Browsing Category
ଆମ ଓଡ଼ିଶା
ସୋଆରେ ଆୟୋଜିତ ହେବ ଓଡ଼ିଶା ଏଆଇ ସମ୍ମିଳନୀ
ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୃତ୍ରିମ ବୁଦ୍ଧିମତା ଅର୍ଥାତ ଏଆଇର ଦୃଶ୍ୟପଟ୍ଟ ସହ ତାଳ ଦେଇ ଓ ଓଡ଼ିଶାରେ ଏହାକୁ ଦୃଢ଼ୀଭୂତ କରାଇବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟି, ଓଡ଼ିଶା ସୋସାଇଟି ଅଫ୍ ଆମେରିକା (ଓସା) ଏବଂ ଆଇଆଇଟି ଭୁବନେଶ୍ୱରର ଏଆଇ…
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ମାଟ୍ରିକ୍ ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ…
ମାଟ୍ରିକ୍ ବା ଦଶମ ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଜନ୍ମ ତାରିଖ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏଥି ସହିତ ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(ଏଫସିଆଇ)ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଚାକିରି ସଂପର୍କିତ ରେକର୍ଡରେ ଏଚଏସସି…
ଜୀବନ ଯୁଦ୍ଧରେ ହାରିଗଲେ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା…
ମୃତ୍ୟୁ ସହ ଲଢେଇ କରି କରି ଶେଷରେ ହାରିଗଲେ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ।
ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ…
ସବୁ ତହସିଲ୍ରେ ହେବ ସବ୍-ରେଜିଷ୍ଟ୍ରେସନ ଅଫିସ୍
ରାଜ୍ୟର ସବୁ ତହସିଲରେ ସବ୍ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯିବ। ଆଜି ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ନୂଆ ସବ୍-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ ସେବା ସୁବିଧାରେ…
ଲ୍ୟାଣ୍ଡଫଲ୍ ବେଳେ ଭୀଷଣ ବାତ୍ୟା, ଓଡ଼ିଶାରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା : ମୃତ୍ୟୁଞ୍ଜୟ ମହାପାତ୍ର
ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା। ସମୁଦ୍ର ଭିତରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆସନ୍ତା ୨୮ ତାରିଖ ରାତି ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବା ବୋଲି ଆଶଙ୍କା କରାଯାଉଛି । ତେବେ ଓଡ଼ିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…
ମନ୍ କି ବାତ୍ରେ କୋରାପୁଟ କଫିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
“ମନ୍ କି ବାତ୍”ର ୧୨୭ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସମୃଦ୍ଧ କଫି ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସେ ବିଶ୍ୱ ସ୍ତରରେ ଓଡ଼ିଶାର କୋରାପୁଟ କଫିର ବର୍ଦ୍ଧିତ ସ୍ୱୀକୃତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ପ୍ରଧାମନ୍ତ୍ରୀ କହିଛନ୍ତି, “ଆପଣମାନେ ସମସ୍ତେ ଚା…
ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଆଧାରିତ ପରୀକ୍ଷା
ଓଡ଼ିଶା ସରକାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣି ନୂଆ ପରୀକ୍ଷା ବ୍ୟବସ୍ଥା ଓ ମୂଲ୍ୟାୟନ ପ୍ରକ୍ରିୟା ଲାଗୁ କରିଛନ୍ତି । ଜାତୀୟ ଶିକ୍ଷା ନୀତି-୨୦୨୦ ଓ ଜାତୀୟ ପାଠ୍ୟକ୍ରମ ଢ଼ାଂଚା-୨୦୨୩ ଅନୁରୂପ ରାଜ୍ୟରେ ପଂଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ଓ ମୂଲ୍ୟାୟନ(ଖାତା…
ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ, ଉପର ପଡିଆରେ ହେବ ବାଲିଯାତ୍ରା
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ସବୁ ବର୍ଷ ଭଳି ଏଥର ବି ଉପର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ଅନ୍ଧକାରରେ ରଖିଥିବା କଟକ ଜିଲ୍ଲା ପ୍ରଶାସନ ଏବେ ଉପର ବାଲିଯାତ୍ରା ପଡ଼ିଆ ପାଇଁ ଅଣ୍ଟା ଭିଡ଼ିଲା । ଏଥର ମୁଖ୍ୟ ଐତିହାସିକ ବାଲିଯାତ୍ରାରେ ମୁଖ୍ୟ…
ଟ୍ରାଫିକ ଫାଇନ୍ ହେଲା କୋହଳ : ଯେତିକି ଜରିମାନା କଟିଛି ତା’ର ଅଧା କରିବାକୁ ହେବ ପୈଠ
ରାସ୍ତାରେ ଯିବା ବେଳେ ଯେଉଁମାନଙ୍କର ଗାଡ଼ିର ଚାଲାଣ କଟିଛି, ସେମାନଙ୍କୁ ରାଜ୍ୟ ସରକାର ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଚାଲାଣ କଟିଥିବା ବାହନର ଜରିମାନାରେ ରାଜ୍ୟ ସରକାର ବଡ଼ କୋହଳ କରିଛନ୍ତି।
କୌଣସି ପରିସ୍ଥିତିରେ ଚାଲାଣ କଟିଥିବା ଲୋକଙ୍କୁ ଜରିମାନାର ୫୦ ପ୍ରତିଶତ ପୈଠ କରିବାକୁ ହେବ।…
କାଲି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ : ରାତି ୨ଟାରେ ହେବ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି
ଆସନ୍ତାକାଲି ଅର୍ଥାତ ରବିବାର ଭାଦ୍ରବ ଶୁକ୍ଳ ପୂର୍ଣ୍ଣିମାରେ ସଂଗଠିତ ହେବ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଏହା ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ଯାହା ଭାରତରେ ଦୃଶ୍ୟମାନ ହେବ। ଧାର୍ମିକ ବିଶ୍ୱାସ ଅନୁସାରେ, ଏହାକୁ ଏକ ଅଶୁଭ ସମୟ ଭାବରେ ବିବେଚନା କରାଯାଉଛି।…