Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ଲଜ୍ଜାଜନକ ଟ୍ୟାକ୍ସ : ‘ବ୍ରେଷ୍ଟ ଟ୍ୟାକ୍ସ’
ନିକଟରେ ହିଜାବ ବିବାଦକୁ ନେଇ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କର୍ଣ୍ଣାଟକର ଏକ ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ କୋର୍ଟରେ ପହଞ୍ଚିଛି। କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ କର୍ଣ୍ଣାଟକର କୌଣସି ଶିକ୍ଷାନୁଷ୍ଠାନରେ କେହି…
ବଦଳିଲା ଝିଅଙ୍କ ବିବାହ ବୟସ, ବଦଳିବ କି ମାନସିକତା…….
ଝିଅଙ୍କ ବିବାହ ବୟସ ସୀମା ୧୮ରୁ ୨୧ ବଢିଛି। ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ଯଦିଓ ସ୍ବାଗତଯୋଗ୍ୟ, ତଥାପି ଏହାକୁ ନେଇ ବିବାଦ ଉଠିଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କେନ୍ଦ୍ର ସରକାର ଏବଂ ସାଂସଦ ତଥା ଶିକ୍ଷା, ମହିଳା, ଶିଶୁ, କ୍ରୀଡ଼ା ଓ ଯୁବସେବା…
ନୂଆ ବର୍ଷ ୨୦୨୨: ଜାନୁଆରୀ ୧ ରେ କାହିଁକି ପାଳନ କରାଯାଏ ?
ନୂତନ ବର୍ଷ ଅପେକ୍ଷା ସହ ବର୍ଷ ୨୦୨୧ର ଶେଷ ପର୍ଯ୍ୟାୟ ଗଣନା ଆରମ୍ଭ ହୋଇସାରିଛି। ସମଗ୍ର ବିଶ୍ୱରେ ନୂତନ ବର୍ଷ ପାଳନ କରାଯାଏ । ଏପରି ପରିସ୍ଥିତିରେ, ଆପଣ ଜାଣନ୍ତି କି ନୂଆ ବର୍ଷ କେବଳ ଜାନୁଆରୀ ୧ ରେ କାହିଁକି ପାଳନ କରାଯାଏ | ଆସନ୍ତୁ ଜାଣିବା ନୂଆ ବର୍ଷର ଇତିହାସ…..
ନୂତନ ବର୍ଷ,…
ନୂତନ ବର୍ଷରେ ଏହି ପାଞ୍ଚଜଣ ମହିଳାଙ୍କଠାରୁ ନିଅନ୍ତୁ ପ୍ରେରଣା
ବିଭିନ୍ନ ବୟସ ଏବଂ ବିଭାଗର ମହିଳାମାନେ ୨୦୨୧ ରେ ନିଜର ସ୍ବନ୍ତ୍ରତ ରେକର୍ଡ ସ୍ଥାପନ କରିଥିଲେ । ତାଙ୍କର ପରିଶ୍ରମ, ସାହସ, ସଂଘର୍ଷ ଏବଂ ନିଷ୍ଠା ଯୋଗୁଁ ଦେଶର ନାମ ବିଶ୍ୱରେ ଗର୍ବିତ କରିବାରେ ସଫଳ ହୋଇଥିଲେ। ତେବେ ଏହି ନୂତନ ବର୍ଷରେ ସେମାନଙ୍କ ଠାରୁ ପ୍ରେରଣା ନେଇପାରିବେ ...
ସାହସର…
ଋତୁସ୍ରାବ ବିଷୟରେ ଏକ ବାପାର ସକାରାତ୍ମକ ବର୍ତ୍ତା
କେବଳ ଝିଅ ନୁହେଁ, ପୁଅ ସହ ମଧ୍ୟ ଖୋଲାଖୋଲି ଆଲୋଚନା କରନ୍ତୁ
ରକ୍ଷକ ଯଦି ଭକ୍ଷକ ହୁଏ !
ଗୁରୁ ବ୍ରହ୍ମା ଗୁରୁ ଵିଷ୍ଣୁ ଗୁରୁ ଦେବ ମହେଶ୍ୱର,
ଗୁରୁ ସାକ୍ଷାତ ପରମ୍ ବ୍ରହ୍ମ ତସ୍ମୟିଶ୍ରୀ ଗୁରବେ ନମଃ l
ଗ୍ରୀନ୍ କ୍ରାକର୍ସ (ସବୁଜ ବାଣ)କ’ଣ?
ଦୁଇ ଦିନ ପରେ ଦୀପାବଳୀ। ବାଣ ଫୁଟାଇବାର ଏକ ପୁରୁଣା ପରମ୍ପରା ରହିଛି। ପ୍ରଦୂଷଣର ଆଶଙ୍କା ଯୋଗୁଁ ଅନେକ ରାଜ୍ୟରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ କେତେକ ରାଜ୍ୟରେ ଗ୍ରୀନ୍ କ୍ରାକର୍ସ ବିକ୍ରି ଏବଂ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଗ୍ରୀନ୍ କ୍ରାକର୍ସ ସାଧାରଣ ବାଣ…
ଏୟାର ହଷ୍ଟେସ୍ଙ୍କ ଅଜବ ବିରୋଧ : ରାସ୍ତାରେ ଠିଆ ହୋଇ ଖୋଲିଲେ ପୋଷାକ
ଇଟାଲୀ ରାସ୍ତାରେ ସବୁଠାରୁ ନିଆରା ଓ ଅଜବ ଧରଣର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ପ୍ରାୟ ୫୦ରୁ ଅଧିକ ଏୟାର ହଷ୍ଟେସ୍ ରାସ୍ତାରେ ଠିଆ ହୋଇ ନିଜର ପୋଷାକ ଖୋଲିଥିଲେ। କେବଳ ସେତିକି ନୁହେଁ “ଆମେ ଆଲିଟାଲିଆ” ବୋଲି ଚିତ୍କାର କରିଥିଲେ। ଏହା ଦେଖି ସେଠାରେ ବୁଲୁଥିବା ଲୋକମାନେ ପ୍ରଥମେ…
ଅଷ୍ଟମୀ ଏବଂ ନବମୀରେ କନ୍ୟା ପୂଜାର ବିଧାନ, ଜାଣନ୍ତୁ ଦେବୀ କାହିଁକି ହୁଅନ୍ତି ସନ୍ତୁଷ୍ଟ
ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇ ସାରିଛି। ଅକ୍ଟୋବର ୭ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ ନବରାତ୍ରୀ । ଏହି ୯ ଦିନରେ ମା’ଙ୍କୁ ୯ଟି ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଏ। ପ୍ରଥମ ଦିନରେ ମା’ ଶୈଳପୁତ୍ରୀ, ୨ୟ ଦିନରେ ମା’ ବ୍ରହ୍ମଚାରିଣୀ, ୩ୟ ଦିନରେ ମା’ ଚନ୍ଦ୍ରଘଣ୍ଟା, ୪ର୍ଥ ଦିନରେ…
ହିନ୍ଦୀ ଦିବସ: କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ପ୍ରସିଦ୍ଧ ହିନ୍ଦୀ
ପ୍ରତିବର୍ଷ ୧୪ ସେପ୍ଟେମ୍ବରରେ ସାରା ଦେଶରେ ହିନ୍ଦୀ ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶବାସୀଙ୍କୁ ହିନ୍ଦୀ ଭାଷା ଗ୍ରହଣ କରିବା ପାଇଁ ଉତ୍ସାହିତ କରିବା। କିନ୍ତୁ ଆପଣ ଜାଣନ୍ତି କି, କେବଳ ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ହିନ୍ଦୀ ପ୍ରଚଳିତ ରହିଛି।…