Browsing Category
ଲାଇଫ ଷ୍ଟାଇଲ
ମାତ୍ର ୨ଟି ଅଁଳା, ଶୀତ ଦିନିଆ ରୋଗରୁ ରକ୍ଷା କରିବ
ସନାତନ ଧର୍ମ ଶ୍ରେଷ୍ଠ ଧର୍ମ ବୋଲି ବିବେଚନା କରାଯାଏ । ଏହି ଧର୍ମର ପ୍ରତିଟି ପର୍ବ ମନୁଷ୍ୟ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ସେହିପରି ଗୋଟିଏ ପର୍ବ ହେଉଛି ଅଁଳା ନବମୀ । ଅଁଳା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଆମ ସମସ୍ତଙ୍କୁ ଜଣା । ଏହି ରାଧାପାଦ ଦର୍ଶନର ମଧ୍ୟ ଅନନ୍ୟ ପରମ୍ପରା…
ରାଧାଷ୍ଟମୀରେ କରନ୍ତୁ ଏହି ୪ଟି ସହଜ ଉପାୟ… ଚାକିରି ସହିତ ପ୍ରେମ ସମ୍ପର୍କ ମଧ୍ୟ ରହିବ ସୁଦୃଢ
ଉତ୍ସବର ଋତୁ ଚାଲିଛି। ଗଣେଶ ଉତ୍ସାବ ଯୋଗୁଁ ଗାଁ ଠୁଁ ସହର ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ ହୋଇ ଥିବା ବେଳେ ଅଳ୍ପ କିଛି ମୁହୂର୍ତ୍ତ ପରେ ରାଧାଷ୍ଟମୀ ପର୍ବ ଆସିଯିବ। ଜନ୍ମାଷ୍ଟାମୀର ୧୫ ଦିନ ପରେ ରାଧା ଅଷ୍ଟମୀ ପର୍ବ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସ ଶୁକ୍ଲପକ୍ଷ…
ଡେଙ୍ଗୁ ଆଲର୍ଟ ! ଅକ୍ଟୋବର ମାସରେ ଆହୁରି ହେବ ସଂଘାତିକ, ବର୍ତ୍ତମାନ ଠାରୁ ହୋଇଯାଆନ୍ତୁ ସତର୍କ
ପୁଣି ଥରେ ଡେଙ୍ଗୁ କାୟା ବିସ୍ତାର କରିଛି। ଉତ୍ତରପ୍ରଦେଶ, ୟୁପି, ବିହାର, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ଆଦି ରାଜ୍ୟରେ ଡେଙ୍ଗୁ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଛି। କେବଳ କର୍ଣ୍ଣାଟକରେ ୭ ହଜାର ରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ମଧ୍ୟ ସ୍ଥିତି ଭଲ ନାହିଁ। ଦିଲ୍ଲୀ ନିକଟସ୍ଥ…
ଜାଣିଛନ୍ତି କି ! ଭଗବାନ୍ ଗଣେଶଙ୍କୁ ଦୂବ ଘାସ କାହିଁକି ଚଢାଯାଏ ? ଜାଣନ୍ତୁ କାରଣ ଏବଂ ନିୟମ
ଓଡିଆ ଘରର ପରମ୍ପରା ଅନୁଯାୟୀ ଦୂବ ଘାସ ଓ ବରକୋଳି ପତ୍ର ସମସ୍ତ ପୂଜାରେ ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ଗଣେଶଙ୍କ କଥା ଟିକେ ନିଆରା। ଅନ୍ୟ ପୂଜାରେ ଦୂବଘାସ ନ ହେଲେ ଚଳିଯାଇପାରେ କିନ୍ତୁ ଗଣେଶ ପୂଜାରେ ଦୂବ ଘାସ ବିନା ପୂଜା ଏକ ପ୍ରକାରର ଅସମ୍ଭବ। ଗଣେଶଙ୍କ ପ୍ରିୟ ହେଉଛି ଦୂବ ଘାସ। କାରଣ…
ଚେତାବନୀ ! ବାୟୁ ପ୍ରଦୂଷଣରେ କମୁଛି ଆୟୁଷ, ମୁଣ୍ଡ ପିଛା ହ୍ରାସ ପାଉଛି ଏତିକି ବର୍ଷ..
ଆମେ ସମସ୍ତେ ଜାଣୁ ଯେ ବିଶ୍ୱରେ ବାୟୁ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ ବିପଦ ପାଲଟିଛି। ବର୍ତ୍ତମାନ ଏକ ନୂତନ ଅଧ୍ୟୟନ ସମଗ୍ର ଦେଶକୁ ଚିନ୍ତାରେ ପକାଇଛି। ଏକ ଗବେଷଣାରୁ ଜଣାପଡିଛି ଯେ, ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର। ଯଦି ପ୍ରଦୂଷଣ ହାର ରୋକା ନଯାଏ ଏବଂ ବିଶ୍ୱ…
Prostate cancer : ଆପଣଙ୍କ ରୋଷେଇର ମସଲା ଡବାରେ ଲୁଚି ରହିଛି ଏହାର ଚିକିତ୍ସା, ଏହି ମସଲା ହେଉଛି ରାମବାଣ !
ରୋଷେଇରେ ଡାଲଚିନିର ଭୂମିକା ନିଆରା। ସ୍ବାଦିଷ୍ଟ ତରକାରୀ ପ୍ରସ୍ତୁତିର ଆରମ୍ଭରେ ବ୍ୟବହୃତ ହୁଏ ଏବଂ ଶେଷରେ ମଧ୍ୟ ଆବଶ୍ୟକ ପଡେ। ଡାଲଚିନି କେବଳ ତରକାରୀର ସ୍ବାଦ ବଢାଏ ତାହା ନୁହେଁ ଅନେକ ରୋଗରୁ ମଧ୍ୟ ରକ୍ଷା କରେ। ମୁଣ୍ଡ ବିନ୍ଧାରୁ ଆରମ୍ଭ କରି କ୍ୟାନସର ଭଳି ରୋଗରୁ ମଧ୍ୟ ଉପଶମ ଦେଇଥାଏ।…
ଭୁଲରେ ବି ଭାଇକୁ ବାନ୍ଧନ୍ତୁ ନାହିଁ ଏହି ରାକ୍ଷୀ…. ଅଶୁଭ ହୋଇଥାଏ
ହିନ୍ଦୁ ଧର୍ମରେ ରକ୍ଷୀ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। କିନ୍ତୁ ଚଳିତ ବର୍ଷ ରକ୍ଷା ବନ୍ଧନ ଦୁଇ ଦିନ ପଡୁଛି। ଅଗଷ୍ଟ ୩୦ ଓ ୩୧ ତାରିଖ। ଯାହାକୁ ନେଇ ଏବେ ଦ୍ବନ୍ଦ ଦେଖାଦେଇଛି। କିଛି ଧାର୍ମିକ ଅନୁଷ୍ଠାନ ଅନୁଯାୟୀ ବୁଧବାର ଅର୍ଥାତ୍…
When Should Rakhi Be Removed: ରକ୍ଷା ବନ୍ଧନ ପରେ ହାତରେ ବାନ୍ଧି ରଖୁଛନ୍ତି କି ରାକ୍ଷୀ? କ’ଣ କରିବା ଉଚିତ୍…
ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷା ବନ୍ଧନ। ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ରକ୍ଷାକବଜ ସାଜିବା ପାଇଁ ପ୍ରତିଜ୍ଞା ନେଇଥାଏ। ଏହି ପର୍ବ ଆଜିକାଲିର ନୁହେଁ, ଯୁଗ ଯୁଗ ଧରି ପ୍ରଚଳିତ ହୋଇ ଆସିଛି। ଦ୍ବାପ୍ରର ଯୁଗରେ ଦ୍ରୌପଦୀ ଭଗବାନ୍ କୃଷ୍ଣଙ୍କ ହାତରେ ରାକ୍ଷୀ…
ଏହା ହେଉଛି ଗର୍ଭାଶୟ କର୍କଟର ପ୍ରାରମ୍ଭିକ ଲକ୍ଷଣ, ଅଣଦେଖା କରନ୍ତୁ ନାହିଁ
ଆମ ଦେଶରେ କର୍କଟ ରୋଗରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଗର୍ଭାଶୟ କର୍କଟରେ ମୃତ୍ୟୁବରଣ କରନ୍ତି। ଏହା ହେଉଛି ଦ୍ବିତୀୟ ସାଧାରଣ କର୍କଟ ରୋଗ। ତେବେ ମହିଳାମାନଙ୍କ ମୃତ୍ୟୁବରଣ ପଛର ମୁଖ୍ୟ କାରଣ ହେଉଛି ଏହି ରୋଗର ଲକ୍ଷଣକୁ ଚିହ୍ନି ନ ପାରିବା ବା ଏହାକୁ ଅଣଦେଖା କରିବା।…
ସାବଧାନ୍ ! ଆଖିଧରାକୁ ଅଣଦେଖା କରନ୍ତୁ ନାହିଁ, ନହେଲେ ଅନ୍ଧ ହୋଇପାରନ୍ତି …
ବର୍ଷାଋତୁରେ ସଂକ୍ରମଣ ରୋଗ ବ୍ୟାପିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ବର୍ଷାଜଳ ସାଙ୍ଗରେ ଅନେକ ସଂକ୍ରମଣ ରୋଗକୁ ନେଇ ଆସିଥାଏ। ସେଥିମଧ୍ୟରୁ ଆଖିଧରା ସଂକ୍ରମଣ ଅନ୍ୟତମ। ବହୁଳ ମାତ୍ରାରେ ଏହି ରୋଗ ବ୍ୟାପିବାରେ ଲାଗିଛି। ହେଲେ ଏହି ରୋଗକୁ ଛୋଟ ବୋଲି ଭାବି ଅଣଦେଖା କରିବା ଉଚିତ୍…