Browsing Category
ଭଲ ଖବର
ହାନିକାରକ ପ୍ୟାକେଜ୍ଡ୍ ଫୁଡ୍: ପାଟିକୁ ସୁଆଦିଆ, ହେଲେ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ
ବର୍ତ୍ତମାନର ଯୁବପିଢ଼ି ପ୍ରକ୍ରିୟାକୃତ ଖାଦ୍ୟ (ପ୍ରୋସେସ୍ଡ୍ ଫୁଡ୍ ବା ପ୍ୟାକେଜ୍ଡ୍ ଫୁଡ୍) ଖାଇବାକୁ ପ୍ରାୟତଃ ପସନ୍ଦ କରୁଛନ୍ତି। ଆଧୁନିକ ଜୀବନଶୈଳୀରେ ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି। କେତେକ ଏହାକୁ ବିଳାସପୂର୍ଣ୍ଣ ଖାଦ୍ୟ ତାଲିକାରେ ମଧ୍ୟ ଯୋଡ଼ିଛନ୍ତି। ବଜାରରେ ଭଳିକି ଭଳି…
ବିଶ୍ବକର୍ମାଙ୍କ ବିସ୍ମୟ ସୃଷ୍ଟି : ସତ୍ୟଯୁଗରୁ କଳିଯୁଗ- ରାବଣର ପୁଷ୍ପକ ବିମାନରୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ…
ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପ୍ରାଚୀନ ଗ୍ରନ୍ଥ, ପୁରାଣ, ଉପନିଷଦ ଆଦି ଅବଲୋକନ କଲେ ଜଣାପଡ଼େ ବିଶ୍ବକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ। ବିଶ୍ବକର୍ମା ଅନ୍ୟ ଅର୍ଥରେ ବିଶ୍ବର ସୃଷ୍ଟିକର୍ତ୍ତା। ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ବକର୍ମାଙ୍କ ଜନ୍ମ ବୋଲି ପୁରାଣରେ…
ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥୀ ପଟ୍ଟନାୟକ
ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ, ସାରସ୍ବତ ସାଧକ ଦାଶରଥୀ ପଟ୍ଟନାୟକଙ୍କର ଆଜି ପୁଣ୍ୟତିଥି। ଦାସିଆ ଅଜା ନାମରେ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ଦାସିଆ ଅଜା ୧୯୦୭ ମସିହା ଜୁଲାଇ ୧୨ ତାରିଖରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ୍ର ଉଦୟପୁର ଗ୍ରାମରେ…
ବଢୁଛି ଆତ୍ମହତ୍ୟା ପ୍ରବଣତା, ସୃଷ୍ଟିର ଶ୍ରେଷ୍ଠ ଜୀବ ହୋଇ କାହିଁକି ଆତ୍ମହତ୍ୟା ଭଳି ନିକୃଷ୍ଟ ପନ୍ଥାକୁ ଆପଣାଉଛି ମଣିଷ
ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ଏ ବିଶ୍ୱ ବ୍ରହ୍ମାଣ୍ଡରେ ପୁଣ୍ୟ ଅର୍ଜନ କେବଳ ମାନବ ପକ୍ଷେ ସମ୍ଭବ। ଏଣୁ ମାନବ ଜୀବନକୁ ଦୁର୍ଲଭ ବୋଲି କୁହାଯାଏ। ମଣିଷର ଜନ୍ମ, ମୃତ୍ୟୁ ଉଭୟ ପ୍ରକୃତି ଦ୍ବାରା ନିୟନ୍ତ୍ରିତ ଓ ପରିଚାଳିତ। କିନ୍ତୁ ଅନେକ କ୍ଷେତ୍ରରେ ବିଭିନ୍ନ କାରଣ ନେଇ ମଣିଷ ଅପମୃତ୍ୟୁର…
କପା ବ୍ୟବସାୟୀରୁ ଦେଶର ଉପ-ରାଷ୍ଟ୍ରପତି : ଜାଣନ୍ତୁ କେମିତି ଥିଲା ନୂଆ ଉପରାଷ୍ଟ୍ରପତିଙ୍କ ରାଜନୈତିକ ଯାତ୍ରା….
ସିପି ରାଧାକ୍ରିଷ୍ଣନ ଦେଶର ନୂତନ ଉପରାଷ୍ଟ୍ରପତି ହୋଇଛନ୍ତି। ସେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତାରେ ବିରୋଧୀ ପ୍ରାର୍ଥୀ ଜଷ୍ଟିସ୍ (ଅବସରପ୍ରାପ୍ତ) ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି। ଆଜି ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ସିପି ରାଧାକ୍ରିଷ୍ଣନଙ୍କୁ ୪୫୨ ଭୋଟ ମିଳିଥିଲା। ଯେତେବେଳେ…
ଆସିଲା ରୁଷିଆର କର୍କଟ ଟିକା : ଜାଣନ୍ତୁ ଏହାର ମୂଲ୍ୟ କେତେ ଓ କେବେ ହେବ ଉପଲବ୍ଧ
କର୍କଟ ରୋଗ ଭଳି ଏକ ମାରାତ୍ମକ ରୋଗ ବିରୁଦ୍ଧରେ ଲଢ଼ିବାରେ ଏକ ବଡ଼ ସଫଳତା ହାସଲ ହୋଇଛି। ରୁଷିଆର କର୍କଟ ଟିକା ପ୍ରିକ୍ଲିନିକାଲ୍ ପରୀକ୍ଷଣରୁ ଉତ୍ତୀର୍ଣ୍ଣ ହୋଇଛି ଏବଂ ଏବେ ଏହା ବ୍ୟବହାର ପାଇଁ ପ୍ରସ୍ତୁତ। ନୂତନ mRNA-ଆଧାରିତ କର୍କଟ ଟିକା ୩ ବର୍ଷର ପରୀକ୍ଷଣରେ ନିରାପଦ ଏବଂ ପ୍ରଭାବଶାଳୀ…
ପବିତ୍ର ଅଶୋକାଷ୍ଟମୀ;ଭୁବନେଶ୍ୱର ରଥଦାଣ୍ଡରେ ଗଡ଼ିବ ରୁକୁଣାରଥ।
ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ରୁ ଏହାକୁ ”ଅଶୋକାଷ୍ଟମୀ” କୁହାଯାଏ
ଦୁର୍ଗା ପୂଜା 2024: ବେଶ୍ୟା ପ୍ରାଙ୍ଗଣର ମାଟିରୁ ନିର୍ମିତ ହୁଏ ମା ଦୁର୍ଗାଙ୍କ ମୂର୍ତ୍ତି, ଜଣାନ୍ତୁ ଏହା ପଛର…
ଶାରଦୀୟ ନବରାତ୍ର ୨୦୨୪ : ଶାରଦୀୟ ନବରାତ୍ର ହିନ୍ଦୁ ଧର୍ମର ଅନ୍ୟତମ ପ୍ରମୁଖ ପର୍ବ | ଏବର୍ଷ ଶାରଦୀୟ ନବରାତ୍ର ପର୍ବ ଅକ୍ଟୋବର ୩ ରୁ ଆରମ୍ଭ ହୋଇସାରିଛି, ୧୨ ପର୍ଯ୍ୟନ୍ତ ପାଳନ କରାଯିବ | ନଅ ଦିନ ଧରି ଚାଲିଥିବା ଏହି ମହାନ ପର୍ବ ଦେବୀ ଦୁର୍ଗାଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ | ଏହି ଅବସରରେ…
ଆନ୍ତର୍ଜାତୀୟ ଯୋଗ ଦିବସ 2024: ଜୁନ୍ ରେ କାହିଁକି ପାଳନ କରାଯାଏ? ଜାଣନ୍ତୁ ଏହାର ଇତିହାସ, ଗୁରୁତ୍ୱ ଏବଂ ଥିମ୍ …
ଆନ୍ତର୍ଜାତୀୟ ଯୋଗ ଦିବସ 2024: ଭାରତ ଏବେ ବିଶ୍ୱ ଗୁରୁ ଭାବରେ ସମ୍ବୋଦ୍ଧିତ ହେବାର ସମୟ ଆସିଛି। ଯୋଗ ପ୍ରସଙ୍ଗରେ ଭାରତ ହେଉଛି ବିଶ୍ୱ ଅଗ୍ରଣୀ ବା ବିଶ୍ବର ଗୁରୁ । ଯୋଗକୁ ଆନ୍ତର୍ଜାତୀୟ ମାନ୍ୟତା ଦେବା ଏବଂ ଯୋଗ ମାଧ୍ୟମରେ ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରିବାରେ ଭାରତର ବଡ଼ ଭୂମିକା…