Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ଆଜି ନବରାତ୍ରୀର ୫ମ ଦିନ: ପରିବାରର ସୁଖ ସଂପଦ ପାଇଁ ମା’ ସ୍କନ୍ଦମାତାଙ୍କ ଆରାଧନା କରନ୍ତୁ
ନବଦିନାତ୍ମକ ପୂଜାର ପଞ୍ଚମ ଦିନରେ ସ୍କନ୍ଦମାତାଙ୍କ ଉପାସନା କରାଯାଏ । ଦେବସେନାପତି କୁମାର କାର୍ତ୍ତିକେୟଙ୍କୁ ସ୍କନ୍ଦ ବୋଲି କୁହାଯାଏ । ମା ପାର୍ବତୀ କାର୍ତ୍ତିକେୟଙ୍କ ମାତା ହେବାରୁ ତାଙ୍କୁ ସ୍କନ୍ଦମାତା ବୋଲି କୁହାଯାଏ । ଗ୍ରହମଣ୍ଡଳ ମଧ୍ୟରୁ ବୁଧଗ୍ରହ ମା ସ୍କନ୍ଦମାତାଙ୍କ ଦ୍ୱାରା…
ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କ ଆରାଧନା କରାଯାଏ
ନବରାତ୍ରର ଚତୁର୍ଥ ଦିନରେ ସୁଖ,ସୌଭାଗ୍ୟ, ଐଶ୍ୱର୍ଯ୍ୟ, ଧନସଂପଦ ପ୍ରାପ୍ତି ପାଇଁ ମାତା କୁଷ୍ମାଣ୍ଡାଙ୍କ ଉପାସନା କରାଯାଏ । ଏହି ସାଧନାର ଅଦ୍ଭୁତ ଶକ୍ତିବଳରେ ଗୃହସ୍ତକୁ ସମସ୍ତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ସିଂହ ବାହନା ଭଗବତୀ କୁଷ୍ମାଣ୍ଡା ସମଗ୍ର ସୃଷ୍ଟିର ସୃଷ୍ଟିକର୍ତ୍ତି ।…
ଶାରଦୀୟ ନବରାତ୍ରୀର ୩ୟ ଦିନ : ଆଜି ମା’ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି
ନବରାତ୍ରର ତୃତୀୟ ଦିବସରେ ମାତା ଚନ୍ଦ୍ରଘଣ୍ଟାଙ୍କର ଆରାଧନା କରାଯାଏ । ମାତାଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭାପାଏ ଓ ସେ ସଂସାରରେ ନ୍ୟାୟ ପ୍ରତିଷ୍ଠା କରନ୍ତି । ମାତାଙ୍କର ଶରୀର ସୁବର୍ଣ୍ଣବର୍ଣ୍ଣା ଓ ପଶୁରାଜ ସିଂହ ତାଙ୍କ ବାହନ । ମାତା ଚନ୍ଦ୍ରଘଣ୍ଟା ଦଶଭୂଜା ଓ ତ୍ରିନୟନା ।…
ଶାରଦୀୟ ନବରାତ୍ରୀର ୨ୟ ଦିନ : ଆଜି ମା’ ବ୍ରହ୍ମଚାରିଣୀଙ୍କ ଆରାଧନା କରନ୍ତୁ
ନବରାତ୍ରର ଦ୍ୱିତୀୟ ଦିନରେ ଭଗବତୀଙ୍କର ବ୍ରହ୍ମଚାରିଣୀ ସରୂପର ଆରାଧନା କରାଯାଏ । ମା' ବ୍ରହ୍ମଚାରିଣୀ ଶୁଭ୍ର ବସ୍ତ୍ରପରିହିତା,ଦୁଇ ହସ୍ତରେ କମଣ୍ଡଳୁ ଓ ଜପମାଳା ଓ ପଦ୍ମ ଧରିଥାନ୍ତି । ସେ ପରମ ସନ୍ୟାସିନୀ । ଶ୍ରୀ ଶ୍ରୀ ଦେବୀ ଭାଗବତ ଅନୁସାରେ ଗିରିରାଜ କୁମାରୀ ପାର୍ବତୀ ଦେବର୍ଷି ନାରଦଙ୍କ…
ଆଜି ଶାରଦୀୟ ନବରାତ୍ରୀର ପ୍ରଥମ ଦିବସ, ଆଜି ମା’ଙ୍କୁ ଶୈଳପୁତ୍ରୀ ରୂପରେ ଉପାସନା କରାଯାଏ
ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମାଦଙ୍କର ନ ଟି ସ୍ୱରୂପର ଆରାଧନା…
ଖାଦ୍ୟ ଦିବସରେ ସଂକଳ୍ପ
ଥରେ ଜଣେ ବ୍ୟକ୍ତି ଗୋଟିଏ ଭୋଜନାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଖାଇବା ବରାଦ କଲେ ।ବ୍ୟକ୍ତି ଜଣକ ତାଙ୍କର ଆବଶ୍ୟକତା ଅନୁଯାୟୀ ଖାଦ୍ୟଗ୍ରହଣ କଲା ପରେ ବଳକା ଖାଦ୍ୟତକ ଥାଳିରେ ଛାଡ଼ି ଯିବାକୁ ଉଦ୍ୟତ ହେଲେ। ହୋଟେଲ ମାଲିକ ଆସି ତାଙ୍କ ରାସ୍ତା ଅବରୋଧ କରି ତାଙ୍କୁ ଥାଳିର ଖାଦ୍ୟ ଶେଷ କରି!-->…
ଅନ୍ତ କେଉଁଠି ?
ଉତ୍ତର ପ୍ରଦେଶର ହାଥରସରେ ଘଟିଯାଇଥିବା ହୃଦୟ ବିଦାରକ ଘଟଣା ପୁଣିଥରେ ଦୋହଲେଇ ଦେଇଛି ସମସ୍ତଙ୍କୁ ।ଦଳିତ ଜାତିର ଏହି ମହିଳା ପ୍ରତି ଉଚ୍ଚବର୍ଗର ଲୋକଙ୍କ ପାଶବିକ ଅତ୍ୟାଚାରକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ଉକ୍ତ ମହିଳାଙ୍କ ପ୍ରତି ହୋଇଥିବା ବର୍ବରୋଚିତ ଆକ୍ରମଣରେ ତାଙ୍କର ବେକ ଭାଙ୍ଗି!-->…
ସେବା ପାଇଁ ଦ୍ୱିଧା କାହିଁକି????
ମହାତ୍ମାଗାନ୍ଧୀ, ବାପୁ ଏହି ନାମଟି ସାରା ଜଗତରେ ଵିଦିତ।ନିଜ ଜୀବନ କାଳ ମଧ୍ୟରେ ସେ ସମଗ୍ର ବିଶ୍ୱ କୁ ନିଜର କର୍ମ ତଥା ବାଣୀରେ ଉତ୍ସାହିତ କରି ପାରିଛନ୍ତି।ମହାତ୍ମା ଙ୍କ ମୃତ୍ୟୁ ର ୭୨ବର୍ଷ ପରେ ମଧ୍ୟ ତାଙ୍କର ବିଚାର ,ଦୃଷ୍ଟିଭଙ୍ଗୀ,ଶିକ୍ଷାଓ ପୁସ୍ତକ ସମଗ୍ର ବିଶ୍ବକୁ ପ୍ରେରଣା ଯୋଗାଇ!-->…
କରୋନା ଏବଂ ଘରୋଇ ହିଂସା…
କରୋନା ମହାମାରୀ ସାରା ବିଶ୍ୱରେ ଭୟ ଓ ମୃତ୍ୟୁର ଆତଙ୍କ ସୃଷ୍ଟି କରିଛି । ଏହା କେବଳ ଜନ ମାନସରେ ଆତଙ୍କ ସଞ୍ଚାର କରିନି ଏହାର କୁପ୍ରଭାବ ସାମ୍ପ୍ରତିକ ସାମାଜିକ ଚଳନି, ଆର୍ଥିକ, ବ୍ୟକ୍ତିଗତ ଏବଂ ସାଧାରଣ ଜୀବନଧାରାକୁ ସମ୍ପୁର୍ଣ୍ଣ ରୁପରେ ପ୍ରଭାବିତ କରିଛି । ବିଭିନ୍ନ ବ୍ୟକ୍ତିଗତ ସମାସ୍ୟା!-->…
୭୦ ବର୍ଷ ବୟସରେ ୭ ପ୍ରାଣୀଙ୍କ ମୁହଁରେ ଦାନା ଦେଉଛନ୍ତି କୁନି ଅପା
ବିଶ୍ରାମ ନେବା ବୟସରେ ପରିବାର ପୋଶୁଛନ୍ତି ସେ । ନିଜେ ଖଟି ଅର୍ଥ ରୋଜଗାର କରୁଛନ୍ତି । ତାଙ୍କରି ରୋଜଗାର ଉପରେ ନିର୍ଭର କରୁଛନ୍ତି ୭ ପ୍ରାଣୀ କୁଟୁମ୍ବ । ନିଜର ଦୁଃସମୟରେ ଭାଙ୍ଗି ନପଡି ପରିସ୍ଥିତିର ମୁକାବିଲା କରିଥିବା ଏହି ସାହସୀ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡାର କୁନି ଦାସ । ବୟସ…