Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ରାଧାଷ୍ଟମୀରେ କରନ୍ତୁ ଏହି ୪ଟି ସହଜ ଉପାୟ… ଚାକିରି ସହିତ ପ୍ରେମ ସମ୍ପର୍କ ମଧ୍ୟ ରହିବ ସୁଦୃଢ
ଉତ୍ସବର ଋତୁ ଚାଲିଛି। ଗଣେଶ ଉତ୍ସାବ ଯୋଗୁଁ ଗାଁ ଠୁଁ ସହର ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ ହୋଇ ଥିବା ବେଳେ ଅଳ୍ପ କିଛି ମୁହୂର୍ତ୍ତ ପରେ ରାଧାଷ୍ଟମୀ ପର୍ବ ଆସିଯିବ। ଜନ୍ମାଷ୍ଟାମୀର ୧୫ ଦିନ ପରେ ରାଧା ଅଷ୍ଟମୀ ପର୍ବ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସ ଶୁକ୍ଲପକ୍ଷ…
ଡେଙ୍ଗୁ ଆଲର୍ଟ ! ଅକ୍ଟୋବର ମାସରେ ଆହୁରି ହେବ ସଂଘାତିକ, ବର୍ତ୍ତମାନ ଠାରୁ ହୋଇଯାଆନ୍ତୁ ସତର୍କ
ପୁଣି ଥରେ ଡେଙ୍ଗୁ କାୟା ବିସ୍ତାର କରିଛି। ଉତ୍ତରପ୍ରଦେଶ, ୟୁପି, ବିହାର, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଆଦି ରାଜ୍ୟରେ ଡେଙ୍ଗୁ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଛି। କେବଳ କର୍ଣ୍ଣାଟକରେ ୭ ହଜାର ରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ମଧ୍ୟ ସ୍ଥିତି ଭଲ ନାହିଁ। ଦିଲ୍ଲୀ ନିକଟସ୍ଥ…
ପିତା ବିଶ୍ବକର୍ମାଙ୍କ ସ୍ବର୍ଣ୍ଣର ସ୍ଥାପତ୍ୟକୁ କାହିଁକି ଧ୍ବଂସ କଲେ ଦୁଇ ପୁତ୍ର ନଳ-ନୀଳ..?
ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ କନ୍ୟା ସଂକ୍ରାନ୍ତି ହେଉଛି ବିଶ୍ବନିର୍ମାତା ବିଶ୍ବକର୍ମାଙ୍କ ଜନ୍ମ ତିଥି। ପ୍ରତିବର୍ଷ ସପ୍ଟେମ୍ବର ୧୭ ତାରିଖରେ ବିଭିନ୍ନ କଳକାରଖାନା, ଅନୁଷ୍ଠାନ ଏବଂ ବିଶେଷ କରି ଯନ୍ତ୍ରପାତି ଥିବା ସ୍ଥାନରେ ବିଶ୍ବକର୍ମା ପୂଜା କରାଯାଏ। ଓଡିଶାର ପାରଦୀପ ହେଉଛି ଏହି ପୂଜା…
ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦେଖିବା ମନା ! ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ…?
ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ଅତି ଧୁମଧାମରେ ପାଳନ କରାଯାଏ। ପୌରାଣିକ ବିଶ୍ବାସ ଅନୁଯାୟୀ ଗୌରୀ ପୁତ୍ର ଭଗବାନ ଶ୍ରୀ ଗଣେଶ ଚତୁର୍ଥୀ ତିଥିର ମଧ୍ୟାହ୍ନରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଏହି ଜନ୍ମ ତିଥିକୁ ଗଣେଶ ଚତୁର୍ଥୀ ଭାବରେ ପାଳନ କରାଯାଏ। ଏଥର ଗଣେଶ…
ଜାଣିଛନ୍ତି କି ! ଭଗବାନ୍ ଗଣେଶଙ୍କୁ ଦୂବ ଘାସ କାହିଁକି ଚଢାଯାଏ ? ଜାଣନ୍ତୁ କାରଣ ଏବଂ ନିୟମ
ଓଡିଆ ଘରର ପରମ୍ପରା ଅନୁଯାୟୀ ଦୂବ ଘାସ ଓ ବରକୋଳି ପତ୍ର ସମସ୍ତ ପୂଜାରେ ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ଗଣେଶଙ୍କ କଥା ଟିକେ ନିଆରା। ଅନ୍ୟ ପୂଜାରେ ଦୂବଘାସ ନ ହେଲେ ଚଳିଯାଇପାରେ କିନ୍ତୁ ଗଣେଶ ପୂଜାରେ ଦୂବ ଘାସ ବିନା ପୂଜା ଏକ ପ୍ରକାରର ଅସମ୍ଭବ। ଗଣେଶଙ୍କ ପ୍ରିୟ ହେଉଛି ଦୂବ ଘାସ। କାରଣ…
ଯୁଗେ ଯୁଗେ ନାରୀ ଅବହେଳିତ ; ଜନ୍ମାଷ୍ଟମୀରେ କେବଳ ପ୍ରଭୁ ଶ୍ରୀକୃଷ୍ଣ ନୁହେଁ, ଏହି ଦେବୀଙ୍କର ମଧ୍ୟ ହୋଇଥିଲା ଜନ୍ମ..
ପୁଅ ଓ ଝିଅ ମଧ୍ୟରେ ଭେଦ ଭାବ ଯୁଗ ଯୁଗରୁ ଚାଲିଆସିଛି। ଦ୍ବାପର ଯୁଗ ହେଉ ଅବା ତ୍ରେତୟା ଯୁଗ ଏବଂ କଳିଯୁଗ..ସବୁବେଳେ ନାରୀକୁ ଅବହେଳିତ ଦୃଷ୍ଟିରେ ଦେଖାଯାଇଛି। ଗୋଟିଏ ନାରୀ ହିଁ ସର୍ବଦା ବଳିଦାନ ଦେଇଛି ଏବଂ ତାହାକୁ ଲୋକେ ଭୁଲି ଯାଆନ୍ତି। ଦେବୀ ଦେବତାମାନେ ମଧ୍ୟ ଏଥିରୁ ବାଦ୍ ପଡି…
janmashtami 2023 ; ଜନ୍ମାଷ୍ଟମୀରେ କରନ୍ତୁ ଏହି ସରଳ ଉପାୟ, ଦୂର ହେବ ସବୁ କଷ୍ଟ…
ଯେବେତେବେ ଅଧର୍ମୀ ଓ ଅତ୍ୟାଚାରୀମାନଙ୍କ ପାଦୁର୍ଭାବ ବଢିଯାଏ ଏବଂ ଧର୍ମର ପତନ ହେବାକୁ ଲାଗେ, ସେବେତେବେ ସ୍ବୟଂ ଭଗବାନ ମାନବ ରୂପରେ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରି ସତ୍ୟ ଓ ଧର୍ମର ସଂସ୍ଥାପନ କରନ୍ତି। ଏହି ପରିପ୍ରେକ୍ଷୀରେ ଅତ୍ୟାଚାରୀ କଂସର ବିନାଶ ପାଇଁ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ…
ଚେତାବନୀ ! ବାୟୁ ପ୍ରଦୂଷଣରେ କମୁଛି ଆୟୁଷ, ମୁଣ୍ଡ ପିଛା ହ୍ରାସ ପାଉଛି ଏତିକି ବର୍ଷ..
ଆମେ ସମସ୍ତେ ଜାଣୁ ଯେ ବିଶ୍ୱରେ ବାୟୁ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ ବିପଦ ପାଲଟିଛି। ବର୍ତ୍ତମାନ ଏକ ନୂତନ ଅଧ୍ୟୟନ ସମଗ୍ର ଦେଶକୁ ଚିନ୍ତାରେ ପକାଇଛି। ଏକ ଗବେଷଣାରୁ ଜଣାପଡିଛି ଯେ, ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର। ଯଦି ପ୍ରଦୂଷଣ ହାର ରୋକା ନଯାଏ ଏବଂ ବିଶ୍ୱ…
Prostate cancer : ଆପଣଙ୍କ ରୋଷେଇର ମସଲା ଡବାରେ ଲୁଚି ରହିଛି ଏହାର ଚିକିତ୍ସା, ଏହି ମସଲା ହେଉଛି ରାମବାଣ !
ରୋଷେଇରେ ଡାଲଚିନିର ଭୂମିକା ନିଆରା। ସ୍ବାଦିଷ୍ଟ ତରକାରୀ ପ୍ରସ୍ତୁତିର ଆରମ୍ଭରେ ବ୍ୟବହୃତ ହୁଏ ଏବଂ ଶେଷରେ ମଧ୍ୟ ଆବଶ୍ୟକ ପଡେ। ଡାଲଚିନି କେବଳ ତରକାରୀର ସ୍ବାଦ ବଢାଏ ତାହା ନୁହେଁ ଅନେକ ରୋଗରୁ ମଧ୍ୟ ରକ୍ଷା କରେ। ମୁଣ୍ଡ ବିନ୍ଧାରୁ ଆରମ୍ଭ କରି କ୍ୟାନସର ଭଳି ରୋଗରୁ ମଧ୍ୟ ଉପଶମ ଦେଇଥାଏ।…
step relationship : କିଏ କହିଲା ଷ୍ଟେପ୍ ସମ୍ପର୍କରେ ପ୍ରେମ ନାହିଁ, ବି-ଟାଉନର ଏହି ଭାଇ ଓ ଭଉଣୀମାନଙ୍କୁ ଦେଖନ୍ତୁ …
ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ। ଚଳିତ ବର୍ଷ ଦୁଇ ଦିନ ପଡୁଥିବାରୁ କିଛି ଲୋକ ଗତକାଲି ଏବଂ ଅନ୍ୟ କିଛି ଲୋକ ଆଜି ରକ୍ଷାବନ୍ଧନ ପାଳନ କରୁଛନ୍ତି। ଏହି ପର୍ବ ଭାଇ-ଭଉଣୀ ମଧ୍ୟରେ ମଧୁରତା ଆଣିବା ସହ ସମ୍ପର୍କକୁ ଆହୁରି ଦୃଢ ବା ମଜବୁତ କରିଥାଏ। କିନ୍ତୁ କୁହାଯାଏ…