Browsing Category
ଆମ ଓଡ଼ିଶା
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ମିଳିଲା, ହେଲେ ଓଡ଼ିଶୀ ସଂଗୀତ ଓ ଓଡ଼ିଶୀ ନୃତ୍ୟକୁ କାହିଁକି ଅଣଦେଖା…..
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଶୀ ସଂଗୀତ ଓ ଓଡ଼ିଶୀ ନୃତ୍ୟକୁ ଏଯାବତ୍ ଶାସ୍ତ୍ରୀୟ ମାନ୍ୟତା ମିଳିନାହିଁ । ଶାସ୍ତ୍ରୀୟ ମାନ୍ୟତା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଦପ୍ତରରେ ଓଡ଼ିଆ ଭାଷାରେ ନଥିପତ୍ର କାମ ଓ ଚିଠିପତ୍ର ଆଦାନ ପ୍ରଦାନ ହୋଇପାରୁ…
ମହାଦେବଙ୍କ ମହାରାଧନାର ପର୍ବ ମହାଶିବରାତ୍ରୀ: ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ
ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ । ମହାଦେବଙ୍କ ମହାରାଧନାର ପର୍ବ । ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ଆଜି ବିଶେଷ ଦିନ। ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା…
ଓଡ଼ିଶାରେ କମି ଚାଲିଛି ଝିଅଙ୍କ ସଂଖ୍ୟା, ଆଗକୁ ଦେଖାଦେବ ବଡ଼ଧରଣର ସାମାଜିକ ସମସ୍ୟା
ଓଡ଼ିଶାରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମ୍ ରହୁଥିବା ଯୋଗୁ ଭବିଷ୍ୟତରେ ବଡ଼ଧରଣର ସାମାଜିକ ସମସ୍ୟା ଉପୁଜିପାରେ । ଏଥିପ୍ରତି ଏବେଠାରୁ ସଜାଗ ରହିବା ପାଇଁ ସମାଜ ବିଜ୍ଞାନୀମାନେ ବାରମ୍ବାର ଚେତାବନୀ ଦେଇଆସୁଛନ୍ତି ।
ଭାରତ ସରକାରଙ୍କ ସଦ୍ୟ ପ୍ରକାଶିତ ଆର୍ଥିକ ସର୍ଭେ ରିପୋର୍ଟର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ। ଆଜି ମୋଦୀଜୀଙ୍କ ନେତୃତ୍ବରେ ଦେଶ ଆଗେଇ ଚାଲିଛି। ତାଙ୍କର ସବକା ସାଥ୍ ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ନୀତିକୁ ଆପଣାଇ ଦେଶ ଅଗ୍ରଗତି ପଥରେ ଚାଲିଛି। ଦେଶରୁ ୨୫ କୋଟି ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ଆଜି…
ନାହିଁ ନାହିଁରେ ଚାଲିଛି ଆଦର୍ଶ ବିଦ୍ୟାଳୟ, ଶିକ୍ଷକ ପଦବୀ ପୂରଣ କେବେ ?
ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ଦୁଇ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ଖାଲି ପଡିଛି । ଶିକ୍ଷକ ପଦବୀ ସହିତ ଏହିସବୁ ବିଦ୍ୟାଳୟରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପଦବୀରେ ବି ଗୁରୁତର ସ୍ଥିତି ।
ମିଳିଥିବା ସୂଚନା ଅନୁଯାୟୀ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧିରେ ରାଜ୍ୟର ୩୦ଟି…
କାମ ଦେଉନି ‘ସଭିଏଁ ପଢ଼ିବେ-ସଭିଏଁ ବଢ଼ିବେ’ ନାରା, ରାଜ୍ୟରେ ଡ୍ରପ୍ଆଉଟ୍ ସମସ୍ୟା ଉଦବେଗଜନକ
‘ସଭିଏଁ ପଢ଼ିବେ-ସଭିଏଁ ବଢ଼ିବେ’ ନାରା ଦେଇ ୫ରୁ ୧୪ବର୍ଷ ବୟସ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ବିଦ୍ୟାଳୟରେ ପାଠ ପଢ଼ାଇବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଚଳନ କରୁଥିବାବେଳେ ଅଧାରୁ ପାଠ ଛାଡୁଥିବା ସମସ୍ୟାର କିନ୍ତୁ ପୂର୍ଣ୍ଣ ସମାଧାନ ହୋଇପାରୁ ନାହିଁ । ରାଜ୍ୟର କେତେକ ଜିଲ୍ଲାରେ ୨୦ରୁ ୩୦…
ଓଡିଶାରୁ ଚାରି ଜଣଙ୍କୁ ପଦ୍ମଶ୍ରୀ
୭୭ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଭାରତ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୨୦୨୬ ମସିହାରେ ପ୍ରତିଷ୍ଠିତ ପଦ୍ମଶ୍ରୀ ପୁରସ୍କାର ପାଇଁ ଓଡ଼ିଶାର ଚାରି ଜଣ ବ୍ୟକ୍ତିଙ୍କୁ ଚୟନ କରାଯାଇଛି। ସ୍ୱୀକୃତିପ୍ରାପ୍ତ, ପୁରସ୍କାରପ୍ରାପ୍ତମାନଙ୍କୁ ସେମାନଙ୍କର ଦଶନ୍ଧି ଧରି ନିଃସ୍ୱାର୍ଥପର…
ଆମ ବସ୍ ଚାଳକଙ୍କୁ ମିଳିବ ପ୍ରୋତ୍ସାହନ ରାଶି
ଜାନୁଆରୀ ୨୬ରୁ ଲାଗୁହେବ କ୍ୟାପଟେନ ଓ ଗାଇଡମାନଙ୍କ ନିମନ୍ତେ ପ୍ରୋତ୍ସାହନ ରାଶି। ଚାଳକଙ୍କ ସୁରକ୍ଷିତ ଗାଡ଼ି ଚାଳନା ଓ ବିଭିନ୍ନ ଦିଗରୁ ସେମାନଙ୍କ କାର୍ଯ୍ୟକୁ ମୂଲ୍ୟାଙ୍କନ କରି ତିନିମାସରେ ଥରେ ପ୍ରଦାନ କରାଯିବ ଏହି ରାଶି।ଫେବୃୟାରୀରୁ ଆରମ୍ଭ ହେବ ଆମ ବସ୍ ରୁଟରେ ଜନ ସାଧାରଣଙ୍କ ସହଭାଗିତା…
ଟାଟୁ ଶିଳ୍ପର ବଢୁଛି ଲୋକପ୍ରିୟତା : ବି.କେ. କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସ ଆୟୋଜନ କଲା ଓଡ଼ିଶାର ପ୍ରଥମ ବୃତ୍ତିଗତ…
ଓଡ଼ିଶାରେ ସମସାମୟିକ କଳାର ବିକଶିତ ଦୃଶ୍ୟପଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି କାରଣ ଟାଟୁ ଏବଂ ସୃଜନଶୀଳ ଶିକ୍ଷା କ୍ଷେତ୍ରରେ ଏକ ଉଦୀୟମାନ ନାମ କଳିଙ୍ଗ ଇଙ୍କ୍, ବି.କେ. କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସରେ ରାଜ୍ୟର ପ୍ରଥମ ବୃତ୍ତିଗତ ଟାଟୁ କର୍ମଶାଳା ଆୟୋଜନ…
ଚୁଲିକୁ ଗଲାଣି ନିଶା ନିବାରଣ : ହୁ ହୁ ହୋଇ ବଢୁଛି ମଦ ବେପାର
ନିଶା ନିବାରଣ ପାଇଁ ସରକାର ବିପୁଳ ଅର୍ଥ ବ୍ୟୟ କରୁଥିବାବେଳେ ନିଶା ବ୍ୟବହାର କମିବା ପରିବର୍ତ୍ତେ କିନ୍ତୁ ବଢି ବଢି ଚାଲିଛି । ୨୦୨୦-୨୧ ରୁ ୨୦୨୪-୨୫ ପର୍ଯ୍ୟନ୍ତ ୫ବର୍ଷରେ ଓଡିଶା ରାଜ୍ୟ ପାନୀୟ ନିଗମ ତାହାର ସିଏସ୍ଆର ପାଣ୍ଠିରୁ ୫୯ଲକ୍ଷ ୫୪ହଜାର ଟଙ୍କା ଖର୍ଚ୍ଚ କରିଥିବାବେଳେ ଚଳିତ ବର୍ଷ…