Browsing Category

ଭଲ ଖବର

ଦେଶର ପ୍ରଥମ ମହିଳା ଟ୍ରକ୍ ମେକାନିକ୍, ଟାୟାର ବଦଳାଇବା ତାଙ୍କ ବାମ ହାତର ଖେଳ

ଆଜି ମହିଳାମାନେ କାହାଠାରୁ କମ୍ ନୁହଁନ୍ତି | ପୁରୁଷଙ୍କ ପ୍ରାଧାନ୍ୟ ଅଞ୍ଚଳରେ ମଧ୍ୟ ମହିଳାମାନଙ୍କର ଦୃଢତା ଦେଖିବାକୁ ମିଳେ | ଆଜି ପର୍ଯ୍ୟନ୍ତ ଆପଣ କେବଳ ପୁରୁଷମାନଙ୍କୁ ଟ୍ରକ୍ ମେକାନିକ୍ ଭାବରେ ଦେଖିଥିବେ, କିନ୍ତୁ ଆପଣ ଜାଣି ଖୁସି ହେବେ ଯେ ଜଣେ ମହିଳା ଏହି କାମଟି ବହୁତ ଭଲ କରୁଛନ୍ତି |…

ଫଟୋରେ ଦେଖନ୍ତୁ କୋଲକାତା ପ୍ରସିଦ୍ଧ ଦୁର୍ଗା ପୂଜା

ନବଦୁର୍ଗା, ନବରାତ୍ରୀ ଏବଂ ଦୁର୍ଗା ପୂଜା ନାମ ଅନେକ, କିନ୍ତୁ ଭକ୍ତି ଗୋଟିଏ। ଯଦିଓ ନବରାତ୍ରୀ ସମଗ୍ର ବିଶ୍ବରେ ପାଳନ କରାଯାଏ, କିନ୍ତୁ ପଶ୍ଚିମବଙ୍ଗର ଦୃଶ୍ୟ ନିଆରା । ସୁଜ୍ଜିତ ପାଣ୍ଡାଲ୍, ରଙ୍ଗ ବେରଙ୍ଗର ଆଲୋକମାଳା ସାଙ୍ଗକୁ ମା’ ଦୁର୍ଗାଙ୍କ ଚମତ୍କାର ଚେହେରା  ଏବଂ ସିନ୍ଦୁର ଖେଳ ଅନ୍ୟ…

ମା’ ଦୁର୍ଗାଙ୍କ ୯ ସ୍ବରୂପ , ୯ ପ୍ରିୟ ରଙ୍ଗ

ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ରୀ ୨୬ ସେପ୍ଟେମ୍ବର ଅର୍ଥାତ୍ ଆସନ୍ତାକାଲିରୁ ଆରମ୍ଭ ହେବାକୁ ଯାଉଛି। ନଅ ଦିନର ନବରାତ୍ରୀରେ ମା’ ନଅଟି ଭିନ୍ନ ରୂପକୁ ପୂଜା ପାଆନ୍ତି। ନବରାତ୍ରିର ପ୍ରଥମ ଦିନରେ ଲୋକମାନେ କଳସ ଘରେ ସ୍ଥାପନ କରନ୍ତି । ବିଶ୍ୱାସ କରାଯାଏ ଯେ ମା’ ବୈଷ୍ଣୋ ଦେବୀ ନଅ ଦିନ ଘରେ…

ଆନ୍ତର୍ଜାତୀୟ ଝିଅ ଦିବସ: ବଲିଉଡ ମା-ଝିଅ ଯୋଡି

ଦୁନିଆର ସବୁଠାରୁ ସୁନ୍ଦର ସମ୍ପର୍କ ହେଉଛି ଏକ ମା - ଝିଅ ଯୋଡି।  ଝିଅଟି ସବୁଠାରୁ ବେଶୀ ମା’ ର ନିକଟତର ହୋଇଥାଏ।  ଜଣେ ମା ହେଉଛି ଝିଅର ସର୍ବୋତ୍ତମ ବନ୍ଧୁ । ଏହା କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ ବଲିଉଡ ଅଭିନେତ୍ରୀମାନଙ୍କ ପାଇଁ ମଧ୍ୟ..। ବଲିଉଡରେ ଅନେକ ମା- ଝିଅ ଯୋଡି ରହିଛି,…

ଆନ୍ତର୍ଜାତୀୟ ଝିଅ ଦିବସ ; ମା-ଝିଅ ସମ୍ପର୍କକୁ ସୁଦୃଢ କରେ ଏହି ଟିପ୍ସ

ମା ଏବଂ ଝିଅ ସମ୍ପର୍କ ଦୁନିଆର ସବୁଠାରୁ ସୁନ୍ଦର ସମ୍ପର୍କ । କିଛି ନ କହି ମଧ୍ୟ ମା ନିଜ ଝିଅର ମନ କଥା ଆପେ ବୁଝିଯାଏ। ଝିଅର ସମସ୍ତ ସମସ୍ୟାର ସମାଧାନ ମଧ୍ୟ ସହଜରେ ବାହାର କରିଥାଏ। ମା ହେଉଛି ଶିଶୁ କନ୍ୟାର ପ୍ରଥମ ଆଦର୍ଶ। ମା ର ଛାୟା ହେଉଛି ଝିଅ। ଯେତେବେଳେ ଝିଅଟି ଭଲ ମଣିଷ ହୋଇ ସମାଜରେ…

ଭାରତର ପ୍ରଥମ ଶିକ୍ଷୟିତ୍ରୀ :  କାହାଣୀ, ଯାହା ହୃଦୟସ୍ପର୍ଶୀ

ଶିକ୍ଷା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣୁ। ସମାଜରେ ବିକାଶ ଏବଂ ସଚେତନତା ପାଇଁ ଶିକ୍ଷା ହେଉଛି ଏକମାତ୍ର ଚାବି । ତେବେ ଶିକ୍ଷାଲାଭ ପାଇଁ ଆମକୁ ଶିକ୍ଷକ,  ଶିକ୍ଷୟିତ୍ରୀ ବା ଗୁରୁଙ୍କ ଆବଶ୍ୟକ ପଡେ। ତାହା କେବଳ ଗୋଟିଏ ଦିନ ପାଇଁ ନୁହେଁ ବରଂ ବର୍ଷ ବର୍ଷ , ସାରା…

ଭାଇ ନୁହେଁ, ଭଉଣୀଙ୍କୁ ରାକ୍ଷୀ ବାନ୍ଧନ୍ତି ବଲିଉଡ୍‌ର ଏହି ସୁନ୍ଦରୀ

ରାକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ପର୍ବ । ଏହି ପର୍ବରେ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘ ଜୀବନ କାମନା କରନ୍ତି। ସେହିପରି ଭାଇମାନେ ମଧ୍ୟ ଉପହାର ଦେଇ ନିଜ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରନ୍ତି। ଏହାକୁ ବଲିଉଡ୍,…

‘‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’’

ସବୁଜ ଓ ଲାଲ ରଙ୍ଗର ବର୍ଡର ସହିତ ଧଳା ରଙ୍ଗର ସାନ୍ତାଳୀ ଶାଢୀ । ପାଦରେ ଚପଲ ଏବଂ ମୁହଁରେ ହସ। ଶପଥ ଗ୍ରହଣ ସମାରୋହରେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏଭଳି ରୂପରେ ଦେଖିବାକୁ ମିଳିଥିଲା। ଏହି ସାନ୍ତାଳୀ ଶାଢୀ ହସ୍ତତନ୍ତ ଦ୍ୱାରା ନିର୍ମିତ। ଏହା ଜାତିର ପିତା…

ସଚେତନ କରାଇବ “ସାଥୀ”

ଭୁବନେଶ୍ୱର 23 ଅଗଷ୍ଟ ରେ କଲେଜ ଛାତ୍ରୀ, ଛାତ୍ର ଓ କିଶୋରୀମାନଙ୍କୁ ମାନସିକସ୍ତରରେ ସୁଦୃଢ଼ କରି ସମାଜରେ ଜଣେ ଲେଖାଏଁ ସୁନ୍ଦର ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଜିକ ସଂଗଠନ ବିଚାର ଭାରତୀ ଟ୍ରଷ୍ଟ ଦ୍ୱାରା ‘ସାଥୀ’…

ଦ୍ରୌପଦୀ ମୁର୍ମୁଙ୍କ ଯନ୍ତ୍ରଣାଦାୟକ ଜୀବନୀ …..

ଦେଶର ୧୫ ତମ ରାଷ୍ଟ୍ରପତି ହେବା ସହ ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବରେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ହାସଲ କରିଛନ୍ତି ଓଡିଶାର ୬୪ ବର୍ଷିୟ ଦ୍ରୌପଦୀ ମୁର୍ମୁ। ନାମ ପୂର୍ବରୁ ଯେତିକି ସମ୍ମାନଜନ ଶବ୍ଦ ଯୋଡି ହୋଇଛି, ତାଙ୍କ ବ୍ୟକ୍ତିଗତ ଜୀବନ ଥିଲା ସେତିକି…