Browsing Category
ମନୋରଞ୍ଜନ
Featured posts
step relationship : କିଏ କହିଲା ଷ୍ଟେପ୍ ସମ୍ପର୍କରେ ପ୍ରେମ ନାହିଁ, ବି-ଟାଉନର ଏହି ଭାଇ ଓ ଭଉଣୀମାନଙ୍କୁ ଦେଖନ୍ତୁ …
ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ। ଚଳିତ ବର୍ଷ ଦୁଇ ଦିନ ପଡୁଥିବାରୁ କିଛି ଲୋକ ଗତକାଲି ଏବଂ ଅନ୍ୟ କିଛି ଲୋକ ଆଜି ରକ୍ଷାବନ୍ଧନ ପାଳନ କରୁଛନ୍ତି। ଏହି ପର୍ବ ଭାଇ-ଭଉଣୀ ମଧ୍ୟରେ ମଧୁରତା ଆଣିବା ସହ ସମ୍ପର୍କକୁ ଆହୁରି ଦୃଢ ବା ମଜବୁତ କରିଥାଏ। କିନ୍ତୁ କୁହାଯାଏ…
ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ କିଏ ମେକଅପ୍ କରିଥିଲେ ? ଶେଷ ଯାତ୍ରାରେ ‘ଚାନ୍ଦନୀ’ ପିନ୍ଧିଥିଲେ ନିଜ…
ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଦେହାନ୍ତ ହେବାର ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକମାନେ ବିଶ୍ବାସ କରିପାରୁ ନାହାଁନ୍ତି, ଯେ ସେ ଆଉ ଏ ଦୁନିଆରେ ନାହାଁନ୍ତି। ଫେବୃଆରୀ ୨୪, ୨୦୧୮ ରେ ଶ୍ରୀଦେବୀ ଦୁବାଇର ଏକ ହୋଟେଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ବି ଚାନ୍ଦନୀଙ୍କ ଶେଷ…
ଭାଲେଣ୍ଟାଇନ୍ ସପ୍ତାହ : ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦିଏ ଏହି ମନ୍ଦିର, ଜାଣନ୍ତୁ କେଉଁଠି ?
ପ୍ରେମ ପାଇଁ ହତ୍ୟା, ମାରପିଟ୍ ଏବଂ ଅନରକିଲିଂ ଭଳି ଘଟଣାର ଆପଣ ଅନେକ ଥର ନ୍ୟୁଜରେ ଦେଖୁଥିବେ ଏବଂ ପଢୁଥିବେ। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ରହିଛି। ଅନେକ କ୍ଷେତ୍ରରେ ପ୍ରେମୀଯୁଗଳ ସୁରକ୍ଷା ପାଇଁ ହାଇକୋର୍ଟକୁ ମଧ୍ୟ ଯାଇଥାନ୍ତି। କେତେବେଳେ ସେମାନଙ୍କୁ ସୁରକ୍ଷା ମିଳେ, ତ ଅନ୍ୟ କେତେବେଳେ…
ବର୍ଷ ୨୦୨୨ : ଓଲିଉଡ୍ର ଚର୍ଚ୍ଚିତ ବିବାହ
ବଲିଉଡ ହେଉ ଅବା ଓଲିଉଡ, ଏବର୍ଷ ଅନେକ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯଦି ଆମେ ବର୍ଷ ଆରମ୍ଭରୁ ଦେଖିବା ତେବେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆଙ୍କ ବିବାହ ହୋଇଥିଲା। ଏହି ଲିଷ୍ଟରେ ଅନେକ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ନାମ ସାମିଲ ରହିଥିଲା। ତେବେ ଆସନ୍ତୁ…
ବର୍ଷ ୨୦୨୨ : ସୁପରଷ୍ଟାର ମା’ଙ୍କ ନୂଆ ଯାତ୍ରା
ଚଳିତ ବର୍ଷ ବଲିଉଡରେ ଚଳଚ୍ଚିତ୍ର ଅପେକ୍ଷା ଅଧିକ ଚର୍ଚ୍ଚା ସାଉଁଟି ଥିଲେ ନୂଆ କରି ମା’ ହୋଇଥିବା ସୁପରଷ୍ଟାର ଅଭିନେତ୍ରୀମାନେ। ଏମାନେ ମା’ ହେବା ପୂର୍ବରୁ ବର୍ଷ ସାରା ହେଡଲାଇନରେ ରହିଥିଲେ। କେତେବେଳେ ଗର୍ଭଧାରଣର ଫଟୋସୁଟ୍ ତ, ଅନ୍ୟ କେତେବେଳେ ହସ୍ପିଟାଲରେ ସୋନୋଗ୍ରାଫି ଫଟୋ ସୋସିଆଲ…
ସ୍ୱାସ୍ଥ୍ୟ ପାଇଁ ନୃତ୍ୟ
ଯେଉଁମାନେ ନିୟମିତ ବ୍ୟାୟାମ କରନ୍ତି ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପ୍ରାପ୍ତ ହୋଇଥାଏ। ଯଦି ଶରୀର ସୁସ୍ଥ ତେବେ ମନ ମଧ୍ୟ ସୁସ୍ଥ । ଆଜି ଯଦି ଆପଣଙ୍କର ବ୍ୟାୟାମ କରିବାକୁ ସମୟ ନାହିଁ, ତେବେ ଆସନ୍ତାକାଲି ଅସୁସ୍ଥ ହେବାକୁ ପ୍ରସ୍ତୁତ ରହିବାକୁ ପଡିବ। ଭଲ ଖାଦ୍ୟ,…