Browsing Category

ମୁଖ୍ୟ ପ୍ରସଙ୍ଗ

Explore our main stories exclusively for women lifestyle & fashion. We excel the talents & dreams of women through a magazine.

ଅବହେଳିତ ଶିକ୍ଷକ

ଆମ ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ' ସାକ୍ଷାତ ଈଶ୍ୱର ' ର ରୂପ ବୋଲି କୁହାଯାଇଛି l ଶିଷ୍ୟ ଜୀବନକୁ ଅନୁଶାସନ, ସଂଯମ ଏବଂ ଶିକ୍ଷାର ପୁଟ ଦେଇ, ଉତ୍ତମ ମଣିଷ ଟିଏ ରେ ପରିଣତ କରିବାର ଗୁରୁ ଦାୟିତ୍ୱ ଶିକ୍ଷକଙ୍କ କାନ୍ଧରେ ରହିଥାଏ  l ହେଲେ ଏସବୁ କିଛି ଦଶନ୍ଧି ପୂର୍ବେ ସମ୍ଭବ ହେଉଥିଲା l…

ଅଭିନେତ୍ରୀ ହୋଇନଥିଲେ, ‘ଗୃହିଣୀ’ ହୋଇଥାନ୍ତି – ସୋନାଲି

ମାୟାନଗରୀରେ ସଫଳତା ଯେତିକି ଦୂର, ସଂଘର୍ଷ ମଧ୍ୟ ସେତିକି କଷ୍ଟସାଧ୍ୟ। ନିତି ଏଠାକୁ ଲୋକେ ଧାଇଁ ଆସନ୍ତି ସଫଳତା ହାସଲ ଲକ୍ଷ୍ୟରେ। କେହି କେହି ସଫଳତାର ମଜା ନିଅନ୍ତି, ତ ଅନ୍ୟ କେହି ଲୁଚି ଯାଆନ୍ତି ଆଢୁଆଳରେ। ନନ୍ଦିତା ଦାସ, ସୋନା ମହାପାତ୍ର, ଋତୁରାଜ ମହାନ୍ତି ମୟାନଗରୀରେ ସଫଳତାର ଶୀର୍ଷରେ…

ମହିଳା ଓ ଘରୋଇ ହିଂସା – ନିର୍ଯାତନାକୁ ‘ନା’

ବିବାହ ପରେ ମହିଳାମାନେ ଘରୋଇ ହିଂସାର ଶିକାର ହୁଅନ୍ତି ବୋଲି ଅଭିଯୋଗ ହୁଏ। ଏହାର ଅର୍ଥ ନୁହେଁ ଯେ, ବିବାହ ପୂର୍ବରୁ ଘରୋଇ ହିଂସାର ସମ୍ନା କରନ୍ତି ନାହିଁ। କିନ୍ତୁ ଅଧିକାଂଶ ଅଭିଯୋଗ ବିବାହ ପରେ ଆସେ। ସବୁ ଘରୋଇ ହିଂସା ଯେ କେବଳ ଶାରୀରିକ ନିର୍ଯାତନା, ତାହା ନୁହେଁ। ମାନସିକ, ଅର୍ଥନୈତିକ…

ସ୍ନେହ ଏବଂ ପ୍ରେମର ପର୍ବ ‘‘ରକ୍ଷା ବନ୍ଧନ’’ – ଐତିହାସିକ ଓ ପୌରାଣିକ କଥା

ଭାରତରେ ରକ୍ଷା ବନ୍ଧନ ଭାଇ-ଭଉଣୀ ସ୍ନେହର ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଏହି ଦିନ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷା ବାନ୍ଧନ୍ତି ଏବଂ ଭାଇମାନେ ସେମାନଙ୍କୁ ସାରାଜୀବନ ରକ୍ଷା କରିବାକୁ ପ୍ରତିଜ୍ଞା କରନ୍ତି। ରକ୍ଷାବନ୍ଧନ ଏହି ପବିତ୍ର ପର୍ବ କେବେ ଆରମ୍ଭ ହେଲା…

ଗୋଟିଏ ପର୍ବ, ଅନେକ ନାମ – ଶ୍ରାବଣ ପୂର୍ଣ୍ଣମୀ

ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଭାଇ ଓ ଭଉଣୀଙ୍କ ମଧ୍ୟରେ ସ୍ନେହ ଏବଂ ପ୍ରେମର ପର୍ବ ବୋଲି ବିବେଚନା କରାଯାଏ। ଚଳିତବର୍ଷ ରକ୍ଷା ବନ୍ଧନ ୨୨ ଅଗଷ୍ଟ ରବିବାର ଲକ୍‌ଡାଉନ୍ ଏବଂ କରୋନା ମହାମାରୀ ମଧ୍ୟରେ ପାଳନ କରାଯିବ। ଭାରତର ପ୍ରମୁଖ ପର୍ବ ମଧ୍ୟରେ ରକ୍ଷା ବନ୍ଧନ ପ୍ରସିଦ୍ଧ। ଦେଶର…

ଓଡିଆ ଉଦ୍ୟୋଗୀଙ୍କୁ ଦୁବାଇରେ ଶ୍ରେଷ୍ଠ ମହିଳା ବ୍ୟବସାୟ ପୁରସ୍କାର

ଏକବିଂଶ ଶତାବ୍ଦୀରେ ମଧ୍ୟ କର୍ପୋରେଟ୍ କ୍ଷେତ୍ର ମୁଖ୍ୟତଃ ପୁରୁଷମାନଙ୍କ ଦ୍ୱାରା ପରିଚାଳିତ। ଏଭଳି ପରିସ୍ଥିତିରେ କର୍ପୋରେଟ୍ କ୍ଷେତ୍ରର ଶୀର୍ଷ ସ୍ଥାନକୁ ପହଞ୍ଚିବା ପାଇଁ ମହିଳାମାନଙ୍କୁ ବିଭିନ୍ନ ପ୍ରତିରୋଧର ବା ବଧାବିଘ୍ନର ସାମ୍ନା କରିବାକୁ ପଡେ। କିନ୍ତୁ ଅସମାନତା ସତ୍ତ୍ୱେ, ଏପରି କିଛି…

ସ୍ୱାଧୀନତା ଦିବସ : ସାଜସଜ୍ଜାରେ ତ୍ରିରଙ୍ଗାର ମହତ୍ତ୍ୱ

ରାଷ୍ଟ୍ରବାଦ ଭାବାନା ଜାଗୃତ ପାଇଁ ପ୍ରତିବର୍ଷ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଦେଶସାରା ବଡ ଧୁମଧାମ୍‌ ସହ ଉତ୍ସାହ ଓ ଉଲ୍ଲାସରେ ଏହି ଦବସକୁ ପାଳନ କରାଯାଇ ଆସୁଥିବା ବେଳେ କରୋନା ପାଇଁ ଏହା ଫିକା ପଡିଯାଇଛି। ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ସରକାରଙ୍କ ଗାଇଡଲାଇନ୍ ମଧ୍ୟରେ ରହି…

ଜାତୀୟ ହସ୍ତତନ୍ତ ଦିବସ : ଦିଲ୍ଲୀରୁ ପଲ୍ଲୀ ସମ୍ବଲପୁରୀ ବସ୍ତ୍ରର ଚାହିଦା

ଅଗଷ୍ଟ ୭ ଅର୍ଥାତ୍ ଆଜି ହେଉଛି ହସ୍ତତନ୍ତ ଦିବସ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଜାତୀୟ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରି ସ୍ୱଦେଶୀ ଅର୍ଥନୀତିକୁ ମଜବୁତ କରିବା। ଏଥିସହ ବୁଣାକାରଙ୍କ ଆୟ ବୃଦ୍ଧି ସ୍ବଦେଶୀ ହସ୍ତତନ୍ତ କଳା ବଞ୍ଚାଇ ରଖିବା ମୁଖ୍ୟ ଲକ୍ଷ୍ୟ। ବୁଣାକାର ହାତର…

‘ବିଶ୍ୱ ସ୍ତନ୍ୟପାନ ସପ୍ତାହ’ – କେବଳ ଶିଶୁ ନୁହେଁ, ମା’ ବି ରୁହେ ସୁସ୍ଥ

ମା’ ହେବା ଏକ ସୁନ୍ଦର ଅନୁଭୂତି। ମା’ ହେବା ସଙ୍ଗେସଙ୍ଗେ ଅନେକ ଦାୟିତ୍ବ ମଧ୍ୟ ବଢିଥାଏ। ନବଜାତ ଶିଶୁର ସଠିକ୍ ଲାଳନପାଳନ ଏବଂ ତା’ର ଆବଶ୍ୟକତା ବୁଝିବା ମା’ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନ୍ମର ୬ ମାସ ପର୍ୟ୍ୟନ୍ତ ମା’ କ୍ଷୀର ଶିଶୁର ପ୍ରଥମ ଏବଂ ସମ୍ପୂର୍ଣ୍ଣ ଆହାର ଭାବରେ ବିବେଚନା…

ଅଳଙ୍କାରର ପର୍ବ ‘ସୁନାବେଶ’

ଅଳଙ୍କାର ପ୍ରତି କାହାର ବା ଲୋଭ ନଥାଏ। ସେ ପୁଣି ସୁନା ଅଳଙ୍କାର, ନାଁ ଶୁଣିଲା ମାତ୍ରେ ହିଁ ଲୋଭ ସମ୍ଭାଳିବା କଷ୍ଟ ହୋଇଯାଏ। କୁହାଯାଏ ନାରୀମାନେ ହେଉଛନ୍ତି ଅଳଙ୍କାର ପ୍ରେମୀ। ସେମାନେ ଅଳଙ୍କାର ପିନ୍ଧିବାକୁ ଭଲ ପଆନ୍ତି। ଏହା ସତ ମଧ୍ୟ। ନାରୀଟିଏ ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧି ସଜେଇ