Browsing Category
ମୁଖ୍ୟ ପ୍ରସଙ୍ଗ
Explore our main stories exclusively for women lifestyle & fashion. We excel the talents & dreams of women through a magazine.
ପାପା କି ପରୀ ନୁହେଁ, ଦେବଦୂତ ସାଜିଲେ ୧୭ ବର୍ଷୀୟ ଦେବନନ୍ଦା ; କିଡନୀ ଦାନ ସହ ମାଗଣା ଚିକିତ୍ସା
କୁହାଯାଏ ଦୁନିଆରେ କୌଣସି ଜିନିଷ ପିତାମାତାଙ୍କଠାରୁ ବଡ଼ ନୁହେଁ। ଜଣେ ୧୭ ବର୍ଷର ଝିଅ ଏହାକୁ ପ୍ରମାଣ କରିଛନ୍ତି। ଯିଏ ନିଜ ଜୀବନକୁ ବାଜି ଲଗାଇ ନିଜ ବାପାଙ୍କ ଜୀବନ ବଞ୍ଚାଇଛନ୍ତି।
କେରଳର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଦେବନନ୍ଦା(୧୭)। ନିଜ କିଡନୀକୁ ତାଙ୍କ ପିତାଙ୍କୁ ଦାନ କରିଛନ୍ତି। ଏହା…
ବେଟି ଚାୟ ୱାଲି…..
ବେଟି ବିଜ୍ନେସ୍ ୱାଲି… ଆଗରୁ ଆପଣ ନିଶ୍ଚୟ ଶୁଣିଥିବେ। ଆଣ୍ଡ ଟିଭିର ଲୋକପ୍ରିୟ ଧାରାବାହିକ ଥିଲା ‘ବେଟି ବିଜ୍ନେସ୍ ୱାଲି’। ସେଥିରେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଆଜି ଆମେ ଆଲୋଚନା କରୁଛେ ବେଟି ଚାଏ ୱାଲି ବିଷୟରେ..
ପୂର୍ବରୁ…
ଲିଭ୍-ଇନ୍ ରିଲେସନ୍ଶିପ୍ ର ନିୟମ ଓ ଏହାର ପ୍ରଭାବ
ଆଧୁନିକ ଯୁଗରେ, ସମ୍ପର୍କରେ ରହିବାର ଧାରା ବଦଳିଯାଇଛି। କାର୍ଯ୍ୟରତ ଯୁବକ ଓ ଯୁବତୀମାନେ ବିବାହ କରିବା ପରିବର୍ତ୍ତେ ଲିଭ୍ ଇନ୍ ରିଲେସନ୍ଶିପ୍ ରେ ରହିବାକୁ ପସନ୍ଦ କରୁଛନ୍ତି। ବିନା ବିବାହ ଏକାଠି ରହୁଥିବା ଜଣେ ପୁରୁଷ ଏବଂ ମହିଳାଙ୍କ ସମ୍ପର୍କକୁ ଲିଭ-ଇନ୍ ରିଲେସନ୍ଶିପ୍ କୁହାଯାଏ। ଏହା…
ଅକେଲେ ହେଁ ତୋ କ୍ୟା ଗମ୍ ହେ…..
ଆମେ ସାହାରା ଓ ସମର୍ଥନ ଚାହୁଁନାହୁଁ, କେବଳ ନିଜ ଅସ୍ତିତ୍ୱ ଚାହୁଁ। ବିଧବା, ପରିତ୍ୟକ୍ତା(ଡିଭୋସି) ଏବଂ ଅବିବାହିତ ଆମ ପରିଚୟ ନୁହେଁ। ଏଭଳି କିଛି ପଂକ୍ତିକୁ ଭାରତୀୟ ମହିଳାମାନେ ଭଲ ଭାବରେ ବୁଝିବା ସହ ତାହାକୁ ଆପଣାଇ ସାରିଛନ୍ତି। ବର୍ତ୍ତମାନ ସିଙ୍ଗଲ ବା ଏକାକୀ ରହିବାର କ୍ରେଜ କ୍ରମାଗତ…
ନୂତନ ବର୍ଷ ସର୍ବଦା ସ୍ମରଣୀୟ ହେବ, ଯଦି ଏମିତି ପାଳିବେ
ଆଉ ଦିନକ ପରେ ନୂଆ ବର୍ଷ। ଅନେକ ଲୋକ ଆଗାମୀ ବର୍ଷ ବା ଜିରୋ ନାଇଟ୍ ପାଳନ କରିବାକୁ ବହୁତ ଉତ୍ସାହିତ ଥାଆନ୍ତି। ବିଶେଷକରି ପିଲାମାନେ ନୂତନ ବର୍ଷର ପାର୍ଟି ଆୟୋଜନ କରିବାକୁ ପିତାମାତାଙ୍କୁ ଦାବି କରନ୍ତି, କିନ୍ତୁ ପିଲାମାନଙ୍କର ସୁରକ୍ଷାକୁ ଧ୍ୟାନରେ ରଖି ପିତାମାତା ସେମାନଙ୍କୁ ବାହାରକୁ…
ବର୍ଷ ୨୦୨୨ : ଓଲିଉଡ୍ର ଚର୍ଚ୍ଚିତ ବିବାହ
ବଲିଉଡ ହେଉ ଅବା ଓଲିଉଡ, ଏବର୍ଷ ଅନେକ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯଦି ଆମେ ବର୍ଷ ଆରମ୍ଭରୁ ଦେଖିବା ତେବେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆଙ୍କ ବିବାହ ହୋଇଥିଲା। ଏହି ଲିଷ୍ଟରେ ଅନେକ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ନାମ ସାମିଲ ରହିଥିଲା। ତେବେ ଆସନ୍ତୁ…
ବର୍ଷ ଶେଷ: ୨୦୨୨ର ଗର୍ବିତ ମହିଳା
ଆମ ଦେଶ ବଦଳୁଛି… ନାରୀ ଆଜି ସବୁ କ୍ଷେତ୍ରରେ କେବଳ ଉନ୍ନତି କରୁଛି, ତାହା ନୁହେଁ ଦେଶ ପାଇଁ ଗର୍ବ ଗୌରବ ଆଣୁଛି। କ୍ରୀଡା କ୍ଷେତ୍ରରେ ହେଉ ଅବା କଳା ଜଗତରେ ଆଗରେ ରହି ନାରୀ ଇତିହାସ ସୃଷ୍ଟି କରିବା ସହ ପ୍ରତ୍ୟେକ ଭାରତୀୟ ମୁଣ୍ଡ ଉପରକୁ କରିଛି। ବର୍ଷ ବର୍ଷ ଧରି ପ୍ରମାଣ କରିଆସୁଛନ୍ତି ଯେ,…
ସାବଧାନ ! ଉତ୍ସବରେ ସ୍ୱାସ୍ଥ୍ୟ ପ୍ରତି ହେଳା କରନ୍ତୁ ନାହିଁ, ଯତ୍ନବାନ୍ ରୁହନ୍ତୁ
ଟିକାକରଣ ଯୋଗୁଁ ଯଦିଓ କୋଭିଡ-୧୯ ଭାଇରସ୍ କିଛି ଦିନ ପାଇଁ ବିଲୁପ୍ତ ହୋଇଯାଇଥିଲା କିନ୍ତୁ କିଛି ଦିନର ବ୍ୟବଧାନ ପରେ ପୁଣି ଏହାର ପ୍ରଭାବ ଦେଖିବାକୁ ମିଳିଛି। କୋଭିଡ-୧୯ ଭ୍ୟାରିଏଣ୍ଟ ୦୭ ଚୀନରେ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟୁଥିବା ଖବର…
ଖ୍ରୀଷ୍ଟମାସ ୨୦୨୨ : ଏଭଳି ଦେଶ, ଯେଉଁଠି ପାଳନ ହୁଏନି ଖ୍ରୀଷ୍ଟମାସ ଦିବସ
ଆସନ୍ତାକାଲି ଡିସେମ୍ବର ୨୫ ବା ଖ୍ରୀଷ୍ଟମାସ ଦିବସ। ଏହା ସମଗ୍ର ବିଶ୍ୱର ସବୁଠାରୁ ବଡ ପର୍ବ। ଦୁନିଆର ଅନେକ ଦେଶରେ ଏହାର ପ୍ରସ୍ତୁତି ମାସ ମାସ ପୂର୍ବରୁ ଆରମ୍ଭ ହୋଇସାରିଛି। ପ୍ରତ୍ୟେକ ଦେଶ ନିଜର ପରମ୍ପରା ଏବଂ ପ୍ରଥା ଅନୁଯାୟୀ ଏହି ପର୍ବର ପାଳନ କରିଥାଏ। ଛୋଟପିଲାଙ୍କ ଠାରୁ ଆରମ୍ଭ କରି…
ଆଜି ଥିଲା ବର୍ଷର ସବୁଠାରୁ ଛୋଟ ଦିନ
ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ମାସରେ ଗୋଟିଏ ଦିନ ଅଛି ଯାହାକୁ ବର୍ଷର ସବୁଠାରୁ ଛୋଟ ଦିନ ବୋଲି କୁହାଯାଏ, ସେହି ଦିନଟି ହେଉଛି ଆଜି।
ଆଜ୍ଞା ହଁ, ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ବର୍ଷର ସବୁଠାରୁଛୋଟ ଦିନ ହୋଇଥାଏ। ଏବର୍ଷର…