Browsing Tag

Train Cancellation

ଅକ୍ଟୋବର ୧୦ CJP ବିକ୍ଷୋଭ ପୂର୍ବରୁ ଟ୍ରେନ୍ ବାତିଲ କଲା ରେଳବାଇ; ଦିଲ୍ଲୀ ସୀମାରେ ପୋଲିସ ଆଲର୍ଟ

ନୂଆଦିଲ୍ଲୀ: କକ୍‌ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ଅକ୍ଟୋବର ୧୦ ରେ ଡାକରା ଦିଆଯାଇଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ ନେଇଛି। ଷ୍ଟେସନ ଆଖପାଖ ଅଞ୍ଚଳରେ ପ୍ରବଳ ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ଅକ୍ଟୋବର ୧୦ ତାରିଖ ସକାଳ ୪ଟାରୁ ଦିନ ୨ଟା ମଧ୍ୟରେ…