Browsing Category

ସଂପାଦକୀୟ

ରଜସ୍ବଳା : ଘୃଣ୍ୟ ନା ପୂଜ୍ୟ !

ରଜସ୍ବଳା ନାରୀ । ଠାକୁର ଘରକୁ ମନା, ରୋଷଶାଳକୁ ମନା। ମୁଣ୍ଡିଆ ମାରିବା ମନା, ପୁରୁଷକୁ ଛୁଇଁବା ମନା। ଅପବିତ୍ର ଓ ଅଛୁଆଁ । ବର୍ତ୍ତମାନର ଜ୍ଞାନକୌଶଳ ଯୁଗରେ ଏସବୁ ବାରଣ ସମାଜରୁ ଲିଭିନି। ଯଦିଓ ସହରାଞ୍ଚଳରେ ଏସବୁକୁ ଅଣଦେଖା କରାଯାଉଛି, କିନ୍ତୁ ଗ୍ରାମାଞ୍ଚଳରେ କଡାକଡି ଥିବା ଦେଖାଯାଏ।…

ସମ୍ପାଦକୀୟ

କେବେ ତୁମେ ଜାୟା ପୁଣି କେବେ ସାଜ ଜନନୀ, ରାକ୍ଷୀ ବାନ୍ଧି ଗଢ ସମ୍ପର୍କ ହୋଇ ତୁମେ ଭଗିନୀ । ପରକୁ ଆପଣା କରିପାର ତୁମେ ସାଜି ପୁଣି ଘରଣୀ, ନାରୀ ଏକ ରୂପ ତା ଅନେକ ସର୍ବଂସହା ସେ ଚିରବନ୍ଦିନୀ । ନ ଅଇରି ଯାହାର ସେ ହେଉଛି ନାରୀ । ଅର୍ଥାତ୍ ନାରୀର କେହି ଶତ୍ରୁ ନାହାନ୍ତି । ସମାଜର…

ଲଜ୍ଜାଜନକ ଟ୍ୟାକ୍ସ : ‘ବ୍ରେଷ୍ଟ ଟ୍ୟାକ୍ସ’

ନିକଟରେ ହିଜାବ ବିବାଦକୁ ନେଇ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କର୍ଣ୍ଣାଟକର ଏକ ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ କୋର୍ଟରେ ପହଞ୍ଚିଛି। କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ କର୍ଣ୍ଣାଟକର କୌଣସି ଶିକ୍ଷାନୁଷ୍ଠାନରେ କେହି…

ସମ୍ପାଦକୀୟ : ଆବଶ୍ୟକ ..କଠୋର ସୁଶୃଙ୍ଖଳିତ, ନୈତିକବୋଧଥିବା ଯୁବଗୋଷ୍ଠୀ

ମଣିଷ ନିଜ ଜୀବନର କୌଣସି ଲକ୍ଷ୍ୟ ସାଧନ କରିବା ପାଇଁ କେବଳ ଚେଷ୍ଟା କଲେ ହୋଇଯାଏନି । ଏଥିପାଇଁ ଦୃଢପ୍ରତିବଦ୍ଧତା ଆବଶ୍ୟକ । ସେହିପରି ସମାଜ । ବ୍ୟକ୍ତି ସମୂହରେ ସମାଜ ଗଢା । କୌଣସି ସମାଜର ଉନ୍ନତି ପାଇଁ ବ୍ୟକ୍ତି ପ୍ରତିବଦ୍ଧ ହେବା ଆବଶ୍ୟକ । ଇସ୍ରାଏଲ ଏକ ଛୋଟିଆ ଦେଶ, ଯାହାର ଜନସଂଖ୍ୟା…

ତିତିଲିର ଡେଣା…..

ପୁରୀ ବୁଲିବାକୁ ଯାଇଥିଲି ସାଙ୍ଗ ହୋଇ ମାଙ୍କ ସହିତ ସୋନୁଙ୍କର ଜନ୍ମଦିନ ପାଳିବୁ । ଖବର ପାଇଲି କରୋନା ଯୋଗୁଁ ଲକ୍‍ଡାଉନ୍‍ । ପ୍ରଥମ ପନ୍ଦର ଦିନ କିଛି ଖରାପ ଲାଗିଲାନି ବହୁତ ଖୁସି ସ୍ୱାମୀ ସ୍ତ୍ରୀ ପିଲା ମାଆ ସମସ୍ତେ ଏକାଠି ରହିବାର ସୁଯୋଗ ପାଇଲୁ । ପରେ ପରେ ଲାଗିଲା କେମିତି ଚଳିବ ଏ…