Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ବିକଳ୍ପ ପରୀକ୍ଷା ବ୍ୟବସ୍ଥା କେତେ ବିଶ୍ୱାସଯୋଗ୍ୟ ???
କରୋନା କଟକଣା ଯୋଗୁଁ ଶିକ୍ଷା ଅନୁଷ୍ଠାନ ଗୁଡିକ ମାର୍ଚ୍ଚ ମାସରୁ ବନ୍ଦ ଅଛି l ଆଗକୁ କେବେ ବିଦ୍ୟାଳୟ, କଲେଜ ଖୋଲିବ ଏବଂ ପୁଣିଥରେ ସାଧାରଣ ଭାବରେ ବିଦ୍ୟାଗ୍ରହଣ ସମ୍ଭବ ହୋଇପାରିବ ତାହା ଏବେ ପ୍ରଶ୍ନବାଚୀ ସାଜିଛି l ରାଜ୍ୟ ସରକାର ପିଲାମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ନ ହେବ ବୋଲି ଅନଲାଇନ!-->…
ଆସ ବୁଲିଯିବା ତାପଙ୍ଗ ଖୋର୍ଦ୍ଧା….
View this post on Instagram
A post shared by Barabulaa odia/Travel Blogger (@barabulaa_odia) on Sep 19, 2020 at 10:07pm PDT
ସମ୍ବଲପୁରୀ ଶାଢୀର କାହାଣୀ
ସମଗ୍ର ବିଶ୍ବରେ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେଇଛି ସମ୍ବଲପୁରୀ ଶାଢୀ । ଏହି କପଡାରେ ଆମର କଳା ସଂସ୍କୃତି,ପରମ୍ପରା ଆଦିର ଖୁବ ସୁନ୍ଦର କଳା ନିଦର୍ଶନ ଦେଖିବାକୁ ମିଳେ । ଏହା ଏକ ପାରମ୍ପାରିକ ହାତବନ୍ଧା ଶାଢୀ । ଏହାକୁ ଭୁଲିଆ ସମ୍ପ୍ରଦାୟର ଲୋକେ ନିଜ ହାତରେ ତିଆରି କରିଥାନ୍ତି ।…
କରୋନା ଫ୍ୟାସନ….ଆଖି ମେକ୍ଅପ୍
ନାରୀର ସୌନ୍ଦର୍ଜ୍ୟ ତାର ମୁଖମଣ୍ଡଳରୁ ଜଣାପଡେ । ବର୍ତ୍ତମାନ ପରିସ୍ଥିତି ରେ କୋବିଡ଼-୧୯ ରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର କରିବାରୁ ଅଧାରୁ ଅଧିକ ମୁହଁ ଲୁଚି ଯାଉଛି । ତେଣୁ ମନର ଭାବ କୁ ପ୍ରକାଶ କରିବା ପାଇଁ ଆଖି ମେକ୍ଅପ୍ ବହୁତ ଜରୁରୀ ହୋଇ ପଡିଛି । ତେବେ ଆସନ୍ତୁ ଜାଣିବା ଆଖି!-->…
କରୋନା, ମାନସିକ ଚାପ ଓ ମଧୁମେହ
ଭୁବନେଶ୍ବର: ଡାଇବେଟିସ୍ ରୋଗୀଙ୍କ ପାଇଁ କରୋନା କ୍ଷତିକାରକ ହୋଇପାରେ । କାରଣ ଡାଇବେଟିସ୍ ବା ମଧୁମେହ ହେବା ଦ୍ୱାରା ଆମର ରୋଗ ପ୍ରତିଷେଧକ ଶକ୍ତି କମିଥାଏ । ଏହାଭିତରେ ଯଦି ଆପଣ ବାରମ୍ବାର କରୋନା ବିଷୟରେ ଚର୍ଚା ବା ନ୍ୟୁଜ ଦେଖି ଚିନ୍ତା ବାଢାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଏହା…
ସଫଳ ଷ୍ଟାର୍ଟଅପ ପ୍ରତିଷ୍ଠା କରିଥିବା କିଛି ଚର୍ଚ୍ଚିତ ମହିଳା
ଆଜିକାଲି ମହିଳା ଉଦ୍ୟୋଗୀମାନେ ଅର୍ଥନୀତିର ପ୍ରାୟ ସମସ୍ତ କ୍ଷେତ୍ରରେ ଆଗଧାଡ଼ିରେ ପହଞ୍ଚିସାରିଲେଣି । ବିଟୁବି ବା ବ୍ୟବସାୟ ରୁ ବ୍ୟବସାୟ କ୍ଷେତ୍ର ଯେଉଁଥିରେ ପାରମ୍ପରିକ ଭାବରେ ପୁରୁଷଙ୍କ ପ୍ରାଧାନ୍ୟ ରହିଥିଲା, ଏବେ ଏହି କ୍ଷେତ୍ରରେ ମହିଳାମାନେ ମଧ୍ୟ ପ୍ରବେଶ କରି ସଫଳତା ହାସଲ କରିଛନ୍ତି ।…
ସ୍ୱାସ୍ଥ୍ୟ ବୀମା : ଜାଣନ୍ତୁ ଏହାର ଫାଇଦା
ଯଦି ଆପଣ ହଠାତ ରୋଗରେ ପଡ଼ୁଛନ୍ତି ଓ ତୁରନ୍ତ ଉପଚାର ପାଇଁ ମାଧ୍ୟମ ଶ୍ରେଣୀ ଲୋକଙ୍କୁ ବହୁତ କଷ୍ଟ ହୋଇଥାଏ। ଏପରି ସ୍ଥଳେ ଆମକୁ ହୋଇଥାଏ କାସ ! ଏପରି କୌଣସି ରାସ୍ତା ଥାଆନ୍ତା ଯଦ୍ୱାରା ଆର୍ଥିକ ସହାୟତା ହୋଇଯାଇଥାନ୍ତା । ଏପରି କଠିନ ସ୍ଥଳେ କେବଳ ସ୍ୱାସ୍ଥ୍ୟ ବୀମା ଆପଣଙ୍କୁ ସାହାଯ୍ୟ…
ସବୁବେଳେ ମନେରହିବେ ବିଜୟ …
କେତେଜଣଙ୍କ ନାଁ ରେ ହିଁ ଲୁଚିରହିଥାଏ ତାଙ୍କ ବ୍ୟକ୍ତିତ୍ୱର ପରିଚୟ l ଜୀବନବ୍ୟାପି କାମଦ୍ଵାରା ନିଜ ନାମର ସାର୍ଥକତାକୁ ବଜାୟ ରଖିବା ଅଳ୍ପ କିଛିଜଣଙ୍କ ଭାଗ୍ୟରେ ହିଁ ଜୁଟେ l ୮ ଏପ୍ରିଲ ୧୯୫o ରେ କେନ୍ଦ୍ରାପଡ଼ାର ପାଣ୍ଡିରି ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ ହେଁ ବଢ଼ିଥିଲେ ବାରିପଦା ମାଟିରେ…
ଶ୍ରାବଣେ କୁଞ୍ଜମନ୍ଦିରମ୍…. ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା
ଶ୍ରୀମନ୍ଦିରରେ ପାଳିତ ଅନେକ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି ଓ ତ୍ରୟୋଦଶ ଯାତ୍ରା ବ୍ୟତୀତ ୫୦ରୁ ଉର୍ଦ୍ଧ ଉପଯାତ୍ରା, ଉତ୍ସବାଦି ମଧ୍ୟରେ ଝୁଲଣ ଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀଠାରୁ ପ୍ରତିପଦ ଯାଏ ୭ ଦିନ ବ୍ୟାପି ହୋଇଥାଏ । ବେହେରଣ ଦ୍ୱାର ସମ୍ମୁଖରେ…
ଓଡ଼ିଶାର ଶାଢ଼ୀ ଭାରି ବଢ଼ିଆ
ଓଡ଼ିଆ ଝିଅଟିଏ ଯେତେବେଳେ ଶାଶୂ ଘରକୁ ଯାଏ ତା’ର ପେଡିରେ ଆଗ କେତେ ଖଣ୍ଡ ଶାଢ଼ୀ ଆସିଛି ଅଣ୍ଡାଳି ଦିଆଯାଏ । ଆଉ ଯେତେ ଗରିବ ପରିବାରଟିଏ ହେଲେ ମଧ୍ୟ ତା’ର ପେଡିରେ ଓଡ଼ିଶା ପାଟଶାଢ଼ୀ ଖଣ୍ଡିଏ ପଡ଼ିଥାଏ । ଆଗରୁ ବାହାଘର ହେଲେ ପାଟ ଖୋଜାଯାଏ କିଏ କେତେ ଭଲ ପାଟ ପିନ୍ଧିଛି ବୋଲି ପ୍ରତିଯୋଗିତା ହୁଏ…