Browsing Category
ଅତିଥି ଲେଖକ
ଛିନ୍ନ ଦେହରେ ଦିବ୍ୟ ଭଗବାନ
ବିବର୍ତ୍ତନ ବାଦ ତତ୍ତ୍ଵ ଅନୁଯାୟୀ ମନୁଷ୍ୟ ସର୍ବଶ୍ରେଷ୍ଠ ଓ ସର୍ବଶେଷ ଜୀବ ବୋଲି ସମସ୍ତେ ସ୍ଵୀକାର କରିସାରିଥିବା ବେଳେ ଅତିମାନସ୍ ଯୋଗର ପ୍ରବର୍ତ୍ତକ ଋଷି ଶ୍ରୀ ଅରବିନ୍ଦ ଙ୍କ ଘୋଷଣା "ମନୁଷ୍ୟ ଏକ ମଧ୍ୟବର୍ତ୍ତୀ କାଳୀନ ଜୀବ" ପୃଥିବୀର ସମସ୍ତ ବୈଜ୍ଞାନିକ ଓ ଚିନ୍ତାଶୀଳ ବ୍ୟକ୍ତିଙ୍କ ମଧ୍ୟରେ!-->…
ବେଦମନ୍ତ୍ରରେ ମନ୍ତ୍ରିତ ସମଜାନ୍ ଖାତୁନ୍
ହୃଦୟରେ ପ୍ରେମ ଓ ମନରେ ଭକ୍ତି ଥିଲେ ଜାତି, ଧର୍ମ, ସମ୍ପ୍ରଦାୟର ସୀମା ସରହଦ ତୁଛ ଲାଗେ । ଭକ୍ତର ଛଳନାହୀନ ଭଲପାଇବା ଆଗରେ ସ୍ୱୟଂ ଭଗବାନ ବି ନଇଁ ପଡନ୍ତି । ତେବେ ଈଶ୍ୱର ବିଶ୍ୱାସ ଆଗରେ ହାର ମାନିଯାଏ ଧର୍ମର ଯାବତୀୟ କଟକଣା, ଏକଥା ଇତିହାସରେ ଅନେକ ବାର ପ୍ରମାଣିତ । ଧର୍ମ, ସମ୍ପ୍ରଦାୟ,!-->…
ଏକ ସ୍ୱଳ୍ପ ବେତନ ଭୋଗୀ ର କାହାଣୀ
ଗତ ଦୁଇ ବର୍ଷ ତଳେ ସୋସିଆଲ ମିଡିଆରେ ବହୁଳ ଭାବରେ ଅଦୃତ ହୋଇଥିବା ଘଟଣାଟିଏ ଉଲ୍ଲେଖ କରିବାକୁ ଚାହୁଁଛି । ଜଣେ ମିହିଳା କର୍ମଚାରୀ ପନ୍ଦର ମାସରେ ଅଠର ହଜାର ଟଙ୍କା ରୋଜଗାର କଲେ ତାର ମାସିକ ଦରମା କେତେ? ସାତ ମାସରେ ମହିଳା ଜଣଙ୍କ କେତେ ଟଙ୍କା ରୋଜଗାର କରିପାରିବ ଏବଂ ତିରିଶି ହଜାର ଟଙ୍କା!-->…
ଜାତୀୟ ବାଳିକା ଦିବସ କାହିଁକି??
କେବେ ଝିଅ, କେବେ ସ୍ତ୍ରୀ, କେବେ ମା ରୂପ ରେ ଏ ସୃଷ୍ଟିର ଅବସ୍ଥିତି କୁ ଅକ୍ଷୁର୍ଣ୍ଣ ରଖିଥିବା ନାରୀ ଫୁଲ ପରି କୋମଳ ହେଲେବି ଧରଣୀ ପରି ଅସୀମ ଧୈର୍ଯ୍ୟଵାନ, ଆକାଶ ପରି ବିଶାଳ ତାର ହୃଦୟ, ସାଗର ପରି ଗଭୀର ତାର ମନ, ପର୍ବତ ପରି ଉଚ୍ଚ, ସ୍ଥିର ସ୍ତିବିର ତାର ସାହସ ଓ ମନୋବଳ।
!-->!-->!-->!-->!-->…
ଋତୁସ୍ରାବ ନୁହେଁ ସାମାଜିକ ବ୍ୟାଧି…
ସେଦିନ ମୋର ସାଙ୍ଗର ଘରେ ଭୀଷଣ ପାଟିତୁଣ୍ଡ, ୱାଟସ୍ଆପ୍ ଗ୍ରୁପ୍ରେ ମେସେଜ୍ ଦେଲା ଝିଅର ପ୍ରଥମ ମାସିକ ଋତୁସ୍ରାବ ବିଷୟରେ, ଆମେ ତାକୁ କହିଲୁ ହଉ ତା’ହେଲେ ଠିକ୍ ଅଛି, ତାକୁ ଟିକେ ପାଖରେ ବସେଇକି ଗେହ୍ଲାକରି ସବୁ ଜିନିଷ ଭଲ କରି ବୁଝେଇକି କହିଦେ । କିନ୍ତୁ ସେପଟୁ ମୋର ସାଙ୍ଗ!-->!-->!-->…
ମାନସିକ ଚାପ ବଶବର୍ତ୍ତୀ ମହିଳାଙ୍କ ସମସ୍ୟା ଓ ତାର ସମାଧାନ…
ମହାମାରୀ କରୋନା ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି , ହେଲେ ଏହାଦ୍ୱାରା ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ମହିଳାମାନେ | ଏ ଲକଡାଉନ କେବଳ ଶାରୀରିକ ନୁହେଁ ମାନସିକ ଏବଂ ମନସ୍ତାତ୍ତ୍ୱିକ ରୂପେ ମଧ୍ୟ ମହିଳାମାନଙ୍କ ପାଇଁ ଆଣିଦେଇଛି ଚିନ୍ତା ଓ ବିଷାଦ | କହିବା ବାହୁଲ୍ୟ ଘରେ!-->!-->!-->…
ମହିଳା ସମାନତା ଦିବସରେ ମହିଳା କେଉଁଠି….
ଆକାଶ ରେ ଆଜି ଉଡ଼ିପାରୁଛି ମହିଳାକ୍ଷ ଅତଳ ସମୁଦ୍ର ଗର୍ଭ ରେ ବି ରହିପାରୁଛି ମହିଳା । ଅସରନ୍ତି ରାସ୍ତା ଅତିକ୍ରମ କରି ଆଗ ରେ ଚାଲୁଛି ବି ଆଜି ମହିଳା । ପୁରୁଷ କୁ ପଛରେ ବି ପକେଇ ଆଗ କୁ ଯାଇଛି ତ ଆଉ କୋଉ ଜାଗା ରେ ପୁରୁଷ ର କାନ୍ଧ ରେ କାନ୍ଧ ମିଶେଇ ଚାଲଛି । ଏତେ ସବୁ ଭିତରେ ମଧ୍ୟ ଆଜି!-->…
କରୋନା ଯୋଦ୍ଧା ! ସମ୍ମାନିତ ନା… ନିର୍ଯ୍ୟାତିତ ?
କରୋନା ଯୋଦ୍ଧାଙ୍କୁ ସମ୍ମାନ,ସମ୍ବର୍ଦ୍ଧନା କଣ ହାସ୍ୟାସ୍ପଦ !!! ମହାମାରୀ "କରୋନା ଭୁତାଣୁ "ସହ ପ୍ରତ୍ୟକ୍ଷ ସଂଗ୍ରାମ ରେ ଯେଉଁମାନେ ସାମିଲ ହୋଇ ସାରା ସମାଜକୁ କରୋନା କବଳରୁ ମୁକ୍ତ କରିବା ପାଇଁ ପ୍ରୟାସ କରୁଛନ୍ତି ସେଇମାନଙ୍କୁ "କରୋନା ଯୋଦ୍ଧା" ଭାବରେ ଅଭିହିତ କରା ଯାଇଛି । ସେମାନଙ୍କ…
ନାରୀର ଅନ୍ତର୍ନିହିତ ଶକ୍ତି
ନାରୀ ସବୁବେଳେ ପୂଜନୀୟା l ପୁରୁଣା ଯୁଗରେ ବି ନାରୀ କୁ ବହୁତ ଉଚ୍ଚ ମର୍ଯ୍ୟାଦା ଦିଆଯାଇଥିଲା l ବିବାହ, ବ୍ରତ, ପୂଜା, ଯଜ୍ଞାଦି ରେ ସ୍ୱାମୀ ସହିତ ସ୍ତ୍ରୀ ନ ରହିଲେ, ସେ ପୂଜା ପରିପୂର୍ଣ୍ଣ ହଉ ନ ଥିଲା l ଯଦିଓ ଗୃହ ଭିତର କାର୍ଯ୍ୟ ସମ୍ପାଦନରେ ତାର ଅଧିକ ଭୂମିକା ରହୁଥିଲା, କିନ୍ତୁ…
ସଶକ୍ତ ସମାଜ ନା ସଶକ୍ତ ନାରୀ !
-ପ୍ରୀତି ଧଳ
ସୁନ୍ଦର ତୃପ୍ତି ର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ଯଦି ଏ ସୁନ୍ଦର ସୃଷ୍ଟି କଥା କହିବା ତାହେଲେ ନାରୀ ହେଉଛି ଭଗବାନ ଙ୍କ ର ସବୁଠାରୁ ସୁନ୍ଦର ସୃଷ୍ଟି .. ଏଇ ପାଞ୍ଚ ପଦ କଥା ମତେ ସେଇଦିନ ପ୍ରମିଳା କହିଥିଲା । ବୟସ ୪୭ ହାତ ଗୋଡ଼ ଦୁଇଟି ଅକର୍ମଣ୍ୟ ।…