Browsing Category

ସଂପାଦକୀୟ

ଭର୍ଜିନିଟି ଟେଷ୍ଟ କ’ଣ ? କାହିଁକି ଏହାକୁ ନେଇ ଏତେ ଚର୍ଚ୍ଚା ….

ସମୟ ଥିଲା ଯେତେବେଳେ ମହିଳାମାନଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା। ପୁରୁଷପ୍ରାଧାନ୍ୟ ଦେଶରେ ପ୍ରତିଦିନ ଅନେକ ପରୀକ୍ଷା ଦେବାକୁ ପଡୁଥିଲା। ନିଜ ଶରୀର ଉପରେ ପୁରୁଷମାନଙ୍କ ସମ୍ପୂର୍ଣ୍ଣ ଅଧିକାର ଥିଲା, କିନ୍ତୁ ଯେତେବେଳେ ମହିଳାମାନଙ୍କ କଥା ଆସେ, ସେତେମେଳେ ସମାଜ ସେମାନଙ୍କ ପାଇଁ ଅତ୍ୟନ୍ତ…

ମହିଳା ଦିବସ ୨୦୨୩ : ମାର୍ଚ୍ଚ 8 ରେ ଆନ୍ତର୍ଜାତୀୟ ମହିଳା ଦିବସ କାହିଁକି ପାଳନ କରାଯାଏ, ଏହା ସହ ଜଡିତ କିଛି ରୋଚକ…

କୁହାଯାଏ ଯେ ଜଣେ ମହିଳା ସମସ୍ତ ସମ୍ପର୍କକୁ ବାନ୍ଧି ରଖିଥାଏ। ସବୁ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅବଦାନ ବହୁତ ଅଧିକ। ସେମାନେ କେବଳ ଘରର ଯତ୍ନ ନିଅନ୍ତି, ତାହା ନୁହେଁ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ନିଜ ଦାୟିତ୍ବକୁ ଅତି ନିକ୍ଷୂଣ ଭାବେ ତୁଲାଇଥାନ୍ତି। ଏହା ସହିତ ଦେଶର ପ୍ରଗତିରେ…

ବେଟି ଚାୟ ୱାଲି…..

ବେଟି ବିଜ୍‌ନେସ୍‌ ୱାଲି… ଆଗରୁ ଆପଣ ନିଶ୍ଚୟ ଶୁଣିଥିବେ। ଆଣ୍ଡ ଟିଭିର ଲୋକପ୍ରିୟ ଧାରାବାହିକ ଥିଲା ‘ବେଟି ବିଜ୍‌ନେସ୍‌ ୱାଲି’। ସେଥିରେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ଆଜି ଆମେ ଆଲୋଚନା କରୁଛେ ବେଟି ଚାଏ ୱାଲି ବିଷୟରେ.. ପୂର୍ବରୁ…

ଜୀବନ ଓ ମହାଭାରତ ଯୁଦ୍ଧ

ମହାଭାରତ ଯୁଦ୍ଧ ଏକ ପୌରାଣିକ କଥା ବସ୍ତୁ ନୁହେଁ। ଏହା ଏକ ଜୀବନ ଦର୍ଶନ। ପ୍ରକୃତ ମହାଭାରତ ଯୁଦ୍ଧ ଆମେ ଜାଣିଛେ ଯେ ପାଣ୍ଡବ ପାଞ୍ଚ ଭାଇ ଓ କୌରବ ଶହେ ଭାଇଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ। ଏ ଯୁଦ୍ଧ ର ଅର୍ଥ କଣ? ମହାଭାରତ ଯୁଦ୍ଧ ପରେ ସଂଜୟ ଯୁଦ୍ଧ କ୍ଷେତ୍ରକୁ ପରିଦର୍ଶନ କରିବାକୁ ଯାଇ ଥିଲେ।…

ଲିଭ୍-ଇନ୍ ରିଲେସନ୍‌ଶିପ୍ ର ନିୟମ ଓ ଏହାର ପ୍ରଭାବ

ଆଧୁନିକ ଯୁଗରେ, ସମ୍ପର୍କରେ ରହିବାର ଧାରା ବଦଳିଯାଇଛି। କାର୍ଯ୍ୟରତ ଯୁବକ ଓ ଯୁବତୀମାନେ ବିବାହ କରିବା ପରିବର୍ତ୍ତେ ଲିଭ୍ ଇନ୍ ରିଲେସନ୍‌ଶିପ୍ ରେ ରହିବାକୁ ପସନ୍ଦ କରୁଛନ୍ତି। ବିନା ବିବାହ ଏକାଠି ରହୁଥିବା ଜଣେ ପୁରୁଷ ଏବଂ ମହିଳାଙ୍କ ସମ୍ପର୍କକୁ ଲିଭ-ଇନ୍ ରିଲେସନ୍‌ଶିପ୍ କୁହାଯାଏ। ଏହା…

ଅକେଲେ ହେଁ ତୋ କ୍ୟା ଗମ୍ ହେ…..

ଆମେ ସାହାରା ଓ ସମର୍ଥନ ଚାହୁଁନାହୁଁ, କେବଳ ନିଜ ଅସ୍ତିତ୍ୱ ଚାହୁଁ। ବିଧବା, ପରିତ୍ୟକ୍ତା(ଡିଭୋସି) ଏବଂ ଅବିବାହିତ ଆମ ପରିଚୟ ନୁହେଁ। ଏଭଳି କିଛି ପଂକ୍ତିକୁ ଭାରତୀୟ ମହିଳାମାନେ ଭଲ ଭାବରେ ବୁଝିବା ସହ ତାହାକୁ ଆପଣାଇ ସାରିଛନ୍ତି। ବର୍ତ୍ତମାନ ସିଙ୍ଗଲ ବା ଏକାକୀ ରହିବାର କ୍ରେଜ କ୍ରମାଗତ…

ବେଆଇନ ସମ୍ପତ୍ତି ଦଖଲ ହେଲେ, କ’ଣ କରିବେ ? ଜାଣନ୍ତୁ କ’ଣ ରହିଛି ଆଇନଗତ ପ୍ରକ୍ରିୟା…

ସମ୍ପତ୍ତି ଉପରେ ମାଲିକର ମାଲିକାନା ଏକ ଆଇନଗତ ଅଧିକାର । ମାଲିକର ଇଚ୍ଛା ବିରୁଦ୍ଧରେ କୌଣସି ବାହାର ଲୋକ ସମ୍ପତ୍ତି ଉପରେ ମାଲିକାନା ଜାହିର କରିପାରିବେ ନାହିଁ। ସମ୍ପତ୍ତି ପାଇଁ ସମାଜରେ ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଛୁରୀ ଏବଂ ବନ୍ଧୁକ ମୁନରେ ଅନ୍ୟର ସମ୍ପତ୍ତି ଉପରେ ଅତି…

ରଥ, ପଥ, ଜଗନ୍ନାଥ 

ପଥ ରହିଅଛି ରଥକୁ ଚାହିଁ, କେବେ ଆସିବେ ମୋ କଳା ଗୋସେଇଁ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ, ଜନ୍ମବେଦୀ ଯିବ ଜଗା ଗହଳ ଲଗାଇ। ସଭିଏଁ କୁହନ୍ତି ତୁମକୁ ବିଶ୍ବନିୟନ୍ତା, କିନ୍ତୁ ମୁଁ କୁହେ ତୁମକୁ ସାଧାରଣ ଜନତା। ତୁମର ତ ସବୁ ବଡ଼ ଯେପରିକି ବଡ଼ଦାଣ୍ଡ, ବଡ଼ଦିଅଁ,…

ରଥଯାତ୍ରା ୨୦୨୨ : ନୃତ୍ୟ ପ୍ରେମୀ ଜଗନ୍ନାଥ

ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ରଥଯାତ୍ରା। ଚକ ଓ ପଥ ଦୁହେଁ ଦୁହିଁଙ୍କ ଅପେକ୍ଷାରେ। ରାତିକ ପରେ ଚାଲିବ ଚକ। ହେଲେ ଚକ ଗଡିବା ପୂର୍ବରୁ ରଥ ସମ୍ମୁଖରେ ବିଭିନ୍ନ ପ୍ରକାରର ପାରମ୍ପାରିକ କଳାକୃତି ଯେପରି ଓଡିଶୀ, ଛଉ, ଗୋଟି ପୁଅ ନୃତ୍ୟ ଏବଂ ପଞ୍ଜାବୀ ତରିକାରେ ଚକ୍ର ବୁଲାଇବା ଓ ବିଭିନ୍ନ…

ନାରୀ-ଶକ୍ତି: କୋର୍ଟ କଚେରୀକୁ ଭୟ କରୁଥିବା ଆଦିବାସୀ, ଦେଶର ସର୍ବୋଚ୍ଚ ପଦବୀର ଅଧିକାରିଣୀ !

ଦିନ ଥିଲା.. ଆଦିବାସୀ ଲୋକ ଥି​‌ଲେ ଦୁର୍ବଳ, ଅବହେଳିତ। ଶିକ୍ଷିତ ଓ ଆଧୁନିକ ଲୋକଙ୍କ ଦ୍ବାରା ଠକାମିର ଶିକାର ହେଉଥିଲେ। କିଏ ସେମାନଙ୍କ ଠାରୁ ଜମି ଲୁଟି ନେଉଥିଲା ତ ଅନ୍ୟ କେହି ଜଙ୍ଗଲ, କେହିକେହି ସେମାନଙ୍କ ଝିଅ ବୋହୂଙ୍କୁ ଦୁର୍ବ୍ୟବହାର ମଧ୍ୟ କରୁଥିଲେ। କେବେକେବେ ଆଦିବାସୀ ସମ୍ପ୍ରଦାୟ…