Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ଶ୍ରୀମନ୍ଦିର ରେ ଚିତା ଲାଗି ଅମାବାସ୍ୟା ତିଥିରେ ସାଗର ଵିଜେ ନୀତି…..
ଚିତାଲାଗି ଅମାବାସ୍ୟା - ମହାପ୍ରଭୁଙ୍କୁ ଲାଗି ହେବ ସ୍ଵର୍ଣ୍ଣ ଓ ରତ୍ନ ଚିତା
ହୀରା ଳିଳା ଏବଂ ମାଣିକ ପରିଧାନ କରିବେ ଚତୁର୍ଦ୍ଦାମୂର୍ତ୍ତି । ଶ୍ରୀମନ୍ଦିରରେ ଶ୍ରାବଣ ଅମାବାସ୍ୟା ଦିନ ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି ହୋଇଥାଏ ।…
ସମ୍ପଦ ଅପାଙ୍କ ସଂଘର୍ଷ ଓ ସଫଳତାର କାହାଣୀ
ଅଭିଯୋଗ, ଅଭିମାନ ଆଉ ଅନୁଶୋଚନା କୁ ନେଇ ଜୀଇ ହୁଏନି ଜୀବନ । ସମସ୍ୟାକୁ ନେଇ ଅଶ୍ରୁ ଢାଳିଲେ ଦୂରେଇ ଯାଏନ ଅଭାବ ଅନଟନ । ଜୀବନକୁ ଆଗେଇ ନେବାକୁ ହେଲେ କାନ୍ଥ ଆରପଟେ ଲୁହକୁ ସମାଧି ଦେବାକୁ ହୁଏ । ଏହି ମନ୍ତ୍ରକୁ ଜୀବନର ସୁତ୍ର କରିପାରିଥିବା ଜଣେ ସଫଳ ମହିଳା ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା…
ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ଓ ଦେବୀ ସୁଭଦ୍ରା
ସେ ଜାୟା ପୁଣି ସେ ଭଗ୍ନି, କେତେବେଳେ ଉଗ୍ର ମୂର୍ତ୍ତି ତ ଆଉ କେତେବେଳେ ଶାନ୍ତ ସରଳ ହଳଦୀମୁଖୀ । କେତେବେଳେ ସେ ନାରାୟଣଙ୍କ ଅଙ୍ଗ ତ ଆଉ କେତେବେଳେ ସକଳ ଦେବତାଙ୍କ ଜନନୀ, ସେ ଅବତାରୀ ସୁଭଦ୍ରା । କିନ୍ତୁ ଏ ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, ସେ ସମଗ୍ର ଜୀବ ମଣ୍ଡଳରେ ନାରୀ ଜାତିର ପ୍ରତୀକ, ନୀଳ…
ନାରୀଶକ୍ତିର ଉପାସନା ପୀଠ : ଆସାମର କାମାକ୍ଷା ମନ୍ଦିର
ଆସାମର ରାଜଧାନୀ ଗୌହାଟୀ ଉପକଣ୍ଠରେ ନୀଳାଚଳ ପର୍ବତ ଉପରେ ରହିଛି ଏକ ପ୍ରସିଦ୍ଧ ଶକ୍ତିପୀଠ । ତାହା ହେଉଛି କାମାକ୍ଷା ପୀଠ, ଦେଶର ପ୍ରମୁଖ ୫୧ ଶକ୍ତିପୀଠ ମଧ୍ୟରେ ଏକ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପୀଠ । ଏହି ପୀଠର ବିଶେଷତ୍ବ ହେଉଛି ଯେ ଏଠାରେ ଦେବୀଙ୍କର ଯୋନୀକୁ ଶକ୍ତିଭାବରେ ପୂଜା କରାଯାଏ ।…
ପୁଣି ଚର୍ଚ୍ଚାରେ… ଅବସାଦ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ସମସ୍ତଙ୍କୁ ହତଚକିତ କରିଦେଇଛି । ସେ ମାନସିକ ଅବସାଦ କାରଣରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ନିଜ କ୍ୟାରିୟରକୁ ନେଇ ଚିନ୍ତିତ ଥିବା ସୁଶାନ୍ତ ଗତ ପ୍ରାୟ ୬ ମାସ ହେବ ଗଭୀର ଅବସାଦରେ ଥିବା କୁହାଯାଉଛି ।
ନିଜର ଶେଷ ଚଳଚ୍ଚିତ୍ର…
ମାଉଣ୍ଟ ଏଭରେଷ୍ଟ ଶିଖରରେ ଭାରତୀୟ ତ୍ରିରଙ୍ଗା ଉଡ଼ାଇଥିବା ୧୦ ଭାରତୀୟ ମହିଳା
ବିଶ୍ୱର ସବୁଠାରୁ ଉଚ୍ଚତମ ଶୃଙ୍ଗକୁ ମାଉଣ୍ଟ ଏଭରେଷ୍ଟ ବୋଲି କୁହାଯାଇଥାଏ ଏବଂ ଏହାକୁ ଅରୋହଣ କରିବା କୌଣସି ସାଧାରଣ କାମ ନୁହେଁ । ଏହା କେବଳ ଦୃଢ଼ ଇଚ୍ଛା ଶକ୍ତି ଏବଂ କଠୋର ପରିଶ୍ରମ ଯୋଗୁଁ ସମ୍ଭବ ହୋଇ ପାରିବ । ସ୍ୱପ୍ନକୁ ସାକାର କରିବା ଲାଗି ଲକ୍ଷ୍ୟ ରଖିଥିବା ବ୍ୟକ୍ତି ହି ମାଉଣ୍ଟ ଏଭରେଷ୍ଟ…
ବିଶ୍ବର ଏସବୁ ଧର୍ମପୀଠରେ ନାରୀମାନଙ୍କ ପ୍ରବେଶ ନେଇ କଟକଣା ରହିଛି
କେରଳସ୍ଥିତ ସାବରିମାଲାର ଭଗବାନ ଆୟାପ୍ପା ମନ୍ଦିର ଗତ କିଛି ବର୍ଷ ଧରି ଚର୍ଚ୍ଚାରେ ରହିଆସିଛି । କଥା ହେଉଛି ସାବରିମାଲାରେ ୧୦ ବର୍ଷରୁ ଅଧିକ ଓ ୫୦ ବର୍ଷରୁ କମ ବୟସର ମହିଳାଙ୍କ ପ୍ରବେଶ ମାମଲା । ଦୁଇବର୍ଷ ପୂର୍ବେ ମାନ୍ୟବର ସୁପ୍ରିମକୋର୍ଟ ଏହି ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶ…