କର୍କଟ-HIV : ଶସ୍ତା ହେବ ଔଷଧ ମୂଲ୍ୟ

କର୍କଟ ଏବଂ HIV ଭଳି ରୋଗରେ ପୀଡିତ ରୋଗୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି । ବହୁତ ଶୀଘ୍ର ସେମାନଙ୍କ ଉପରେ ମହଙ୍ଗା ଔଷଧର ବୋଝ କିଛି ପରିମାଣରେ ହ୍ରାସ ପାଇପାରିବ । କାରଣ ଖୁବ୍ ଶୀଘ୍ର ଭାରତରେ HIV, କର୍କଟ ଏବଂ ହେମାଟୋଲୋଜି ଭଳି ଗମ୍ଭୀର ରୋଗର ଔଷଧ ଖର୍ଚ୍ଚ କମିବା ନେଇ ଜଣାପଡ଼ିଛି । …

ସୋମ୍ୟାଶ୍ରୀ ତୋତେ ବି ଭୁଲିଯିବ ଏଇ ସମାଜ !

ନାରୀ ତୁ କେତେ ସୁରକ୍ଷିତ ? ନାରୀ ତୁ କେତେ ନିରୁପାୟ ? ନାରୀ ତୋ ପାଇଁ କଣ ନ୍ୟାୟ ଏ ସମାଜରେ ଅଛି ? ନାରୀ ହେଇ ଏଇ ସମାଜରେ ରହିବା କେତେ ଯେ କଷ୍ଟକର ତାର ଉଦାହରଣ ପ୍ରତ୍ୟେକଦିନ କିଏ ନା କିଏ ମରିଗଲା ପରେ ଆମକୁ ଜଣାପଡୁଛି । ଜଣେ ମରିଗଲେ ଆମର ଅନେକ ଦରଦ । ଜଣେ ଏ ଦୁନିଆ ଛାଡି ଚାଲିଗଲା ପରେ…

ଭାରତ ଏବଂ ପାକିସ୍ତାନ : ଅପରେସନ ସିନ୍ଦୂର

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଶେଷ କରିବା ପାଇଁ, ୧୦ ମେ' ସନ୍ଧ୍ୟା ୫ଟାରୁ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହା ପରେ ମଧ୍ୟ, ଶନିବାର ରାତିରେ, ସୀମା ସଂଲଗ୍ନ ଅନେକ ଅଞ୍ଚଳରେ ପାକିସ୍ତାନ ଦ୍ୱାରା ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଏହା ପରେ, ବୈଦେଶିକ ବ୍ୟାପାର…