Browsing Category

ଅତିଥି ଲେଖକ

କଥା ଦୁଇପଦ…କୀର୍ତ୍ତିମୂଖ ସଂପର୍କରେ

ନୂଆକରି ପ୍ରତିଷ୍ଠା ହୋଇଥିବା ଗୋଟିଏ ଘରେ ଆମର ବନ୍ଧୁ ଜଣେ ଭଡାରେ ରହିବାକୁ ଆସିଥାନ୍ତି । ଘରର ଦୁଆର ଉପରେ ଲାଗିଥିବା ମୁଖାଟି ବନ୍ଧୁଙ୍କ ମନକୁ ପାଉନଥାଏ । ଅଗତ୍ୟା ସେ କହିଲେ ଏ ଭୟଙ୍କର ମୁଖାଟି ମୁଖ୍ୟ ଦ୍ୱାର ଉପରେ କି ପ୍ରୟୋଜନ? ଘରମାଲିକ ଏଠି ଗଣେଷ କିମ୍ୱା କୌଣସି ଅନ୍ୟ ଦେବାଦେବୀ…