Browsing Category

ମୁଖ୍ୟ ପ୍ରସଙ୍ଗ

Explore our main stories exclusively for women lifestyle & fashion. We excel the talents & dreams of women through a magazine.

ଭୁଲରେ ବି ଭାଇକୁ ବାନ୍ଧନ୍ତୁ ନାହିଁ ଏହି ରାକ୍ଷୀ…. ଅଶୁଭ ହୋଇଥାଏ

ହିନ୍ଦୁ ଧର୍ମରେ ରକ୍ଷୀ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। କିନ୍ତୁ ଚଳିତ ବର୍ଷ ରକ୍ଷା ବନ୍ଧନ ଦୁଇ ଦିନ ପଡୁଛି। ଅଗଷ୍ଟ ୩୦ ଓ ୩୧ ତାରିଖ। ଯାହାକୁ ନେଇ ଏବେ ଦ୍ବନ୍ଦ ଦେଖାଦେଇଛି। କିଛି ଧାର୍ମିକ ଅନୁଷ୍ଠାନ ଅନୁଯାୟୀ ବୁଧବାର ଅର୍ଥାତ୍…

When Should Rakhi Be Removed: ରକ୍ଷା ବନ୍ଧନ ପରେ ହାତରେ ବାନ୍ଧି ରଖୁଛନ୍ତି କି ରାକ୍ଷୀ? କ’ଣ କରିବା ଉଚିତ୍…

ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷା ବନ୍ଧନ। ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ରକ୍ଷାକବଜ ସାଜିବା ପାଇଁ ପ୍ରତିଜ୍ଞା ନେଇଥାଏ। ଏହି ପର୍ବ ଆଜିକାଲିର ନୁହେଁ, ଯୁଗ ଯୁଗ ଧରି ପ୍ରଚଳିତ ହୋଇ ଆସିଛି। ଦ୍ବାପ୍ରର ଯୁଗରେ ଦ୍ରୌପଦୀ ଭଗବାନ୍ କୃଷ୍ଣଙ୍କ ହାତରେ ରାକ୍ଷୀ…

independence day 2023 : ଅଗଷ୍ଟ ୧୫ର ମିଠେଇ…

ପିଲା ଦିନର କଥା ତ ପ୍ରାୟ ସମସ୍ତଙ୍କର ମନେ ଥିବ। ସକାଳୁ ଶୀଘ୍ର ଉଠି ସଫା ପୋଷାକ ପିନ୍ଧି ବାହାରି ପଡୁ ସ୍କୁଲକୁ ପତାକା ଉତ୍ତୋଳନ କରିବା ପାଇଁ। ପତାକା ଉତ୍ତୋଳନରେ ଯେତିକି ମନ ନଥାଏ, ତା’ ଠାରୁ ଅଧିକ ମନ ଥାଏ ମିଠେଇ ଖାଇବାରେ..। ପତାକା ଉତ୍ତୋଳନ ପରେ ବକୃତା ପ୍ରତିଯୋଗିତା ଆରମ୍ଭ ହୁଏ।…

ସାବଧାନ୍ ! ଆଖିଧରାକୁ ଅଣଦେଖା କରନ୍ତୁ ନାହିଁ, ନହେଲେ ଅନ୍ଧ ହୋଇପାରନ୍ତି …

ବର୍ଷାଋତୁରେ ସଂକ୍ରମଣ ରୋଗ ବ୍ୟାପିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ବର୍ଷାଜଳ ସାଙ୍ଗରେ ଅନେକ ସଂକ୍ରମଣ ରୋଗକୁ ନେଇ ଆସିଥାଏ। ସେଥିମଧ୍ୟରୁ ଆଖିଧରା ସଂକ୍ରମଣ ଅନ୍ୟତମ। ବହୁଳ ମାତ୍ରାରେ ଏହି ରୋଗ ବ୍ୟାପିବାରେ ଲାଗିଛି। ହେଲେ ଏହି ରୋଗକୁ ଛୋଟ ବୋଲି ଭାବି ଅଣଦେଖା କରିବା ଉଚିତ୍…

world Hepatitis Day 2023 ; ଲିଭରକୁ ଖରାପ କରିପାରେ ! ରୋଗୀ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍ …

ହେପାଟାଇଟିସ୍ ଏକ ସାଧାରଣ ରୋଗ ନୁହେଁ। ଏଥିରେ ପୀଡିତର ଲିଭର ଉପରେ  ବିପଦ ଥାଏ। ଯଦି ସତର୍କତା ଅବଲମ୍ବନ କରାଯାଏ ନାହିଁ, ତେବେ ଲିଭର ନଷ୍ଟ ହେବାର ଅନେକ ସମ୍ଭାବନା ଥାଏ। ଲିଭର ହେଉଛି ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଆମକୁ ଭୋକ ଲାଗିବା ଏବଂ ଖାଦ୍ୟ ହଜମ ହେବା ଭଳି କାର୍ଯ୍ୟ ଲିଭର…

ଆଖି ଧରିଛି କି ? କେମିତି କରିବେ ଏହାର ପ୍ରତିକାର..

ଆଖି ଧରା ରୋଗ ଏବେ ଦ୍ରୁତ ଗତରେ ବଢିବାରେ ଲାଗିଛି। ରାଜ୍ୟକୁ ରାଜ୍ୟ ଡେଇଁବାରେ ଲାଗିଛି ଏହି ଆଖିଧରା ରୋଗ। ଓଡିଶା ପରେ ଏବେ ପଶ୍ଚିମବଙ୍ଗରେ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏହି ଆଖିଧରା ରୋଗ କ’ଣ ଏବଂ କାହିଁକି ବ୍ୟାପୁଛି। ଆଖିଧରା ରୋଗ କିଛି ବଡ ରୋଗ ନୁହେଁ। ଏହା ଏକ…

ବିବାହ ପରେ ମା କାହିଁକି ଅସହାୟ ହୋଇଯାଏ? ବୋହୂ ଅପେକ୍ଷା ପୁଅ ଅଧିକ ଦୋଷୀ…

ଆମେ ଯେତେ ଆଧୁନିକ ହେଉ ନା କାହିଁକି, ଆଜି ବି ପୁଅ ଜନ୍ମ ହେଲେ ଝିଅ ଅପେକ୍ଷା ଅଧିକ ଖୁସୀ ବ୍ୟକ୍ତ କରୁ। ଯେତେବେଳେ ଜଣେ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦିଏ, ସେତେବେଳେ କୁହାଯାଏ ଯେ ସେ ଭାଗ୍ୟବାନ..। କିନ୍ତୁ ଅନେକ ଲୋକ ଆଗାମୀ ସମୟ ବିଷୟରେ ଚିନ୍ତା କରନ୍ତି ନାହିଁ। ଆମେ ଭୁଲିଯାଉଛୁ ଯେ…

ନିଯୁକ୍ତି ପାଇଁ ମହିଳାଙ୍କ ଛାତି ମାପିବା ନିୟମ, ଭୁଲ୍ ନା ଠିକ୍ …?

କୁହାଯାଏ, ଇତିହାସର ପୁନରାବୃତ୍ତି ଘଟେ । ଉନବିଂଶ ଶତାବ୍ଦୀର ଏକ ଲଜ୍ଜାଜନକ ନିୟମ ପୁଣି ଦୋହରାଇଛି। ପୁଣି ବିବାଦରେ ମହିଳାଙ୍କ ଛାତି ମାପିବା ନିୟମ। ଯଦିଓ ଏହି ନୂଆ ନିୟମ ହରିୟାଣା ସରକାର ଲାଗୁ କରିବାକୁ ଏବେ ନିର୍ଦେଶ ଦେଇଛନ୍ତି କିନ୍ତୁ ଏହା ନୂଆ ନୁହେଁ। ଅନେକ ବର୍ଷ ପୂର୍ବରୁ ଏହି ନିୟମ…

ଗୁଗୁଲ କାହିଁକି ଡୁଡଲ୍ କରିଛି ? ପ୍ରାଚୀନ ଯୁଗରୁ ଗୁପଚୁପ୍ ର ଯାତ୍ରା…

ଗୁପଚୁପ୍ କାହାକୁ ବା ପସନ୍ଦ ନୁହେଁ। ଗୁପ୍ଚୁପ୍ ନାଁ ଶୁଣିଲେ ସମସ୍ତଙ୍କ ପାଟିରେ ପାଣି ଆସେ। ଟିକେ ଖଟା, ଖଟା ମିଠା, ଟିକେ ଲୁଣି ଓ ଟିକେ ଲୁଣି..। ରାସ୍ତାଘାଟରେ ଯେଉଁଠି ଦେଖିଲେ ସେଠି ଗୁପଚୁପ୍ ଷ୍ଟଲ ପଡିଥାଏ। ଲୋକମାନେ ମଧ୍ୟ ପ୍ରବଳ ଭିଡ ଜମାନ୍ତି। ବିଭିନ୍ନ ସହରରେ ଭିନ୍ନ ଭିନ୍ନ ନାଁରେ…

କଷ୍ଟସାଧ୍ୟ କିନ୍ତୁ ଅସମ୍ଭବ ନୁହେଁ, Single Parentsଙ୍କ ପାଇଁ ଏହି ଟିପ୍ସ…

ସିଙ୍ଗଲ ପ୍ୟାରେଣ୍ଟସ୍ ବା ଏକାକୀ ଅଭିଭାବକ ହେବା ଆଜିକାଲି ଅତି ସାଧାରଣ ହୋଇଗଲାଣି। ବହୁତ ସିଙ୍ଗଲ ପ୍ୟାରେଣ୍ଟସ୍ ନିଜ ସାମର୍ଥ ଅନୁଯାୟୀ ପିଲାମାନଙ୍କୁ ମଣିଷ କରୁଛନ୍ତି। ତେବେ ସିଙ୍ଗଲ ପ୍ୟାରେଣ୍ଟ କାହାକୁ କୁହନ୍ତି? ଯେଉଁମାନଙ୍କର ଛାଡପତ୍ର ହୋଇଥିବ ନହେଲେ ଯେଉଁମାନେ ଲିଭ୍ ଇନ୍ ରହି ଶିଶୁ…