Browsing Category
ବିଶେଷ
ଗ୍ରୀନ ମଟର ଚୋପା ଅଦରକାରୀ ନୁହେଁ, ଫାଇଦା ଜାଣିଲେ ଆଉ ଫିଙ୍ଗିବେନି….
ପରିବା ଏବଂ ଫଳ ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ। ଏଥିରେ ରହିଥିବା ନାନାଦି ପ୍ରକାର ଭିଟାମିନ୍ ଏବଂ କ୍ୟାଲସିୟମ ଆମ ଶରୀରର ଅନେକ ଆବଶ୍ୟକତାକୁ ପୂରଣ କରିବାରେ ସାହାର୍ଯ୍ୟ କରିଥାଏ। ଡାକ୍ତର ମାନେ ବି ପ୍ରତ୍ୟେହ ଫଳ ଏବଂ ଭରପୁର ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦେଇଥାଆନ୍ତି।…
ଶୀତ ଦିନରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ସୁସ୍ଥ ରହିବ ଶରୀର….
ଶୀତ ଦିର ମଜା ଅଲଗା। ଆଉ ଏହି ଶୀତ ଦିନ ଡାକିଆଣେ ନାନା ରୋଗ। ଥଣ୍ଡା, କାଶ, ଜ୍ବର ଭଳି ସମସ୍ୟା ଏକ ସାଧାରଣ କଥା। ତେଣୁ ଶୀତ ଦିନେ ସୁସ୍ଥ ରହିବାକୁ ହେଲେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଚାଲନ୍ତୁ ଜାଣିବା ଶୀତ ଋତୁରେ କେଉଁଭଳି ଖାଦ୍ୟ ଖାଇବା ଦେହ ପାଇଁ ହିତକର...…
ଆକାଶ ନୀଳ କିନ୍ତୁ ମହାକାଶ କାହିଁକି କଳା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ…
ଆମେ ପ୍ରତିଦିନ ନୀଳ ଆକାଶ ଦେଖୁ। ହେଲେ ଆପଣ କେବେ ଭାବିଛନ୍ତି କି ଦିନବେଳା ଆକାଶ କାହିଁକି ନୀଳ ଦେଖାଯାଏ, ସନ୍ଧ୍ୟାରେ ନାଲି ଏବଂ ମହାକାଶ କାହିଁକି ସର୍ବଦା କଳା ରହିଥାଏ? ଏହି ସବୁ ପ୍ରଶ୍ନର ଉତ୍ତର ଆମ ପୃଥିବୀର ବାୟୁମଣ୍ଡଳ ସହ ଜଡିତ। ବାୟୁମଣ୍ଡଳରେ ଥିବା କ୍ଷୁଦ୍ର କଣିକା ଏବଂ…
ଜଣେ ହାଇ ମାରିଲେ ଅନ୍ୟଜଣଙ୍କୁ ହାଇ ଆସେ କାହିଁକି? ଜାଣନ୍ତୁ ଏହା ପଛର କାରଣ….
ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍ସ କହିଛନ୍ତି, ଫୁସ୍ଫୁସ୍ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ ସେବେ ହାଇ ହୁଏ। ହାଇ ମାରିବା ଦ୍ୱାରା ଅଧିକ…
ଭ୍ରାମରୀ ପ୍ରାଣାୟମ୍ କରିବା ଦ୍ବାରା କ’ଣ ଫାଇଦା ମିଳେ, ଆସନ୍ତୁ ଜାଣିବା
ଏହି ପ୍ରାଣାୟମ୍ ଦ୍ବାରା ମାନସିକ ଚାପ ଓ ଚିନ୍ତାରୁ ରକ୍ଷା ମିଳେ। କ୍ରୋଧ, ଉଦ୍ବେଗ ଏବଂ ଅନିଦ୍ରାରୁ ଉପକାର ମିଳେ ଏବଂ ରକ୍ତଚାପ କମିଯାଏ। ଶରୀରର ତନ୍ତୁକୁ ଶୀଘ୍ର ସୁସ୍ଥ କରିବା ପାଇଁ ସାହାଯ୍ୟ କରେ। ଅସ୍ତ୍ରୋପଚାର ପରେ ଏହି ଅଭ୍ୟାସ କରାଯାଇପାରେ। ଏହାଦ୍ବାରା ସ୍ବର ମଧୁର ହୁଏ ଏବଂ ଗଳା…
ରାତିରେ ଲାଇଟ୍ ଜଳାଇ ଶୋଉଛନ୍ତି କି?…. ଯଦି ହଁ, ତେବେ ହୋଇଯାଆନ୍ତୁ ସାବଧାନ……
ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ଲାଇଟ୍ ବନ୍ଦ କରିକି ଶୁଅନ୍ତି। ଆଉ କେତେ ଜଣ ଅନ୍ଧାରକୁ ଡରି ରାତିରେ ଲାଇଟ୍ ଜଳାଇ ଶୁଅନ୍ତି। ତେବେ ହାଭାର୍ଡ ବିଶ୍ବବିଦ୍ୟାଳୟର ଏକ ଗବେଷଣାରେ ରାତିରେ ଲାଇଟ୍ ଜଳାଇ ଶୋଇବା ଆଦୌ ଭଲ ନୁହେଁ ବୋଲି କୁହାଯାଇଛି।
ବିଶ୍ବବିଦ୍ୟାଳୟର ଗବେଷକମାନେ…
ଶୀତଦିନରେ ଅଧିକ ମିଳୁଥିବା ‘ଲାଉ’ର ଔଷଧୀୟ ଗୁଣ ଜାଣିଲେ ଆପଣ ବି ହେବେ ତାଜୁବ…….
ଆୟୁର୍ବେଦରେ କୁହାଯାଇଛି ଲାଉରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଲାଉରୁ ପ୍ରସ୍ତୁତ ଜୁସ୍ ପିଇଲେ ଏହା ଶରୀରରୁ ବିଷାକ୍ତ ତତ୍ତ୍ବ ବାହାର କରିପାରେ। ଲାଉ ଜୁସ୍ରେ ଭିଟାମିନ୍, ମିନେରାଲ ଅନେକ ପୋଷକତତ୍ତ୍ବ ରହିଛି। ତେଣୁ ନିୟମିତ ରୂପେ ସଠିକ ମାତ୍ରାରେ ଏହାକୁ ସେବନ କଲେ, ଶରୀରର ବିଭିନ୍ନ ରୋଗ…
ଶୀତଦିନରେ ସତର୍କ ରୁହନ୍ତୁ ହୃଦ୍ରୋଗୀ, ଏସବୁ କଲେ ହୋଇପାରେ ବଡ଼ ବିପଦ…..
ଶୀତଋତୁରେ ବାୟୁମଣ୍ଡଳର ତାପମାତ୍ରା କମିଯାଏ। ଏହି ପରିବର୍ତ୍ତନ ମନୁଷ୍ୟର ଶରୀର ଉପରେ ପ୍ରଭାବ ପକାଇଥାଏ। ତାପମାତ୍ରା ସର୍ବାଧିକ ହ୍ରାସ ପାଇଲେ, ଧମନୀ ସଙ୍କୁଚିତ ହୁଏ। ଏହାଦ୍ବାରା ରକ୍ତଚାପସ୍ତର ବଢ଼ିଯାଇଥାଏ। ରକ୍ତଚାପ ବଢ଼ିଲେ ହୃଦୟ ଉପରେ ପ୍ରଭାବ ପଡ଼ିପାରେ। ତେଣୁ ଉଚ୍ଚରକ୍ତଚାପରେ ପୀଡ଼ିତ ଓ…
କଅଁଳ ବୟସରୁ ପରିପକ୍ଵ ହେଉଛନ୍ତି ପିଲା; ଆସନ୍ତୁ ଜାଣିବା ଏହାର କାରଣ କ’ଣ ଏବଂ ସମାଧାନ ବିଷୟରେ
ଆଧୁନିକ ଜୀବନଶୈଳୀ, ଦୀର୍ଘ ସମୟ ଫୋନ୍ ବ୍ୟବହାର ଆଦି ଅଭ୍ୟାସ ଯୋଗୁଁ ଏବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ହେଉଛି। ସେଥିରୁ ପ୍ରିକୋସିୟସ୍ ପ୍ୟୁବର୍ଟି ଯୋଗୁଁ ପିଲାମାନେ କଅଁଳ ବୟସରୁ ପରିପକ୍ବ ହେଉଛନ୍ତି। ମାତ୍ର ୭ରୁ୮ବର୍ଷରୁ ପୁଅ ଓ ଝିଅଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ହେଉଛି। ଏହା…
ଶୀତଦିନେ ଗରମପାଣି ପିଇବା ଠିକ୍ ନାଁ ଭୁଲ୍… ଜାଣନ୍ତୁ ଗରମପାଣି ଦ୍ୱାରା ଶରୀରକୁ ମିଳେ କେଉଁ ସବୁ ଲାଭ….
ଏବେ ଶୀତ ଦିନ ଚାଲିଛି । ଶୀତଦିନେ ସାଧାରଣତ ଆମ ସମସ୍ତଙ୍କର ପାଣିକୁ ନେଇ ଟିକେ ଡର ଥାଏ । ପାଣିରେ ଗାଧୋଇବା ଠାରୁ ଆରମ୍ଭ କରି ପାଣି ପିଇବା ଯାଏଁ । ଶୀତଦିନେ ଲୋକେ କମ୍ ପାଣି ପିଅନ୍ତି । ଶୀତଦିନେ ପାଣି କମ୍ ପିଇବା ଦ୍ୱାରା ଖାଦ୍ୟ ଠିକରେ ହଜମ ହୋଇ ନଥାଏ । ହେଲେ ଆପଣ ଗରମ ପାଣି ପିଇ ଏହି…