Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ଅଭିମାନୀ ପତ୍ନୀର କଳି ପର୍ବ “ହେରା ପଞ୍ଚମୀ”
ଓଡିଆ ସଂସ୍କୃତି ଓ ପରମ୍ପରା ସହ ବାସ୍ତବ ଜୀବନର ଅନେକ ସାମଞ୍ଜସ୍ୟ ରହିଛି। ପୁରୁଷପ୍ରାଧାନ୍ୟ ସମାଜ କୁହାଯାଉଥିଲେ ମଧ୍ୟ ଏଠାରେ ପାଳିତ ହେଉଥିବା ପ୍ରତିଟି ପର୍ବ ନାରୀ ଜୀବନ ସହ ଜଡିତ ଥାଏ। ରଜ, ଖୁଦରୁକୁଣୀ, କୁମାରୋତ୍ସବ ହେଉ ଅବା ଲକ୍ଷ୍ମୀ ପୁରାଣ। ଏସବୁଥିରେ ନାରୀମାନଙ୍କୁ ମୁଖ୍ୟ ଚରିତ୍ରରେ!-->…
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା
ଜୁଲାଇ ୨୩ରୁ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ ୧୦୦ରୁ ଅଧିକ ଭାରତୀୟ ପ୍ରତିଯୋଗୀ ଯୋଗ୍ୟତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି କିଛି ମହିଳା ପ୍ରତିଯୋଗୀ , ଯେଉଁମାନଙ୍କ କାନ୍ଧରେ ରହିଛି ପଦକ ହାସଲର ଦାୟିତ୍ୱ। କେବଳ ସେତିକି ନୁହେଁ, ଏଭଳି କିଛି!-->…
ଥାଙ୍କ ୟୁ ଡ଼କ୍ଟର ❤❤❤
ଈଶ୍ୱରଙ୍କ କୃପାରୁ ମାଆ ଶିଶୁଟିଏ କୁ ଜନ୍ମ ଦିଏ ।ପରବର୍ତ୍ତୀ ସମୟରେ ମଣିଷର ସ୍ୱାସ୍ଥ୍ୟ ରେ କିଛି ଅସୁବିଧା ହେଲେ, ଯାହାକୁ ପ୍ରଥମେ ଖୋଜା ପଡ଼େ ସେ ହେଉଛନ୍ତି ଚିକିତ୍ସକ ବା ଡାକ୍ତରମାନେ ।ନିଜର ବିଦ୍ୟା ଏବଂ ଜ୍ଞାନ ଦ୍ୱାରା ମଣିଷ ଦେହର ରୋଗକୁ ସଠିକ୍ ରୂପେ ଚିହ୍ନି ଉପଯୁକ୍ତ ଚିକିତ୍ସା!-->…
ନାରୀ କଣ ନାରୀର ପ୍ରଥମ ଶତ୍ରୁ?
ସତସଙ୍ଗ ଚାଲିଥିଲା ।ବୋହୂଟିଏ ଘରର ଜବତୀୟ କାମ ଦାମ ସାରି ଶାଶୁ ନଣନ୍ଦଙ୍କ ସହ ସତସଙ୍ଘରେ ବସିବାକୁ ଯାଇଥିଲା । ଅବଶ୍ୟ ଶାଶୁ ନଣନ୍ଦଙ୍କ ସଙ୍ଗେ ଯିବାଟା କିଛି ଖୁସିର କଥା ନୁହେଁ।ମାତ୍ର ଘରେ ରହିଲେ ସେ ଦୁହେଁ ଫେରିଵା ପରେ ଅଧିକ କିଛି, ଯେମିତିକି ଗୋଟେ ମେଣ୍ଢାର ପାଞ୍ଚଟା ଗୋଡ ହୋଇ!-->…
ରଜ ଆଉ ଝିଅ
ରଜ ହେଉଛି ଓଡ଼ିଶାର ଗଣ ପର୍ବ ।ଗାଁ, ଗଣ୍ଡା ରେ ଘରେ ଘରେ ରଜ ପର୍ବ ବଡ଼ ଧୂମଧାମ ରେ ପାଳନ କରାଯାଏ । ଆଜିକାଲି ସେଇ ଝଲକ ମଧ୍ୟ ସହର ରେ ଦେଖିବାକୁ ମିଳିଲାଣି. ସେଇ ପିଠାପଣା ର ପରମ୍ପରା ଆଉ ଛିଟା ଆମ ସହର ରେ ବି କିଛି କମ ନୁହେଁ ଏବେ ।ଘରେ ଘରେ ଏଇଠି ବି ପିଠା ହୁଏ ଆଉ ଆଜିକାଲି ତ ଦୋଳି ବି!-->…
ପରିବାର ର ଶକ୍ତି…
ପ୍ରତ୍ୟେକ ମଣିଷ ତା ପରିବାର ର ଏକ ଅଂଶ । ପରିବାର ମଧ୍ୟରେ ରହି ପରିବାରର ସଦସ୍ୟ ଙ୍କ ଗହଣରେ ସେ ସୁରକ୍ଷିତ ଏବଂ ସ୍ନେହପୂର୍ଣ୍ଣ ପରିବେଶ ପାଇଥାଏ । ଦୁଃଖ ହେଉ ବା ସୁଖ ସବୁର ମହନୀୟତା ଅନୁଭବ କରିହୁଏ କେବଳ ପରିବାର ଗହଣରେ ।ଏକୁଟିଆ ରହୁଥିବା ବ୍ୟକ୍ତି ଟିଏ ହିଁ ଅନୁଭବି ପାରେ ପରିବାର ନ!-->…
ଆଜି ର ରାଜନୀତି ରେ ମହିଳା…
ନାରୀ ଏମିତି ଏକ ଶବ୍ଦ ଯାହା କି ବିଶ୍ୱ ର କୋଣ ଆଉ ଅନୁକୋଣ ରେ ପ୍ରକମ୍ପିତ।ନାରୀ ବିନା ସମାଜ ର ଅଗ୍ରଗତି ଅସମ୍ଭବ ଏହା ସବୁବେଳେ ପ୍ରମାଣିତ। ତା ସତ୍ୱେ ମଧ୍ୟ ଏବେ ବି ବହୁ ଜାଗା ରେ ନାରୀ ଅବହେଳିତ।ସବୁ କର୍ମ କ୍ଷେତ୍ର କଥା ଯଦି ଦେଖିବା ତାହେଲେ ସେଇ ଜାଗା ରେ ପୁରୁଷ ମାନ ଙ୍କ ସଂଖ୍ୟା ଅଧିକ!-->…
ସୁନ୍ଦର ଓ ସୁସ୍ଥ ବିଶ୍ୱ
ସ୍ୱାସ୍ଥ୍ୟ, ମାନବ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ । ଏହି ବହୁ ମୂଲ୍ୟବାନ ସମ୍ପଦ ବିଷୟରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେତୃତ୍ୱ ରେ ପ୍ରତି ବର୍ଷ ଏପ୍ରିଲ ୭ କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି । ୧୯୪୮ ରେ ଏହି ସଂଗଠନ ର ସ୍ଥାପନା!-->…
ଉତ୍କଳ ଗୌରବ “ଉତ୍କଳ ଦିବସ”
ଖ୍ରୀଷ୍ଟ ପୂର୍ବ ୨୬୧ ରେ ମୌର୍ଯ୍ୟ ବଂଶୀ ସମ୍ରାଟ ଅଶୋକଙ୍କ "କଳିଙ୍ଗ ଯୁଦ୍ଧ"ଅତ୍ୟନ୍ତ ହୃଦୟ ବିଦାରକ ଥିଲା। କଳିଙ୍ଗକୁ ମୌର୍ଯ୍ୟ ସାମ୍ରାଜ୍ୟର ଅଧିକାର ଭୁକ୍ତ କରିବାର ଦୁର୍ବାର ଆକାଂକ୍ଷା ତାଙ୍କୁ "ତରବାରୀର ଜୟ ପ୍ରକୃତ ଜୟ ନୁହେଁ,ହୃଦୟର ଜୟ ହିଁ ପ୍ରକୃତ ଜୟ"ର ମହାନ୍ ଶିକ୍ଷା ଦେଇଥିଲା।ଏହି!-->…
ମହାଶିବରାତ୍ରୀ ର ମହିମା…
ମାଘ ଫାଲଗୁନ ଉଭୟର ମଧ୍ୟବର୍ତ୍ତୀ କୃଷ୍ଣ ଚତୁର୍ଦ୍ଦଶୀ କୁ ଶିବରାତ୍ରୀ କୁହାଯାଏ । ଏହି ତିଥି ନିଖିଳ ଯଜ୍ଞ ଅପେକ୍ଷା ପ୍ରଧାନ ଏହି ଦିନରେ ଶିବଙ୍କ ଆରାଧନା ବିଶେଷ ଫଳପ୍ରଦ ।
ମହାଶିବରାତ୍ରୀ କାହିଁକି ପାଳନ କରାଯାଏ ?
୧-ଶିବରାତ୍ରି ଅର୍ଥାତ୍ ଶିବଙ୍କ ରାତ୍ରୀ ।ପୌରାଣିକ କଥା ଅନୁସାରେ!-->!-->!-->!-->!-->…