Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ବାଲିରେ ଚର୍ଚ୍ଚା ଐତିହାସିକ ବାଲିଯାତ୍ରା
କଟକର ଐତିହାସିକ ବାଲିଯାତ୍ରା। ଦେଶରେ ସୀମିତ ନାହିଁ। ସୁଦୂର ବାଲିରେ ଚାଲିଛି ବାଲିଯାତ୍ରାର ଚର୍ଚ୍ଚା। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ପ୍ରଚାରପ୍ରସାର କରିଛନ୍ତି। ଇଣ୍ଡୋନେସିଆର ବାଲି ଦ୍ବୀପରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଦ୍ଧନା ଦେଇ ମୋଦୀ କହିଛନ୍ତି, “ ବର୍ତ୍ତମାନ ଏଠାରୁ…
ବେଆଇନ ସମ୍ପତ୍ତି ଦଖଲ ହେଲେ, କ’ଣ କରିବେ ? ଜାଣନ୍ତୁ କ’ଣ ରହିଛି ଆଇନଗତ ପ୍ରକ୍ରିୟା…
ସମ୍ପତ୍ତି ଉପରେ ମାଲିକର ମାଲିକାନା ଏକ ଆଇନଗତ ଅଧିକାର । ମାଲିକର ଇଚ୍ଛା ବିରୁଦ୍ଧରେ କୌଣସି ବାହାର ଲୋକ ସମ୍ପତ୍ତି ଉପରେ ମାଲିକାନା ଜାହିର କରିପାରିବେ ନାହିଁ। ସମ୍ପତ୍ତି ପାଇଁ ସମାଜରେ ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଛୁରୀ ଏବଂ ବନ୍ଧୁକ ମୁନରେ ଅନ୍ୟର ସମ୍ପତ୍ତି ଉପରେ ଅତି…
ଫଟୋରେ ଦେଖନ୍ତୁ କୋଲକାତା ପ୍ରସିଦ୍ଧ ଦୁର୍ଗା ପୂଜା
ନବଦୁର୍ଗା, ନବରାତ୍ରୀ ଏବଂ ଦୁର୍ଗା ପୂଜା ନାମ ଅନେକ, କିନ୍ତୁ ଭକ୍ତି ଗୋଟିଏ। ଯଦିଓ ନବରାତ୍ରୀ ସମଗ୍ର ବିଶ୍ବରେ ପାଳନ କରାଯାଏ, କିନ୍ତୁ ପଶ୍ଚିମବଙ୍ଗର ଦୃଶ୍ୟ ନିଆରା । ସୁଜ୍ଜିତ ପାଣ୍ଡାଲ୍, ରଙ୍ଗ ବେରଙ୍ଗର ଆଲୋକମାଳା ସାଙ୍ଗକୁ ମା’ ଦୁର୍ଗାଙ୍କ ଚମତ୍କାର ଚେହେରା ଏବଂ ସିନ୍ଦୁର ଖେଳ ଅନ୍ୟ…
ମା’ ଦୁର୍ଗାଙ୍କ ୯ ସ୍ବରୂପ , ୯ ପ୍ରିୟ ରଙ୍ଗ
ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ୨୬ ସେପ୍ଟେମ୍ବର ଅର୍ଥାତ୍ ଆସନ୍ତାକାଲିରୁ ଆରମ୍ଭ ହେବାକୁ ଯାଉଛି। ନଅ ଦିନର ନବରାତ୍ରୀରେ ମା’ ନଅଟି ଭିନ୍ନ ରୂପକୁ ପୂଜା ପାଆନ୍ତି। ନବରାତ୍ରିର ପ୍ରଥମ ଦିନରେ ଲୋକମାନେ କଳସ ଘରେ ସ୍ଥାପନ କରନ୍ତି । ବିଶ୍ୱାସ କରାଯାଏ ଯେ ମା’ ବୈଷ୍ଣୋ ଦେବୀ ନଅ ଦିନ ଘରେ…
ଆନ୍ତର୍ଜାତୀୟ ଝିଅ ଦିବସ: ବଲିଉଡ ମା-ଝିଅ ଯୋଡି
ଦୁନିଆର ସବୁଠାରୁ ସୁନ୍ଦର ସମ୍ପର୍କ ହେଉଛି ଏକ ମା - ଝିଅ ଯୋଡି। ଝିଅଟି ସବୁଠାରୁ ବେଶୀ ମା’ ର ନିକଟତର ହୋଇଥାଏ। ଜଣେ ମା ହେଉଛି ଝିଅର ସର୍ବୋତ୍ତମ ବନ୍ଧୁ । ଏହା କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ ବଲିଉଡ ଅଭିନେତ୍ରୀମାନଙ୍କ ପାଇଁ ମଧ୍ୟ..। ବଲିଉଡରେ ଅନେକ ମା- ଝିଅ ଯୋଡି ରହିଛି,…
ଏହି ପ୍ରସିଦ୍ଧ ସହରର ନାମ, ଦେବୀ ଦୁର୍ଗାଙ୍କ ନାମରେ ନାମିତ
ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି । ମା’ ଦୁର୍ଗାଙ୍କ ନବରାତ୍ର ପର୍ବ ଏହି ମାସ ଶେଷରେ ଆରମ୍ଭ ହେବ। ନବରାତ୍ର ପର୍ବକୁ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ ଭାବରେ ବିବେଚନା କରାଯାଏ। ଏହି ପର୍ବ ବର୍ଷକୁ ଦୁଇଥର ଆସେ । ଏହା ସମଗ୍ର ଦେଶରେ ଧୁମ୍ଧାମରେ ପାଳନ କରାଯାଏ । ଏଥର ଶାରଦୀୟ ନବରାତ୍ର…
ଭାରତର ପ୍ରଥମ ଶିକ୍ଷୟିତ୍ରୀ : କାହାଣୀ, ଯାହା ହୃଦୟସ୍ପର୍ଶୀ
ଶିକ୍ଷା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣୁ। ସମାଜରେ ବିକାଶ ଏବଂ ସଚେତନତା ପାଇଁ ଶିକ୍ଷା ହେଉଛି ଏକମାତ୍ର ଚାବି । ତେବେ ଶିକ୍ଷାଲାଭ ପାଇଁ ଆମକୁ ଶିକ୍ଷକ, ଶିକ୍ଷୟିତ୍ରୀ ବା ଗୁରୁଙ୍କ ଆବଶ୍ୟକ ପଡେ। ତାହା କେବଳ ଗୋଟିଏ ଦିନ ପାଇଁ ନୁହେଁ ବରଂ ବର୍ଷ ବର୍ଷ , ସାରା…
ଗର୍ଭଧାରଣର ପ୍ରଥମ ତ୍ରୈମାସିକ ପ୍ରଶ୍ନ : ଏସବୁ ସ୍ୱାଭାବିକ କି?
ଗର୍ଭଧାରଣ ସମୟ ମହିଳାମାନଙ୍କ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ ଏବଂ ସେହି ସମୟରେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ। ନଅ ମାସର ଏହି ଦୀର୍ଘ ସମୟ ମଧ୍ୟରେ, ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ, ଯାହା ଅନେକ ମହିଳାମାନେ ବୁଝନ୍ତି ନାହିଁ, ବିଶେଷକରି ଯେଉଁମାନେ ପ୍ରଥମ ଥର ପାଇଁ ମା…
ଭଗବାନ କୃଷ୍ଣ ରାଧା ଓ ବଂଶୀଠାରୁ କେବେ ଅଲଗା ହେଲେ… ଜାଣନ୍ତୁ ତାଙ୍କ ଜୀବନର ରହସ୍ୟ
ରାଧା-କୃଷ୍ଣଙ୍କ ପ୍ରେମ ଅମର । ଆଜି ବି ପ୍ରେମ ବିଷୟରେ ଚର୍ଚ୍ଚା ହେଲେ, ରାଧା-କୃଷ୍ଣଙ୍କ ନାମ ଶୀର୍ଷରେ ନିଆଯାଏ। ଶତାବ୍ଦୀ ଧରି, ପିଢୀ ପରେ ପିଢୀ ଏହି କାହାଣୀ ଶୁଣିବାକୁ ମିଳେ ଯେ କେବଳ ଦୁଇଟି ଜିନିଷ ଯଥା ବଂଶୀ ଏବଂ ରାଧା ପ୍ରତି ଶ୍ରୀକୃଷ୍ଣଙ୍କ ଦୁର୍ବଳତା ଥିଲା । ଏହି ଦୁଇ ଜଣ ତାଙ୍କର…
କେବଳ ଭାରତରେ ନୁହେଁ, ଏହି ଦିନ ଅନ୍ୟ ଦେଶରେ ବି ପାଳନ ହୁଏ ସ୍ୱାଧୀନତା ଦିବସ
ପ୍ରତିବର୍ଷ ୧୫ ଅଗଷ୍ଟରେ ଭାରତୀୟମାନେ ସ୍ୱାଧୀନତା ଦିବସ ପାଳନ କରିଆସୁଛନ୍ତି | ଏହି ଦିନ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରାଯାଏ | ବ୍ରିଟିଶମାନଙ୍କ କବଳରରୁ ମୁକ୍ତି ପାଇବା ପାଇଁ ଭାରତୀୟମାନେ ଦୀର୍ଘ ସଂଘର୍ଷ ପରେ ୧୫ ଅଗଷ୍ଟରେ ସ୍ବାଧୀନତା ଲାଭ ହୋଇଥିଲେ। ସେବେଠାରୁ ଭାରତରେ…