରାଣରେ…
ଥ୍ରୀଡି ଇମେଜ୍ ତିଆରି କରୁଥିଲେ ସାବଧାନ : ବ୍ୟକ୍ତିଗତ ଫଟୋ ଲିକ୍ ସହ ହୋଇପାରନ୍ତି ସାଇବର୍ ଆଟାକ୍ର ଶିକାର
ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ନାନୋ ଥ୍ରୀଡି ଇମେଜ୍। ଫେସବୁକ୍ ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ୍, ଏକ୍ସ, ଥ୍ରେଡସ ଆଦି ପ୍ଲାଟଫର୍ମ ଖୋଲିବା ମାତ୍ରେ ଦେଖିବାକୁ ମିଳୁଛି ଏହି ଆନିମଟେଡ ଫଟୋ। ଏଆଇ ଟୁଲସ୍ ମାଧ୍ୟମରେ ନିଜର ଫଟୋକୁ ଏଭଳି ଥ୍ରୀଡି ଏଆଇ ଇମେଜ୍…
ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥୀ ପଟ୍ଟନାୟକ
ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ, ସାରସ୍ବତ ସାଧକ ଦାଶରଥୀ ପଟ୍ଟନାୟକଙ୍କର ଆଜି ପୁଣ୍ୟତିଥି। ଦାସିଆ ଅଜା ନାମରେ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ଦାସିଆ ଅଜା ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ୍ର ଉଦୟପୁର ଗ୍ରାମରେ…