Browsing Tag

odisha

”ସାନ ସିନା ଦାନ ତା ମହାନ”: ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ‘ବାଜି ରାଉତ’

''ଏଡ଼ିକି ସେ ଅମାନିଆ ପିଲା ଫଉଜର ଗୁଳିଗୁଳା, ରଜା, ଝଡ଼ କିଛି ନ ମାନିଲା। ଧୂଳିଖେଳ ଛାଡ଼ି ଗୁଳି ଆଗେ ଜୀବନକୁ ହସିହସି ଦେଲା ସିନା ବାଢ଼ି ।'' ଆଜି ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ। ଅନେକ ବୀର ନିଜର ଜୀବନକୁ…

ଶାରଦୀୟ ଦୁର୍ଗାପୂଜା : ଦେବୀ ଦୁର୍ଗାଙ୍କ ନାଁ ଦୁର୍ଗା କାହିଁକି ?

ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ 'ଦଶହରା' କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଶକ୍ତିସ୍ୱରୂପିଣୀ ମା’ ଦୁର୍ଗା। କେଉଁଠି ସେ ଅଷ୍ଟଭୂଜା ତ ପୁଣି କେଉଁଠି କାତ୍ୟାୟନୀ। ସେ ଅଭୟ ବରଦାୟିନୀ ଆଉ ଦୁର୍ଗତୀନାଶିନୀ। ଦୁର୍ଗାପୂଜା ଆଜି ଘରେ ଘରେ ପରିଚିତ ଆଉ…

ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣି ପଶ୍ଚିମ ଓଡ଼ିଶା ଯିବେ ନବୀନ, ଅଇଁଠାପାଲି ଓ ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣି ପଶ୍ଚିମ ଓଡ଼ିଶା ଯିବେ ନବୀନ । ଅଇଁଠାପାଲି ଓ ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ । ରାଜ୍ୟରେ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳର ତାରକା ପ୍ରଚାରକ ନିଜ ନିଜ ଦଳ ପାଇଁ ଭୋଟ୍ ମାରିବାରେ ବ୍ୟସ୍ତ । କେଉଁଠି ଜନସଭା ତ…

ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହ, କଟକରେ କରିବେ ମେଗା ରୋଡ୍‌ ଶୋ’

କଟକ: ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କଟକରେ ମେଗା ରୋଡ୍ ସୋ’ କରିବେ ଅମିତ ଶାହା । ଶୋଭାଯାତ୍ରା ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ…

ପ୍ରଥମ ପର୍ଯ୍ୟାୟ ଭୋଟ ଦେଉଛି ଓଡିଶା, ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ…