ଆଧୁନିକ ଚାପଗ୍ରସ୍ତ ଜୀବନରେ ବରଦାନ ପାଲଟିଛି ଧ୍ୟାନ ବା ମେଡିଟେସନ୍
ଭୁବନେଶ୍ୱର: ଆଜିକାଲିର ବ୍ୟସ୍ତବହୁଳ ତଥା ଚାପଗ୍ରସ୍ତ ଜୀବନରେ ମାନସିକ ଶାନ୍ତି ପାଇଁ ଲୋକମାନେ ଦୈନନ୍ଦିନ ଜୀବନରେ ମାଇଣ୍ଡଫୁଲନେସ୍ ଏବଂ ଧ୍ୟାନ ବା ମେଡିଟେସନ୍କୁ ଆପଣାଉଛନ୍ତି। ୱାଶିଂଟନ୍ ଡି.ସି.ରୁ ପ୍ରାପ୍ତ ଏକ ରିପୋର୍ଟ ଅନୁଯାୟୀ, ମାନସିକ ଶାନ୍ତି ଏବଂ ସୁସ୍ଥତା ପାଇଁ ଏହା ଏକ…