Browsing Category

ମୁଖ୍ୟ ପ୍ରସଙ୍ଗ

Explore our main stories exclusively for women lifestyle & fashion. We excel the talents & dreams of women through a magazine.

ଭାଇ ନୁହେଁ, ଭଉଣୀଙ୍କୁ ରାକ୍ଷୀ ବାନ୍ଧନ୍ତି ବଲିଉଡ୍‌ର ଏହି ସୁନ୍ଦରୀ

ରାକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ପର୍ବ । ଏହି ପର୍ବରେ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘ ଜୀବନ କାମନା କରନ୍ତି। ସେହିପରି ଭାଇମାନେ ମଧ୍ୟ ଉପହାର ଦେଇ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରନ୍ତି। ଏହାକୁ ବଲିଉଡ୍,…

‘‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’’

ସବୁଜ ଓ ଲାଲ ରଙ୍ଗର ବର୍ଡର ସହିତ ଧଳା ରଙ୍ଗର ସାନ୍ତାଳୀ ଶାଢୀ । ପାଦରେ ଚପଲ ଏବଂ ମୁହଁରେ ହସ। ଶପଥ ଗ୍ରହଣ ସମାରୋହରେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏଭଳି ରୂପରେ ଦେଖିବାକୁ ମିଳିଥିଲା। ଏହି ସାନ୍ତାଳୀ ଶାଢୀ ହସ୍ତତନ୍ତ ଦ୍ୱାରା ନିର୍ମିତ। ଏହା ଜାତିର ପିତା…

ଦ୍ରୌପଦୀ ମୁର୍ମୁଙ୍କ ଯନ୍ତ୍ରଣାଦାୟକ ଜୀବନୀ …..

ଦେଶର ୧୫ ତମ ରାଷ୍ଟ୍ରପତି ହେବା ସହ ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବରେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ହାସଲ କରିଛନ୍ତି ଓଡିଶାର ୬୪ ବର୍ଷିୟ ଦ୍ରୌପଦୀ ମୁର୍ମୁ। ନାମ ପୂର୍ବରୁ ଯେତିକି ସମ୍ମାନଜନ ଶବ୍ଦ ଯୋଡି ହୋଇଛି, ତାଙ୍କ ବ୍ୟକ୍ତିଗତ ଜୀବନ ଥିଲା ସେତିକି…

ଇତିହାସ ରଚିଲେ ଓଡିଆ ଆଦିବାସୀ ମହିଳା

ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ତଥା ଓଡିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଜିତାପଟ ହାସଲ କରିଛନ୍ତି। ସେ ୬୪ ପ୍ରତିଶତ ଭୋଟରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ପରାସ୍ତ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବକୁ ସାର ଦେଶ…

ରଥଯାତ୍ରା ୨୦୨୨ : ନୃତ୍ୟ ପ୍ରେମୀ ଜଗନ୍ନାଥ

ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ରଥଯାତ୍ରା। ଚକ ଓ ପଥ ଦୁହେଁ ଦୁହିଁଙ୍କ ଅପେକ୍ଷାରେ। ରାତିକ ପରେ ଚାଲିବ ଚକ। ହେଲେ ଚକ ଗଡିବା ପୂର୍ବରୁ ରଥ ସମ୍ମୁଖରେ ବିଭିନ୍ନ ପ୍ରକାରର ପାରମ୍ପାରିକ କଳାକୃତି ଯେପରି ଓଡିଶୀ, ଛଉ, ଗୋଟି ପୁଅ ନୃତ୍ୟ ଏବଂ ପଞ୍ଜାବୀ ତରିକାରେ ଚକ୍ର ବୁଲାଇବା ଓ ବିଭିନ୍ନ…

ନାରୀ-ଶକ୍ତି: କୋର୍ଟ କଚେରୀକୁ ଭୟ କରୁଥିବା ଆଦିବାସୀ, ଦେଶର ସର୍ବୋଚ୍ଚ ପଦବୀର ଅଧିକାରିଣୀ !

ଦିନ ଥିଲା.. ଆଦିବାସୀ ଲୋକ ଥି​‌ଲେ ଦୁର୍ବଳ, ଅବହେଳିତ। ଶିକ୍ଷିତ ଓ ଆଧୁନିକ ଲୋକଙ୍କ ଦ୍ବାରା ଠକାମିର ଶିକାର ହେଉଥିଲେ। କିଏ ସେମାନଙ୍କ ଠାରୁ ଜମି ଲୁଟି ନେଉଥିଲା ତ ଅନ୍ୟ କେହି ଜଙ୍ଗଲ, କେହିକେହି ସେମାନଙ୍କ ଝିଅ ବୋହୂଙ୍କୁ ଦୁର୍ବ୍ୟବହାର ମଧ୍ୟ କରୁଥିଲେ। କେବେକେବେ ଆଦିବାସୀ ସମ୍ପ୍ରଦାୟ…

ରଜସ୍ବଳା : ଘୃଣ୍ୟ ନା ପୂଜ୍ୟ !

ରଜସ୍ବଳା ନାରୀ । ଠାକୁର ଘରକୁ ମନା, ରୋଷଶାଳକୁ ମନା। ମୁଣ୍ଡିଆ ମାରିବା ମନା, ପୁରୁଷକୁ ଛୁଇଁବା ମନା। ଅପବିତ୍ର ଓ ଅଛୁଆଁ । ବର୍ତ୍ତମାନର ଜ୍ଞାନକୌଶଳ ଯୁଗରେ ଏସବୁ ବାରଣ ସମାଜରୁ ଲିଭିନି। ଯଦିଓ ସହରାଞ୍ଚଳରେ ଏସବୁକୁ ଅଣଦେଖା କରାଯାଉଛି, କିନ୍ତୁ ଗ୍ରାମାଞ୍ଚଳରେ କଡାକଡି ଥିବା ଦେଖାଯାଏ।…

ତମାଖୁ ବର୍ଜନ – ନୂଆ ଜୀବନଦାନ

୧୯୮୭ ରୁ ପ୍ରତିବର୍ଷ ମେ ୩୧ କୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଉଛି । ପ୍ରତିବର୍ଷ ପ୍ରାୟ ୬o ଲକ୍ଷ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ଘଟୁଥିବାର ତଥ୍ୟ ରହିଛି । ଅନେକ ସଚେତନତା ସତ୍ତ୍ୱେ ଏହାର ପ୍ରଭାବ କାହିଁକି କମୁନାହିଁ, ତାହା ଏକ ପ୍ରଶ୍ନବାଚୀ ସାଜିଛି ।…

ମହିଳା ଦିବସ ୨୦୨୨ରେ ପ୍ରତିବାଦର ସ୍ବର : ପୁସ୍ତକରେ ପୁରୁଷ ସୈନିକ ଏବଂ ମହିଳା ନର୍ସ କାହିଁକି?

ଯେବେ ବି ଆମେ ଜଣେ ସୈନିକଙ୍କ ନାମ ନେଉ ବା ସେମାନଙ୍କ କଥା ମନେ ପକାଉ... ଆମ ମନରେ ଜଣେ ବ୍ୟକ୍ତିର ପ୍ରତିଛବି ଆସେ । ସେହିଭଳି ନର୍ସ ବା ଶିକ୍ଷାକ୍ଷେତ୍ର କଥା ଉଠାଇଲେ ମହିଳାଙ୍କ ଚିତ୍ର ଆମ ସାମ୍ନାକୁ ଆସେ। ଏପରି କାହିଁକି ? ବାସ୍ତବରେ, ଏସବୁ ଆମ ମନରେ ସ୍କୁଲ ସମୟରୁ ରହି ଆସିଛି ବା ସ୍କୁଲ…

ମହିଳା ଦିବସ ୨୦୨୨: ସମାନତାର ଦିଗଦର୍ଶନ ! ଭାରତର ପ୍ରଥମ କାର୍ଯ୍ୟାଳୟ, ଯେଉଁଠାରେ ୧୦୦% ମହିଳା କର୍ମଚାରୀ

ମହିଳା ଦିବସ ଦିନ ମହିଳାମାନଙ୍କର ସମାନ ଅଧିକାର ବିଷୟରେ ସାରା ବିଶ୍ୱରେ ଆଲୋଚନା କରାଯାଏ। ହେଲେ ବହୁତ କମ୍ ସ୍ଥାନରେ ଏହାର ଉଦାହରଣ ଦେଖିବାକୁ ମିଳେ। ଏଭଳି ପରିସ୍ଥିତିରେ ଶହେ ପ୍ରତିଶତ କେବଳ ମହିଳା କର୍ମଚାରୀଙ୍କ ଦ୍ବାରା ଏକ କାର୍ଯ୍ୟାଳୟ ପରିଚାଳିତ ହେଉଛି। ଲୁଧିଆନାର ମଲ୍‌ହାର ରୋଡରେ ଏକ…