Browsing Category

ଭଲ ଖବର

ଇତିହାସ ରଚିଲେ ଓଡିଆ ଆଦିବାସୀ ମହିଳା

ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ତଥା ଓଡିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଜିତାପଟ ହାସଲ କରିଛନ୍ତି। ସେ ୬୪ ପ୍ରତିଶତ ଭୋଟରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ପରାସ୍ତ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବକୁ ସାର ଦେଶ…

ରଥଯାତ୍ରା ୨୦୨୨ : ନୃତ୍ୟ ପ୍ରେମୀ ଜଗନ୍ନାଥ

ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ରଥଯାତ୍ରା। ଚକ ଓ ପଥ ଦୁହେଁ ଦୁହିଁଙ୍କ ଅପେକ୍ଷାରେ। ରାତିକ ପରେ ଚାଲିବ ଚକ। ହେଲେ ଚକ ଗଡିବା ପୂର୍ବରୁ ରଥ ସମ୍ମୁଖରେ ବିଭିନ୍ନ ପ୍ରକାରର ପାରମ୍ପାରିକ କଳାକୃତି ଯେପରି ଓଡିଶୀ, ଛଉ, ଗୋଟି ପୁଅ ନୃତ୍ୟ ଏବଂ ପଞ୍ଜାବୀ ତରିକାରେ ଚକ୍ର ବୁଲାଇବା ଓ ବିଭିନ୍ନ…

ନାରୀ-ଶକ୍ତି: କୋର୍ଟ କଚେରୀକୁ ଭୟ କରୁଥିବା ଆଦିବାସୀ, ଦେଶର ସର୍ବୋଚ୍ଚ ପଦବୀର ଅଧିକାରିଣୀ !

ଦିନ ଥିଲା.. ଆଦିବାସୀ ଲୋକ ଥି​‌ଲେ ଦୁର୍ବଳ, ଅବହେଳିତ। ଶିକ୍ଷିତ ଓ ଆଧୁନିକ ଲୋକଙ୍କ ଦ୍ବାରା ଠକାମିର ଶିକାର ହେଉଥିଲେ। କିଏ ସେମାନଙ୍କ ଠାରୁ ଜମି ଲୁଟି ନେଉଥିଲା ତ ଅନ୍ୟ କେହି ଜଙ୍ଗଲ, କେହିକେହି ସେମାନଙ୍କ ଝିଅ ବୋହୂଙ୍କୁ ଦୁର୍ବ୍ୟବହାର ମଧ୍ୟ କରୁଥିଲେ। କେବେକେବେ ଆଦିବାସୀ ସମ୍ପ୍ରଦାୟ…

ମହିଳା ଦିବସ ୨୦୨୨: ସମାନତାର ଦିଗଦର୍ଶନ ! ଭାରତର ପ୍ରଥମ କାର୍ଯ୍ୟାଳୟ, ଯେଉଁଠାରେ ୧୦୦% ମହିଳା କର୍ମଚାରୀ

ମହିଳା ଦିବସ ଦିନ ମହିଳାମାନଙ୍କର ସମାନ ଅଧିକାର ବିଷୟରେ ସାରା ବିଶ୍ୱରେ ଆଲୋଚନା କରାଯାଏ। ହେଲେ ବହୁତ କମ୍ ସ୍ଥାନରେ ଏହାର ଉଦାହରଣ ଦେଖିବାକୁ ମିଳେ। ଏଭଳି ପରିସ୍ଥିତିରେ ଶହେ ପ୍ରତିଶତ କେବଳ ମହିଳା କର୍ମଚାରୀଙ୍କ ଦ୍ବାରା ଏକ କାର୍ଯ୍ୟାଳୟ ପରିଚାଳିତ ହେଉଛି। ଲୁଧିଆନାର ମଲ୍‌ହାର ରୋଡରେ ଏକ…

ବଦଳିଲା ଝିଅଙ୍କ ବିବାହ ବୟସ, ବଦଳିବ କି ମାନସିକତା…….

ଝିଅଙ୍କ ବିବାହ ବୟସ ସୀମା ୧୮ରୁ ୨୧ ବଢିଛି। ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ଯଦିଓ ସ୍ବାଗତଯୋଗ୍ୟ, ତଥାପି ଏହାକୁ ନେଇ ବିବାଦ ଉଠିଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କେନ୍ଦ୍ର ସରକାର ଏବଂ ସାଂସଦ ତଥା ଶିକ୍ଷା, ମହିଳା, ଶିଶୁ, କ୍ରୀଡ଼ା ଓ ଯୁବସେବା…

କଳିଯୁଗର ସାବିତ୍ରୀ : ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ୬୦ ବର୍ଷ ବୟସରେ ଚାଲିଲେ ୬୦ କିମି

ଯେପରି ସାବିତ୍ରୀ ସ୍ୱାମୀ ସତ୍ୟବାନଙ୍କ ଜୀବନକୁ ଯମରାଜ ଠାରୁ ଫେରାଇ ଆଣିଥିଲେ, ସେହିପରି ମହାରାଷ୍ଟ୍ରର ଲତା ଖେର ମଧ୍ୟ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ୬୦ ବର୍ଷ ବୟସରେ ୬ କିମି ଚାଲିବା କଷ୍ଟକର ହୋଇପଡେ, ଲତା ଖେର ସାଢି ଓ ଚପଲରେ ୬୦ କିମି ର…

ଗର୍ବିତ! ଝିଅକୁ ବାପା କଲେ ସ୍ୟାଲୁଟ୍

ପ୍ରତ୍ୟେକ ପିତାମାତାଙ୍କ ସ୍ୱପ୍ନ ଯେ ସେମାନଙ୍କ ପିଲାମାନେ ସେମାନଙ୍କ ଅପେକ୍ଷା ଅଧିକ ଅଗ୍ରଗତି ହାସଲ କରି ଜଣେ ଭଲ ଏବଂ ସଫଳ ବ୍ୟକ୍ତିତ୍ବ ହୁଅନ୍ତି। କିନ୍ତୁ ଆଜିର ଯୁଗରେ, ବହୁତ କମ୍ ପିତାମାତାଙ୍କ ଭାଗ୍ୟରେ ଏହି ସୁଖ ଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବାପା-ଝିଅର ଏପରି ଏକ ଉଦାହରଣ…

ମହିଳା, ଶିଶୁଙ୍କ ସୁରକ୍ଷା ପାଇଁ “ଶ୍ରୀ”

ସାମାଜିକ, ଶିକ୍ଷା, ସ୍ବାସ୍ଥ୍ୟ ଓ ଆଇନଗତ ସହାୟତାରୁ ବଞ୍ଚିତ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇ ଆସିଥିବା ବିଚାର ଭାରତୀ ଟ୍ରଷ୍ଟ ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶ୍ରୀ କାଯର୍ୟକ୍ରମର ଶୁଭାରମ୍ଭ କରିଛି। ସହର ବିଭିନ୍ନ ବସ୍ତିକୁ ପୋଷ୍ୟଭାବେ ଗ୍ରହଣ କରି

ସ୍ମାର୍ଟ ସିଟିରେ ପୁଣିଥରେ “ମୋ ସାଇକେଲ “

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ ଓ ଭୁବନେଶ୍ୱର ମହାନଗର ନିଗମ ମିଳିତ ଆନୁକୂଲ୍ୟରେ ସାଇକେଲ ଚାଳକ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁଣିଥରେ 'ମୋ ସାଇକେଲ ' ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଶୁଣାଯାଉଛି ।ପୂର୍ବେ ୩ ପ୍ରକାର ସାଇକେଲ ଚଲେଇବା ପାଇଁ ୩ ପ୍ରକାର ଭିନ୍ନ ଆପ୍ପ ଥିଲା,

ନୂତନ ବର୍ଷ:ଏକ ଆହ୍ବାନ

ଅନନ୍ତ କାଳ ଧରି ସ୍ରୋତ ପରି ବହି ଚାଲୁଥିବା ସମୟକୁ କେବେବି ଭାଗ ଭାଗ କରାଯାଇପାରେନା।ତେବେ ଯେବେ ଠାରୁ ମନୁଷ୍ୟର ମନ ବୁଦ୍ଧିର ବିକାଶ ହେଲାଣି ସେ ତାର ସୁବିଧା ପାଇଁ ସମୟକୁ ମାପ କରି ବର୍ଷ,ମାସ,ଦିନର ନାମ ଦେଉଛି।ଏହା ଦ୍ବାରା ବ୍ୟକ୍ତି ନିଜ ବ୍ୟକ୍ତିଗତ ଜୀବନ ସହ ସାମାଜିକ,ରାଜନୈତିକ ଓ