Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ଅନର୍ କିଲିଂ – ସମାଜ ପାଇଁ ଲଜ୍ଜ୍ୟା !!
ହତ୍ୟା ଏକ ଜଘନ୍ୟ ଅପରାଧ । କିନ୍ତୁ ନିଜ ଆତ୍ମୀୟ ସ୍ଵଜନ ଏପରିକି ନିଜର ଅତି ନିକଟ ସମ୍ପର୍କୀୟ ମାନେ ଚକ୍ରାନ୍ତ କରି ପରିବାରର ସଦସ୍ୟ ମାନଙ୍କୁ ହତ୍ୟା କରିବା ବା କାହା ଦ୍ଵାରା କରେଇବା ଏକ ଅକ୍ଷମଣୀୟ ଏବଂ ଲଜ୍ଜ୍ୟାଜନକ ଅପରାଧ । ଲୋକ ଦେଖାଣିଆ ସମ୍ମାନ, ବଂଶଗତ ପ୍ରତିପତ୍ତି କୁ ବଞ୍ଚେଇ!-->…
କେବେ ସମ୍ଭବ???
ଆଜି ହେଉଛି ନଭେମ୍ବର ପଚିଶ।ଆଜି ର ଦିନ ରେ ସାରା ବିଶ୍ୱ ଗୋଟିଏ ସ୍ବପ୍ନ ଦେଖିଥିଲା ଯେ କେମିତି ବି ହେଉ ମହିଳାଙ୍କୁ ଆମେ ଗୋଟିଏ ହିଂସାମୁକ୍ତ ସମାଜ ଉପହାର ଦେବା ପାଇଁ।ଆଜି ର ଦିନ ରେ ମହିଳାଙ୍କ ପାଇଁ ହେଉଥିବା ସମସ୍ତ ହିଂସା କୁ ଶେଷ କରିବାର ରାସ୍ତା ଖୋଜିଥିଲା।କିନ୍ତୁ ଆଜି ଆସି ସେଇ ସମାଜ!-->…
ନାଗାର୍ଜୁନ ବେଶ ନୀତି ନିର୍ଘଣ୍ଟ
ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୁଡାନ୍ତ କରାଇଛି । ୨୫ବର୍ଷ ପରେ ମହାପ୍ରଭୁଙ୍କୁ ବିରଳ ନାଗାର୍ଜୁନ ବେଶ କରାଯିବ । ହେଲେ କୋଭିଡ୍ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଭକ୍ତଙ୍କୁ ଦର୍ଶନ ମନା ହୋଇଛି ।ଶ୍ରୀଜିଉଙ୍କ କାର୍ତ୍ତିକ ନୀତି!-->…
ଆୟୁର୍ବେଦର ଯାଦୁ
ହିନ୍ଦୁ ପୁରାଣ ଅନୁଯାୟୀ ଧନ୍ଵନ୍ତରୀ ହେଉଛନ୍ତି ଧନ ଏବଂ ସ୍ୱାସ୍ଥ୍ୟର ଦେବତା ତାଙ୍କର ଜନ୍ମଦିନ ଅର୍ଥାତ ଧନ୍ ତେରାସ୍ ( ଦୀପାବଳୀ ପୂର୍ବଦିନ) କୁ ଆୟୁର୍ବେଦ ଦିବସ ରୂପେ ପାଳନ କରାଯାଏ ।ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦ ଔଷଧୀ ସହାୟତାରେ ରୋଗର ଉପଚାର କରି ମାନବ ସମାଜକୁ!-->…
କୃଷ୍ଣକାୟ କମଳା
ସରିଛି ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚନ । ଭାରତୀୟ ବଂଶୋଦ୍ଭବ ଭାବରେ ପ୍ରଥମ, ମହିଳା ଭାବରେ ପ୍ରଥମ କୃଷ୍ଣକାୟ, ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଲେ କମଳା ହାରିସ୍ । ନାଁଟି ଯେମିତି ସୁନ୍ଦର, ବ୍ୟକ୍ତିତ୍ୱ ମଧ୍ୟ ସେମିତି ଆକର୍ଷଣୀୟ ଆଉ ସୁନ୍ଦର । କଥା କହିବା ଆଉ ଭାଷଣ!-->…
ନବରାତ୍ରୀର ଆଜି ଶେଷ ଦିନ : ମା’ ସିଦ୍ଧିଦାତ୍ରୀଙ୍କ କରୁଣାରୁ ଭକ୍ତର ସକଳ ମନୋକାମନା ପୂରଣ ହୁଏ
ମା ଦୁର୍ଗାଙ୍କ ନବମ ରୂପ ଦେଉଛି ମା ସିଦ୍ଧିଦାତ୍ରୀ । ନବରାତ୍ରର ଶେଷ ଦିନରେ ମା'ଙ୍କୁ ପୂଜା କରାଯ଼ାଏ । ମା'ଙ୍କ କରୁଣାରୁ ଭକ୍ତଙ୍କ ସକଳ ମନୋରଥ ପୂରଣ ହୁଏ ।
ନାମରୁ ହିଁ ଜଣାପଡେ ଯେ ମା'ଙ୍କ ଉପାସନା କଲେ ସକଳ ସିଦ୍ଧିପ୍ରାପ୍ତ ହୁଏ ଓ ମନୋରଥ ପୂରଣ ହୁଏ । ମାତାଙ୍କ କୃପାରୁ…
ଝିଅର ମା ହବାକୁ କିଏ ଖୁସି ହୁଏ କି?
ଚନ୍ଦ୍ର ଉଦିଆ ମୁହଁରେ ସକାଳର ସୂର୍ଯ୍ୟ ପରି ରକ୍ତବର୍ଣ ର ସିନ୍ଦୁର ପିନ୍ଧି ମଥାରେ ଓଢଣା ଦେଇ ଚଉରା ମୂଳେ ସଂଜ ବତୀ ଜାଳି ତୁମ ପରିବାର ପାଇଁ ଶୁଭ ମନସୁଥିବା ସ୍ତ୍ରୀ ଟିଏ, ନିଜଘର ର ଶୋଭା ବଢା଼ଉ ଥିବା କୁଳ ଲକ୍ଷ୍ମୀ ଟି ଏ ସମସ୍ତେ ଚାହାଁନ୍ତି ହେଲେ ସେ କୁଳଲକ୍ଷ୍ମୀ କୋଳରେ ଝିଅଟିଏ,!-->…
ନବରାତ୍ରୀର ଅଷ୍ଠମ ଦିନ : ଆଜି ମହାଗୌରୀଙ୍କ ଉପାସନା କରାଯାଏ
ମା ଦୁର୍ଗାଙ୍କ ଅଷ୍ଠମ ରୂପ ହେଲେ ମା ମହାଗୌରୀ । ନାମରୁ ହିଁ ପ୍ରତୀତ ହେଉଛି ଯେ ମା ଗୌରବର୍ଣ୍ଣା ଓ ଅପରୂପା । ଶ୍ୱେତବସନା ମାଙ୍କ ଚାରିିଟି ହାତ ଓ ସେଗୁଡ଼ିକରେ ପଦ୍ମ, ତ୍ରୀଶୂଳ ଓ ଡମ୍ବରୁ ଧାରଣ କରିଥାନ୍ତି ଓ ୪ର୍ଥ ହସ୍ତଟି ବରଦ ମୁଦ୍ରାରେ ରହିଛି । ସେ ବୃଷଭ ଧାରଣ କରିଥବାରୁ ତାଙ୍କୁ…
ଆଜି ଶାରଦୀୟ ନବରାତ୍ରୀର ୭ମ ଦିନ : ଆଜି ମା କାଳରାତ୍ରୀଙ୍କ ଉପାସନା କରନ୍ତୁ
ମା ଦୂର୍ଗାଙ୍କ ୭ମ ରୂପ ହେଉଛନ୍ତି ମା କାଳରାତ୍ରୀ । ନାମରୁ ହିଁ ଜଣାପଡେ ଯେ ମା ଭୀଷଣାକୃତି । ଶରୀରର ରଂଗ ରାତି ପରି କଳା, ଚକ୍ଷୁ ଅଗ୍ନୀସମ, କେଶ ରାଶି ଅସ୍ତବ୍ୟସ୍ତ । ତ୍ରିନେତ୍ରା, ଚତୁର୍ଭୁଜା ମାତାଙ୍କ ବାହାନ ହେଉଛି ଗଧ । ମାତାଙ୍କ ବାମ ଦୁଇ ହସ୍ତରେ ଖଡଗ ଓ ଲୌହକଣ୍ଟା ଥିବାବେଳେ…
ଆଜି ନବରାତ୍ରର ୬ଷ୍ଠ ଦିନ: ଶତ୍ରୁ ନାଶ ପାଇଁ ମା’ କାତ୍ୟାୟିନୀଙ୍କ ଆରାଧନା କରାଯାଏ
ନବରାତ୍ରର ଷଷ୍ଠ ଦିବସରେ ମାତା କାତ୍ୟାୟିନୀଙ୍କୁ ଆରାଧନା କରାଯାଏ । ମହାଯୁଦ୍ଧର ଅଧିଷ୍ଠାତ୍ରୀ ଦେବୀ ଅଗ୍ନୀ ରୂପା ଏହି ଦେବୀ । ଶତ୍ରୁର ବିନାଶ ପାଇଁ ଏହି ଦେବୀଙ୍କ ଆବାହନ କରାଯାଏ । ତୈତରୀୟ ଆରଣ୍ୟକ, ସ୍କନ୍ଦ ପୁରାଣ, ଦେବୀ ଭାଗବତ,ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦୂର୍ଗାସପ୍ତସତୀ ଓ…