ବିଶ୍ବରେ ଏବେ ଭାରତର ଏଜେଣ୍ଡା ଚାଲୁଛି- ଓମ୍ ବିର୍ଲା

ସମ୍ବଲପୁର: ଦିନ ଥିଲା ଅନ୍ୟ ଦେଶଗୁଡ଼ିକ ଭାରତକୁ ଏକ ଦୁର୍ବଳ ରା‌ଷ୍ଟ୍ର ‌ଭାବେ ଦେଖୁଥିଲେ। ଗତ ୧୦ ବର୍ଷର ବିଜେପି ଶାସନ ମଧ୍ୟରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସାରା ଦୁନିଆର ଏଜେଣ୍ଡା ସ୍ଥିର କରିବାକୁ ଭାରତ ସକ୍ଷମ। ସାରା ଦୁନିଆରେ ଭାରତର ହିଁ ଏଜେଣ୍ଡା ଚାଲୁଛି। ଭାରତର…

ଖଲ୍ଲିକୋଟ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ। ମୁଁ ଏନେଇ ଗଭୀର ବିବ୍ରତ ଓ ଦୁଃଖିତ। ଏଭଳି…

ନିର୍ବାଚନୀ ହିଂସା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା ରୋକିବାକୁ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ…

ଦେବଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଦେବଗଡ଼,୧୬।୫(ଶଶାଙ୍କ ଶେଖର ଝାଙ୍କର)ସମ୍ବଲପୁର ମୋର ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମୋର୍‌ ଜୁହାର୍‌। ବିଏସକେୱାଇ ଯୋଜନା ଭଲ କି? ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ, ୫-ଟି ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ମା’ ସମଲେଇ ପ୍ରକଳ୍ପ, ପୁରୀ ପରିକ୍ରମା ପ୍ରକଳ୍ପ ଭଲ…

ରାଜ୍ୟରେ ପୁଣି ବଢିବ ତାତି, ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିବ ତାତି। ୩ରୁ ୫ ଡିଗ୍ରୀ ବଢିବ ତାତି। ଯାହାକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଗାମୀ ୩ଦିନ ରାଜ୍ୟରେ ବିଭିନ୍ନ ଜାଗାରେ ବର୍ଷା ଜାରି ରହିିବ। ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର,…

କଟକରେ ଶାହଙ୍କ ରୋଡ୍‌ ସୋ

କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ସନ୍ଧ୍ୟାରେ ଐତିହାସିକ କଟକ ସହରରେ ରୋଡ ସୋ’ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ରୋଡ୍‌ ଶୋ’ ମୁଖ୍ୟ ରାସ୍ତାରେ ନୁହେଁ, ବରଂ ଗଳିକନ୍ଦିରେ ଆୟୋଜନ ହୋଇଛି। ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା…

ଓଡିଶାବାସୀ ଚାହୁଁଛନ୍ତି ବିଜେପି ଆସୁ: ଓମ୍ ବିର୍ଲା

ଭୁବନେଶ୍ୱର: ଲୋକସଭା ବାଚସ୍ପତି ତଥା ଭାଜପା ନେତା ଓମ ପ୍ରକାଶ ବିର୍ଲା ବୁଧବାର ବାଲେଶ୍ୱରରେ ପହଞ୍ଚିଛନ୍ତି। ଦଳୀୟ ସମାବେଶକୁ ସମ୍ବୋଧନ କରି ବାଚସ୍ପତି ଓମ ବିର୍ଲା କହିଛନ୍ତି, ପୂର୍ବର ଭାରତ ଓ ବର୍ତ୍ତମାନର ଭାରତ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ଭାରତ ବିଭିନ୍ନ ସାମଗ୍ରୀ ପାଇଁ…

ଆସନ୍ତାକାଲି ଭୁବନେଶ୍ୱରରେ ନଡ୍ଡା-ହେମାମାଳିନୀଙ୍କ ରୋଡ୍‌ ଶୋ

ବିଜେପିର ଫୋକସରେ ଓଡ଼ିଶା। ଓଡ଼ିଶା ଦଖଲ ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ।ଏହିକ୍ରମରେ ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ। ମେ’ ୧୭ ତାରିଖରେ ସେ ଓଡ଼ିଶା ଆସିବେ ଓ ୩ଟି ସ୍ଥାନରେ ପ୍ରଚାର କରିବେ। ହେମାମାଳିନୀ ଉତ୍ତର…

ଲଞ୍ଚ ହେଲା ମୋ ବୁଥ ଆପ୍‌

ଭୁବନେଶ୍ବର: ମୋ ବୁଥ୍ ଆପ୍’ ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ। ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ କରାଯାଇଛି। ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ। ଏହି ମୋବାଇଲ୍‌ ଆପ୍‌ ଭୋଟରମାନଙ୍କ ନିମନ୍ତେ ଉପଲବ୍ଧ ହେବ। ଏହି ଆପ୍‌…

ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା

ରାଉରକେଲା: ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେକ୍ଟର-୧୩ ମେଳଣ ପଡ଼ିଆରେ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ପୂର୍ବାହ୍ନ ସାଢ଼େ ୧୧ଟାରେ ରାଉରକେଲାରେ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ…