ବିବାହ ପୂର୍ବର ସମ୍ପର୍କ….

ଆଜିକୁ ଠିକ ସାତଦିନ ରହିଲା ।ଦିନ ପାଖେଇ ଆସୁଛି । ସବୁ କିଣା କିଣି ବି ସରିଛି । ନିର୍ବନ୍ଧ କାମଟା ସରିଗଲେ ବାହାଘର ପାଇଁ ପୁଣି ଅଣ୍ଟା ଭିଡ଼ିବାକୁ ହେବ ।ଗୋଟିଏ ବୋଲି ଭାଇର ବାହାଘର । ଘରର  ଶେଷ ମାଙ୍ଗଳିକ କାମ । ହେଲେ ସେଦିନ ରାତି ପ୍ରାୟ ଦଶଟା ହେବ । ଗୋଟେ ଅଜଣା ଫୋନ ନମ୍ବରରୁ, ଘର

ଉଆଁସୀ କନ୍ୟା

ରାତି ଦୁଇଟା ହେବ । ମୋବାଇଲର ଶବ୍ଦରେ ସୋନାଲିର ନିଦ ଭାଙ୍ଗିଗଲା । ଆଖି ମଳି ମଳି ଦେଖିଲା , ଅଜଣା ନମ୍ବର ।ଚାରି ଚାରିଟି ମିସ କଲ ।ଜରୁରୀ ନହୋଇଥିଲେ କେହି ଏତେ ରାତିରେ ଏମିତି ଫୋନ କରିନଥାନ୍ତା । ସୋନାଲିର ଭାବନାରେ ପୁର୍ଣଛେଦ ପକାଇ ପଞ୍ଚମ ଥର ପାଇଁ ମୋବାଇଲଟି ବାଜି ଉଠିଲା । ସେପଟୁ ଜଣେ

ସୁନ୍ଦର ଓ ସୁସ୍ଥ ବିଶ୍ୱ

ସ୍ୱାସ୍ଥ୍ୟ, ମାନବ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ । ଏହି ବହୁ ମୂଲ୍ୟବାନ ସମ୍ପଦ ବିଷୟରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେତୃତ୍ୱ ରେ ପ୍ରତି ବର୍ଷ ଏପ୍ରିଲ ୭ କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି । ୧୯୪୮ ରେ ଏହି ସଂଗଠନ ର ସ୍ଥାପନା

ପୋଲିସ୍ ଏଫ୍ଆଇଆର୍ ଗ୍ରହଣ ନକଲେ କରିବା କ’ଣ?

ଆମ ସହ କିଛି ଘଟଣା ଘଟୁ କି ପରିବାର ଲୋକ ଙ୍କ ସହ ସର୍ବ ପ୍ରଥମେ ଆମେ ପୋଲିସ୍ ଷ୍ଟେସନ୍ ଯାଇ ଏଫ୍ଆଇଆର୍ ଦେଇଥାଉ। କିନ୍ତୁ ବେଳେ ବେଳେ ଆମ ସାମ୍ନା କୁ ଏପରି ସ୍ଥିତି ଆସିଥାଏ,ପୋଲିସ ଏଫ୍ଆଇଆର୍ ଗ୍ରହଣ କରି ନଥାଏ,ତେବେ ଏଭଳି ଏକ ସ୍ଥିତି ରେ ଆପଣ କରିବେ କ'ଣ ଆସନ୍ତୁ ସବିଶେଷ ରେ ଜାଣିବା…ଆମ ସହ

ଉତ୍କଳ ଗୌରବ “ଉତ୍କଳ ଦିବସ”

ଖ୍ରୀଷ୍ଟ ପୂର୍ବ ୨୬୧ ରେ ମୌର୍ଯ୍ୟ ବଂଶୀ ସମ୍ରାଟ ଅଶୋକଙ୍କ "କଳିଙ୍ଗ ଯୁଦ୍ଧ"ଅତ୍ୟନ୍ତ ହୃଦୟ ବିଦାରକ ଥିଲା। କଳିଙ୍ଗକୁ ମୌର୍ଯ୍ୟ ସାମ୍ରାଜ୍ୟର ଅଧିକାର ଭୁକ୍ତ କରିବାର ଦୁର୍ବାର ଆକାଂକ୍ଷା ତାଙ୍କୁ "ତରବାରୀର ଜୟ ପ୍ରକୃତ ଜୟ ନୁହେଁ,ହୃଦୟର ଜୟ ହିଁ ପ୍ରକୃତ ଜୟ"ର ମହାନ୍ ଶିକ୍ଷା ଦେଇଥିଲା।ଏହି

ମୋୖସୁମୀ ଙ୍କ ଚକୋ ଗ୍ୟାଲେରିଆ…

ଚକଲେଟ୍ ଖାଇବା ଏବଂ ଖୁଆଇବା କାହାକୁ ବା ପସନ୍ଦ ନଥାଏ।ଆମ ଭିତରେ ଅନେକ ନିଜ ପସନ୍ଦ ର କାମ ନକରି ଅନ୍ୟ ପେସା ଆପଣେଇ ଥାଉ।କିନ୍ତୁ ଏମିତି ଏକ ମହିଳା ଉଦ୍ୟୋଗି ମୌସୁମୀ ସଂଜୟ ପଟ୍ଟନାୟକ ଯିଏ ନିଜ ପସନ୍ଦ କୁ ଆପଣେଇ ନିଜ ଇଛା ମୁତାବକ ଏକ ପେସା ଗ୍ରହଣ କରିଛନ୍ତି। ନିଜ ହାତ ତିଆରି

ମହାଶିବରାତ୍ରୀ ର ମହିମା…

ମାଘ ଫାଲଗୁନ ଉଭୟର ମଧ୍ୟବର୍ତ୍ତୀ କୃଷ୍ଣ ଚତୁର୍ଦ୍ଦଶୀ କୁ ଶିବରାତ୍ରୀ କୁହାଯାଏ । ଏହି ତିଥି ନିଖିଳ ଯଜ୍ଞ ଅପେକ୍ଷା ପ୍ରଧାନ ଏହି ଦିନରେ ଶିବଙ୍କ ଆରାଧନା ବିଶେଷ ଫଳପ୍ରଦ । ମହାଶିବରାତ୍ରୀ କାହିଁକି ପାଳନ କରାଯାଏ ? ୧-ଶିବରାତ୍ରି ଅର୍ଥାତ୍ ଶିବଙ୍କ ରାତ୍ରୀ ।ପୌରାଣିକ କଥା ଅନୁସାରେ

ଆନ୍ତର୍ଜାତିୟ ମହିଳା ଦିବସର ଅନୁଚିନ୍ତା

ଜଣେ ନାରୀ ଏକକାଳୀନ ଅନେକ ଭୂମିକା ଗ୍ରହଣ କରିବାର ସାମର୍ଥ୍ୟ ରଖେ ।ଜନନୀ ରୂପେ ସ୍ନେହ ମମତା ଓ କରୁଣାର ଗଙ୍ଗା ବୁହାଇ ଦିଏ ତ, ଭଗିନୀ ରୂପେ ଭାଇକୁ ପ୍ରେମ ବନ୍ଧନରେ ବାନ୍ଧି ପକାଏ, ପତ୍ନୀ ଭାବରେ ସ୍ୱାମୀ ସହ ସଂସାର ଗଢ଼ି ତାର ସମଧର୍ମ, ସମକର୍ମ ରେ ଅଂଶୀଦାର ହୋଇ ତାର ଚଲାପଥ କୁ କୁସୁମିତ